Latest Odisha News

BREAKING NEWS

Browsing Category

ରାଜନୀତି

ତୃତୀୟ ପର୍ଯ୍ୟାୟରେ ୭୪%ରୁ ଅଧିକ ମତଦାନ, ସମ୍ବଲପୁରରେ ସର୍ବାଧିକ ଭୋଟ୍ ଗ୍ରହଣ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୭୪ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ରବିବାର ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚୂଡ଼ାନ୍ତ ମତଦାନ ବିଜ୍ଞପ୍ତି ପ୍ରକାଶ ପାଇଛି। ପୋଷ୍ଟାଲ ବାଲଟ୍ କୁ ବାଦ୍ ଦେଲେ ଏହି ଭୋଟ୍ ପ୍ରତିଶତ ସାର୍ବଜନୀନ…

ଜଗତସିଂହପୁର ଯୁଦ୍ଧ ଜିତିବ କିଏ ?

ଭୁବନେଶ୍ୱର: ଜଗତସିଂହପୁର ବିଜେଡିର ଗଡ ରହିଛି । ୧୯୯୯ରୁ ବିଜେଡି ଏଠାରେ ଜିତି ଆସୁଛିା ଥରେ ସିପିଆଇରୁ ବିଭୂପ୍ରସାଦ ତରାଇ ଜିତିଛନ୍ତି, ତେବେ ତା ବି ବିଜେଡିର ସମର୍ଥନରେ । ତେବେ ଏଥର ବିଜେଡିର ସବୁଠୁ ବଡ ବଳ ବିଧାନସଭା ଗଣିତ ଏପଟ ସେପଟ ହୋଇଯାଇଛି । କେଉଁଠି ପ୍ରାର୍ଥୀ ନହୋଇ ଆଶାୟୀ…

ମୋଦୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ…କହୁ କହୁ କହିଦେଲେ ନା ମନର କଥା କହିଲେ ନୀତିଶ?

ପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଦୋସ୍ତି ଏବଂ ଶତ୍ରୁତା ବାବଦରେ କାହାକୁ ଅଛପା ନୁହେଁ। ପାଣିପାଗ ବଦଳିଲା ଭଳି ଏମାନଙ୍କର ଦୋସ୍ତି ଏବଂ ଶତ୍ରୁତା । ଏବେ ଯଦିଓ ନୀତିଶ ଏନଡିଏରେ ଅଛନ୍ତି କିନ୍ତୁ ନୀତିଶ ଏକ ନିର୍ବାଚନୀ ସଭାରେ…

ବିଜେଡି ଗାଡିରେ ୮୪କେଜି ଗଞ୍ଜେଇ ଆସିଲା କୁଆଡୁ: ବିଜେପି

ଭୁବନେଶ୍ୱର: ନୀର୍ବାଚନ ସମୟରେ ବିଜେଡି ଲୋଗୋ ଥିବା ଗାଡିରୁ ଗଞ୍ଜେଇ ବାହାରିବା ଦଳ ପାଇଁ ଭାରି ପଡ଼ିପାରେ। ଏହି ଘଟଣାକୁ ଟାର୍ଗେଟ୍ କରି ବିଜେଡିକୁ ସିଧା ନିଶାନା ମାରିଛି ବିଜେପି। ବ୍ରହ୍ମପୁରରେ ବିଜେଡିର ଦଳୀୟ ଗାଡିରୁ ୮୪କେଜି ଗଞ୍ଜେଇ ଜବତ ହୋଇଛି । ସେହି ଗାଡିରେ ଆଗ ଓ ପଛରେ ବିଜେଡିର…

ଷ୍ଟ୍ରଙ୍ଗ ରୁମରେ ଇଭିଏମ୍, କେମିତି ଗ୍ରହଣ କରଯାଇଛି ସୁରକ୍ଷା ବ୍ୟବସ୍ଥା?

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ହେବାକୁ ଥିବା ଭୋଟ୍ ଗଣତିକୁ ଦୃଷ୍ଟିରେ ରଖି ପୁଲିସ କମିସନର ସଞ୍ଜୀବ ପଣ୍ଡା କଟକ ଓ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହି ସମୟରେ ନିରାପତ୍ତା ଓ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ସହର ଭିତରେ ଥିବା ବିଭିନ୍ନ ସ୍ଥାନରେ ଯାନବାହନ…

ଚତୁର୍ଥ ପର୍ଯ୍ୟାୟ ଭୋଟିଂ ପୂର୍ବରୁ କିଏ ହାତେଇଲାଣି କେତେ ଆସନ?

ଭୁବନେଶ୍ୱର: ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନରେ ମତଦାନ ବାକି ଅଛି। ଚତୁର୍ଥ ପର୍ଯ୍ୟାୟ ମତଦାନ ପୂର୍ବରୁ ଶେଷ ହୋଇଥିବା ତିନୋଟି ପର୍ଯ୍ଯାୟରେ କିଏ କେତେ ଆସନ ହାତେଇଲାଣି ତାକୁ ନେଇ ଆରମ୍ଭ ହୋଇଛି ଜୋରଦାର ବୟାନବାଜି। ବିଜେଡି ଓ ବିଜେପି ସରକାର ଗଢିବେ ବୋଲି ଦାବି କରୁଛନ୍ତି। ଏହାରି…

ନୀଳଗିରିରେ ନୂଆ ଲଢେଇ

ଭୁବନେଶ୍ୱର: ସେଇ ନେତା, ନୂଆ ଦଳ । ଚବିଶ ନିର୍ବାଚନରେ ଶେଷ ଯାଏଁ ଝୁଲି ରହିଥିଲା ନୀଳଗିରି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା। ପରସ୍ପର ମଧ୍ୟରେ ଛକାପଞ୍ଝା ସହ ଘୁଞ୍ଚି ଘୁଞ୍ଚି ଚାଲିଥିଲା ନୀଳଗିରି ଟିକେଟ୍ ଘୋଷଣା । ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଟିକେଟ୍…

ଫୋକସରେ ୬ ଲୋକସଭା, ୪୨ ବିଧାନସଭା: ଶେଷ ପର୍ଯ୍ୟାୟରେ ଶେଷ ସ୍ପର୍ଶ ଦେବାକୁ ନେତାଙ୍କ ପ୍ରୟାସ

ଭୁବନେଶ୍ୱର: ଜୁନ ୧ରେ ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନରେ ମତଦାନ ହେବ। ୧୪୭ ଲୋକସଭା ଏବଂ ୨୧ ଲୋକସଭା ଆସନ ମଧ୍ୟରୁ ଶେଷ ପର୍ଯ୍ୟାୟରେ ନିର୍ବାଚନ ସରିଥିବା ସ୍ଥାନର ନେତାଙ୍କୁ ଆଣି ଜୋରଦାର ପ୍ରଚାର କରୁଛନ୍ତି ନେତା। ବାଂଲାଦେଶରେ ବାତ୍ୟା ପାଇଁ ଓଡ଼ିଶାରେ ଉପକୂଳରେ ପାଗ ଟିକିଏ ଖରାପ…

ଅଡ଼ୁଆରେ ବିଜେଡିର ଛେଣ୍ଡିପଦା ବିଧାୟକ, ଭୋଟରଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଗୋଟିଏ ପଟେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଜେଲ୍ ଯାଇଛନ୍ତି। ଅନ୍ୟପଟେ ବିଜେପି ନେତାଙ୍କ ଅଭିଯୋଗ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେଡିର ଛେଣ୍ଡିପଦା ବିଧାୟକ ତଥା ପ୍ରାର୍ଥୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ…

ଜଗଦ୍ଦେବଙ୍କୁ ନେଇ ଜୋରଦାର ରାଜନୀତି, ଏସପି କହିଲେ ହେବ ସିସିଟିଭି ଚେକିଂ

ଭୁବନେଶ୍ୱର: ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଘଟଣାରେ ଏବେ ଜେଲ ଯାଇଛନ୍ତି। ଏହାକୁ ନେଇ ବିଜେପି ଆକ୍ରମଣାତ୍ମକ ହୋଇଛି। ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ଷଡଯନ୍ତ୍ର ବୋଲି ଦର୍ଶାଇ ସୋମବାର ବିଜେପି ବିରୋଧ କରିବାକୁ ନିଷ୍ପତ୍ତି ନେଇଥିବା…