Latest Odisha News

BREAKING NEWS

Browsing Category

ରାଜନୀତି

Nishant Joins JD(U): ବାପାଙ୍କ ଅନ୍ତେ ବିହାର ରାଜନୀତି ସମ୍ଭାଳିବେ ପୁଅ ନିଶାନ୍ତ! ଜେଡିୟୁରେ ଦେଲେ ଯୋଗ…

ପାଟନା: ଶେଷରେ ରାଜ୍ୟର ରାଜନୈତିକ ମହଲରେ ଗତ କିଛି ଦିନ ଧରି ଯାହା ନେଇ ଜୋରଦାର ଆଲୋଚନା ଚାଲିଛି ତାହା ବାସ୍ତବରେ ପରିଣତ ହୋଇଛି। ବାପାଙ୍କ ଜାଗାରେ ବିହାର ରାଜନୀତିର ମଙ୍ଗ ଧରିବେ ପୁଅ ନିଶାନ୍ତ କୁମାର। ରାଜନୈତିକ ମହଲରେ ଯାହା ଚର୍ଚ୍ଚା ହେଉଥିଲା, ତାହା ଆଜି ଘଟିଛି। ମୁଖ୍ୟମନ୍ତ୍ରୀ ନୀତିଶ…

Socialism vs Nepotism In Bihar Politics: ବିହାର ରାଜନୀତିରେ ‘ପରିବାରବାଦ’

ପାଟନା: ବିହାର ରାଜନୀତିରୁ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଏବେ ଶୀର୍ଷରେ । ଯଦିଓ ନିତୀଶ କୁମାର ସବୁବେଳେ ପରିବାରବାଦ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି, କିନ୍ତୁ ବିହାର ଇତିହାସ କହୁଛି…

CM Nitish Kumar Files Nomination: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିହାର ମୁଖ୍ୟମନ୍ତ୍ରୀ, ସାଥିରେ ଥିଲେ…

ପାଟନା: ବିହାରର ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସେ ବିଧାନସଭାରେ ତାଙ୍କର ନାମାଙ୍କନ ଦାଖଲ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଏହା ସହିତ…

Next Bihar CM: କେନ୍ଦ୍ର ରାଜନୀତିରେ ନୀତିଶ କୁମାରଙ୍କ ରିଏଣ୍ଟ୍ରି! କିଏ ସମ୍ଭାଳିବେ ବିହାର କମାଣ୍ଡ?

ପାଟନା: ପୁଣି କେନ୍ଦ୍ର ରାଜନୀତିରେ ନୀତିଶଙ୍କ ଏଣ୍ଟ୍ରି! ରାଜ୍ୟସଭା ଯିବେ ନୀତିଶ! ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ବିଜେପି ମୁଖିଆ! ପୁରା ଦେଶର ଧ୍ୟାନ ବର୍ତ୍ତମାନ ବିହାର ରାଜନୀତି ଉପରେ କେନ୍ଦ୍ରିତ। ୨୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେନ୍ଦ୍ରୀୟ ରାଜନୀତିକୁ ଫେରିବେ…

Parvata Biswal: ବିଜେଡଜିରୁ ବିଦା ହେଲେ ପ୍ରଭାତ ବିଶ୍ଵାଳ

ଭୁବନେଶ୍ୱର: ବିଜେଡିରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ ବିଶ୍ୱାଳ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କହିଛନ୍ତି । ଏନେଇ ଦଳର ଉପସଭାପତି ପ୍ରତାପ ଜେନା…

Rajya Sabha Elections: କିଏ ହାତେଇବ ୪ର୍ଥ ଆସନ? ଚାଲିଛି ରାଜନୈତିକ କସରତ୍… କିଙ୍ଗ ମେକର ବନିପାରନ୍ତି…

ଭୁବନେଶ୍ଵର: ବାଜିସାରିଛି ରାଜ୍ୟସଭା ନିର୍ବାଚନ ବିଗୁଲ। ଘୋଷଣା ହୋଇଛି ବିଧିବଦ୍ଧ ତାରିଖ।ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ। ଯେଉଁଥିରେ ଓଡ଼ିଶାର ୪ ଆସନ ଖାଲି ରହିଛି। ଯାହାକୁ ନେଇ ଏବେ ଚାଲିଛି କସରତ। ରାଜ୍ୟସଭା ପାଇଁ କିଏ ଦେବ କେତୋଟି ପ୍ରାର୍ଥୀ? ବିଜେଡି କିଣିଥିଲା ୬ଟି ସେଟ୍,…

ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ଠକେଇ, ଲୋକଙ୍କୁ ମାଗୁଛନ୍ତି ଟଙ୍କା…

ଭୁବନେଶ୍ବର: ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଲୋକଙ୍କୁ ଟଙ୍କା ମାଗୁଛନ୍ତି ଠକ। ଯାହାକୁ ନେଇ ଜନସାଧାରଣଙ୍କୁ ଏକ ବାର୍ତ୍ତାରେ ସଚେତନ କରାଯାଇଛି। ସୂଚନା ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାଁ ରେ କିଛି ଅସାଧୁ…

ଟ୍ରମ୍ପଙ୍କ ବଡ଼ ଦାବି; ମୋ ଯୋଗୁଁ ବଞ୍ଚିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ବିବାଦୀୟ ବୟାନ ଦେଇ ଚାଞ୍ଚଲ୍ୟ ଖେଳାଇଛନ୍ତି। ନିଜର 'ଷ୍ଟେଟ୍ ଅଫ୍ ଦି ୟୁନିଅନ' ଅଭିଭାଷଣରେ ଟ୍ରମ୍ପ ଏମିତି କିଛି କହିଛନ୍ତି, ଯାହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ବଢାଇ ଦେଇଛି। ଟ୍ରମ୍ପ…

ଫେବୃଆରୀ ୨୦୨୭ ପୂର୍ବରୁ ରାଜ୍ୟରେ ହେବନି ପଞ୍ଚାୟତ ନିର୍ବାଚନ: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆଗୁଆ ପଞ୍ଚାୟତ ନିର୍ବାଚନ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ରାଜ୍ୟ ସରକାର ମଙ୍ଗଳବାର ଦିନ ଏନେଇ ସ୍ପଷ୍ଟ କରିଛନ୍ତି। ରାଜ୍ୟ ବିଧାନସଭାରେ ସୂଚନା ପ୍ରଦାନ କରି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସ୍ପଷ୍ଟ କରିଛନ୍ତି ଯେ ଫେବୃଆରୀ ୨୦୨୭ ପୂର୍ବରୁ ପଞ୍ଚାୟତ…