Latest Odisha News

BREAKING NEWS

Browsing Category

ରାଜନୀତି

ପୂଜା ନା ରାଜନୀତି? ମା ଚର୍ଚ୍ଚିକାଙ୍କୁ ଲାଲ ପରିବର୍ତ୍ତେ ଲାଗିହେଲା ଶାସକ ଦଳର ରଙ୍ଗର ଶାଢି

ଭୁବନେଶ୍ୱର: ନିର୍ବାଚନ ବେଳେ ନେତା ବଳ କଷୁଛନ୍ତି। ଭୋଟରଙ୍କୁ ମନେଇବାକୁ ଯାଇ ବିଭିନ୍ନ ଉପାୟ ଆପଣାଉଛନ୍ତି। ହେଲେ ଯେଉଁଭଳି କଟକ ବାଙ୍କୀ ସ୍ଥିତ ମା' ଚର୍ଚ୍ଚିକା ମନ୍ଦିରରେ ଲାଲ ରଙ୍ଗର ଶାଢୀ ପରିବର୍ତ୍ତେ ଶାସକ ଦଳ ବିଜେଡିର ଦଳୀୟ ରଙ୍ଗର ଶାଢି ଲଗାଇଛି ତାହା ଏବେ ଚିନ୍ତାର ବିଷୟ ପାଲଟିଛି।…

ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତାଙ୍କ ଓଡ଼ିଶା ଗସ୍ତ ସୂଚୀ, ଦଳୀୟ ନେତାଙ୍କ ମନରେ ଉତ୍ସାହ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପ୍ରମୁଖ କେନ୍ଦ୍ରନେତାଙ୍କ ଓଡ଼ିଶା ଗସ୍ତ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ଉତ୍ସାହିତ। ଏହି କ୍ରମାଗତ ଗସ୍ତ ରାଜ୍ୟରେ ଦଳର ନିର୍ବାଚନୀ ପ୍ରଚାରକୁ ଶକ୍ତିଶାଳୀ କରିବ ବୋଲି ଅନୁମାନ କରାଯାଉଛି। ଆସନ୍ତା ୬ ତାରିଖରେ ଓଡ଼ିଶାରେ…

ରାୟଗଡାରେ ଆଭାସି ଜରିଆରେ ରାହୁଲ ଦେଲେ ଉଦବୋଧନ, ମଂଚକୁ ଆସିନଥିବା ଦେଖି ଅସନ୍ତୋଷ ଜନତା

ରାୟଗଡା: କଂଗ୍ରେସ ଦଳର ପ୍ରମୁଖ ନେତା ରାହୁଲ ଗାନ୍ଧୀ ରାୟବରେଲି ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ରାୟଗଡ଼ା ସମାବେଶରେ ଯୋଗ ଦେଇ ପାରିନଥିଲେ। ଅପରାହ୍ନରେ ଆଭାସି ଜରିଆରେ ସମାବେଶକୁ ସମ୍ବୋଧିତ କରି କଂଗ୍ରେସ ୫ଟି ପ୍ରମୁଖ ପ୍ରତିଶ୍ରୁତି ସମ୍ପର୍କରେ ସୂଚନା ଦେଇଛନ୍ତି।…

ଖଣ୍ଡପଡ଼ାରେ ଗଞ୍ଜେଇ ବେପାରୀଙ୍କ ପତ୍ନୀ ହୋଇଛନ୍ତି ଶାସକ ଦଳର ପ୍ରାର୍ଥୀ?

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାନସଭା ଆସନ ପାଇଁ ଜଣେ ଗଞ୍ଜେଇ ବେପାରୀ ଓ ହତ୍ୟା ଅଭିଯୁକ୍ତଙ୍କ ପତ୍ନୀଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଅନୁଭବ ପଟ୍ଟନାୟକ ଅନ୍ୟାୟ ଆଚରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏବେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଅନୁଭବ ପଟ୍ଟନାୟକ ଦଳର…

ଝାରସୁଗୁଡ଼ା: ପ୍ରତିଶ୍ରୁତି ବାବଦରେ ମନେପକାଇ ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ ଘେରିଲେ ଭୋଟର

ଝାରସୁଗୁଡା: ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ୨୦୧୯ ନିର୍ବାଚନ ପରଠାରୁ ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଗ୍ରାମବାସୀଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି। ମାଳିବେଉଁରା ଗାଁରେ ଏହାକୁ ନେଇ ବୟାନବାଜି ସହ ପାଟିତୁଣ୍ଡ ହୋଇଥିଲା। ଯାହା ନିଜ ନିର୍ବାଚନମଣ୍ଡଳୀରେ ଥିବା ଗ୍ରାମବାସୀଙ୍କ…

ବାଜି ବଦଳାଇବେ ସ୍ବାଧୀନ !

ଭୁବନେଶ୍ବର : ମିଳିଲାନି ଦଳୀୟ ଟିକେଟ୍ । ନିରାଶ ହେବା ପରେ ବଡ ନିଷ୍ପତ୍ତି । ସ୍ବାଧୀନ ଭାବେ ଲଢିବାକୁ ନେତାଙ୍କ ସଜବାଜ । ଅସନ୍ତୁଷ୍ଟ ହେବେ କି ଦଳୀୟ ପ୍ରାର୍ଥୀଙ୍କ ବିଜୟରେ ବାଧା ? ଭୋଟ୍ ଭାଗ କରିବେ କି ସ୍ବାଧୀନ ? ବିଗିଡିଯିବ କି ଦଳର ବିଜୟ ଅଙ୍କକଷା ? ସ୍ବାଧୀନ ବଦଳାଇବେ କି ସମୀକରଣ ?…

ନେତାଙ୍କୁ ପସନ୍ଦ ଏମିତି ଡ୍ରେସ୍

ଭୁବନେଶ୍ବର: ଜନତାଙ୍କ ସାମନାକୁ କେମିତି ଆସନ୍ତି ନେତା ? କାହାକୁ ପସନ୍ଦ କେମିତି ଡ୍ରେସ୍ ? କାହାକୁ କୁର୍ତ୍ତା ପାଇଜାମା ପସନ୍ଦ ତ କିଏ ପିନ୍ଧନ୍ତି ଧୋତି ପଞ୍ଜାବୀ । ଦିନକୁ ଦିନ ଧୋତିପିନ୍ଧା ନେତାଙ୍କ ସଂଖ୍ୟା କମିଲାଣି। ଅନେକ ଯୁବ ନେତା ଏବେ ମଇଦାନରେ ପ୍ୟାଣ୍ଟ ସାର୍ଟ ପିନ୍ଧିଲେଣି ।…

ମାନିଲେନି ସୌମ୍ୟ? ସାବିତ୍ରୀଙ୍କୁ ଟିକେଟ୍

ଭୁବନେଶ୍ବର: ଖଣ୍ଡପଡାରେ ବିଜେଡିର ବଡ ସରପ୍ରାଇଜ୍ । ନା ସୌମ୍ୟ ଫେରିଲେ ନା ଅନୁଭବଙ୍କୁ ଭରସା କଲା ଦଳ । ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍ ଦେଇ ମହିଳା କାର୍ଡ ଖେଳିଛି ବିଜେଡି । ଖଣ୍ଡପଡାରେ ନୂଆ ଚେହେରାଙ୍କୁ ଓହ୍ଲାଇ ବିଜୟ ଅଙ୍କ କଷିଛି ଦଳ । ତେବେ ଟିକେଟ୍ ଘୋଷଣା ହେଉ ହେଉ ଦଳ ଛାଡିଛନ୍ତି…

ପୁରୀରେ ନାମାଙ୍କନ ଭରିଲେ ହେଭିଓ୍ବେଟ୍ ନେତା

ପୁରୀ: ପୁରୀରେ ନାମାଙ୍କନ ଭରିଲେ ସତ୍ୟବାଦୀ ବିଜେପି ବିଧାନସଭା ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର । ନିଜର ହଜାର ହଜାର ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ ପୂର୍ବକ ଯାଇ ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଭରିଛନ୍ତି । ନାମାଙ୍କନ ଭରିବା ପରେ ଓଡ଼ିଆ ଅସ୍ମିତା ଓ…

ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବାସନ୍ତୀ ହେମ୍ବ୍ରମ

ମୟୂରଭଞ୍ଜ: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନରେ ବାଜିମାତ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହୋଇଛି ସେତିକି କସରତ । ତେବେ କିଛି ଦଳ ନିଜ ନିଜର କର୍ମୀମାନଙ୍କୁ ନେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଉଦ୍ୟମ ଚଳାଇଥିବା ବେଳେ କରଞ୍ଜିଆରେ ଶୁଭିଲା ଯୋଡିଶଙ୍ଖର…