Latest Odisha News

BREAKING NEWS

Browsing Category

ରାଜନୀତି

ପିଏମ, ସିଏମ ଓ ମନ୍ତ୍ରୀଙ୍କ ବିରୁଦ୍ଧରେ ନୂଆ ବିଲ୍, ହରାଇବେ ପଦ: ବିରୋଧୀଙ୍କୁ କାହିଁକି ଡର ଲାଗୁଛି?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁତର ଅପରାଧିକ ମାମଲାରେ ଗିରଫ ହେଉଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ପଦରୁ ହଟାଇବା ପାଇଁ ତିନୋଟି ନୂଆ ବିଲ୍ ଆଣୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଆଉ କିଛି ସମୟରେ ଲୋକସଭାରେ ଏହି ବିଲ୍‌ଗୁଡ଼ିକୁ ଉପସ୍ଥାପନ କରିବେ। ଏହାକୁ ସଂସଦର ଏକ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ, ଗିରଫ ପରେ ଅଭିଯୁକ୍ତର ଉଦ୍ଦେଶ୍ୟ ଜଣାପଡ଼ିଲା!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ବୁଧବାର ଜନ ଶୁଣାଣି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ରାଜେଶ ଭାଇ ଖିମଜୀ ଭାଇ ସାକାରିୟା (୪୧) ଗୁଜୁରାଟର ରାଜକୋଟର ବାସିନ୍ଦା। ଘଟଣା ଦିଲ୍ଲୀର ସିଭିଲ ଲାଇନ୍ସସ୍ଥିତ…

ଭୋଟର ପରିଚୟ ପତ୍ରରେ ଅନିୟମିତତା, ନେତାଙ୍କ ଅଭିଯୋଗ ସତ୍ତ୍ୱେ ନିର୍ବାଚନ ଆୟୋଗ କହୁଛି କୌଣସି ଆପତ୍ତି ନାହିଁ

ପାଟନା: ଭୋଟ ଚୋରି ଅଭିଯୋଗ ଆଣି ବିରୋଧୀ ସରକାରକୁ ଶାଣିତ ଆକ୍ରମଣ କରୁଛନ୍ତି । ଭୋଟ ଚୋରି ପ୍ରତିବାଦରେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭୋଟ୍ ଅଧିକାର ଯାତ୍ରା ଆରମ୍ଭ ହୋଇଛି । ଅନ୍ୟପଟେ ନିର୍ବାଚନ କମିଶନ କହିଛନ୍ତି, ଅଭିଯୋଗ କେବଳ ମିଡିଆରେ ଚାଲିଛି ହେଲେ…

ଉପରାଷ୍ଟ୍ରପତି ଆସନ: ବିରୋଧୀଙ୍କ ତେଲୁଗୁ ପ୍ରାର୍ଥୀଙ୍କ ଆଶା ମଉଳିଲା, ଖେଳ କରିଦେଲା ଏନଡିଏ!

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ତେଲୁଗୁ ଅଞ୍ଚଳରୁ ଜଣେ ପ୍ରାର୍ଥୀଙ୍କୁ ଆଗକୁ ଆଣି ଏନଡିଏକୁ ଅଡ଼ୁଆରେ ପକାଇବାକୁ ଚାହୁଁଥିଲେ। କିନ୍ତୁ ଏହା ସଫଳ ହେବାର ସମ୍ଭାବନା କମ୍‌। ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର କୌଣସି ଆଞ୍ଚଳିକ ଦଳ ବିରୋଧୀଙ୍କ ପ୍ରାର୍ଥୀ ଜଷ୍ଟିସ୍‌ ବି. ସୁଦର୍ଶନ…

ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। କମିିଶନର ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ବରେ କମିଶନର ଅନ୍ୟ ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ରିପୋର୍ଟ ପ୍ରଦାନ କରିଥିଲେ…

ଜୟଶଙ୍କରଙ୍କୁ ଭେଟିଲେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ, କହିଲେ ସୀମାରେ ଶାନ୍ତି.. 

ନୂଆଦିଲ୍ଲୀ: ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ୱାଗତ କରାଯାଇଛି। ସେ ସୋମବାର ଦିନ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଭେଟିବା ନେଇ ସୂଚନା ମିଳିଛି। ଏହାକୁ ନେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଉଭୟ ଦେଶ…

ଓଡ଼ିଶାରେ ଖୁବ୍‌ଶୀଘ୍ର ହେବ ଏସଆଇଆର

ଭୁବନେଶ୍ୱର: ଓଡ଼ିଶାରେ ଖୁବ୍‌ଶୀଘ୍ର ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) ଭୋଟର ତାଲିକା କାର୍ଯ୍ୟକାରୀ ହେବାକୁ ଯାଉଛି। ଯାହା ୨୪ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ହେବ। ଆଗାମୀ ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସଠିକତା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପର…

ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ତିରୁଚି ଶିବ!

ନୂଆଦିଲ୍ଲୀ: ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ବିରୋଧୀ ଦଳ ଖୁବ୍ ଶୀଘ୍ର ନିଜର ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି। ତେବେ ଡିଏମକେ ରାଜ୍ୟସଭା ସାଂସଦ ତିରୁଚି ଶିବ ବିରୋଧୀ ଦଳର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ପୁଟିନ, ଜାଣନ୍ତୁ କଣ ରହିଛି ଖାସ୍…

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ରାଷ୍ଟ୍ରପତି ପୁଟିନ ଗତ ସପ୍ତାହରେ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ନିଜର…

ସିପି ରାଧାକ୍ରିଷ୍ଣନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ…

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ମୋଦିଙ୍କ ପ୍ରଥମ ପସନ୍ଦ। ଏହି ପଦ ପାଇଁ ମୋଦି ନିଜେ ସିପି ରାଧାକୃଷ୍ଣନଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏବେ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ନାଁ’ରେ ମୋହର ମାରିଛି। ହେଲେ ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ…