Latest Odisha News

BREAKING NEWS

Browsing Category

ରାଜନୀତି

କଂଗ୍ରେସର ଆରୋପ: ଶାସକ ଦଳ ସପକ୍ଷରେ ନିର୍ବାଚନ ଆୟୋଗ, ବିପଦରେ ଗଣତନ୍ତ୍ର

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଇସି)ଙ୍କୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ। ନିର୍ବାଚନ ଆୟୋଗ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରୁ ନଥିବାରୁ ଏହା ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ନିର୍ବାଚନ ଆୟୋଗ ଏକପାଖିଆ। ଶାସକ ଦଳ ସପକ୍ଷରେ…

ଦେଶରେ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ, ଝାଡଖଣ୍ଡର ୪ ସିଟରେ ଏନଡିଏ ଏବଂ ଇଣ୍ଡିମେଣ୍ଟ ଭିତରେ କଡା ଟକ୍କର

ନୂଆଦିଲ୍ଲୀ: ଆସନ୍ତା କାଲି ଦେଶରେ ୬ଷ୍ଠ ପର୍ଯ୍ୟାୟ ମତଦାନ ।ସାରା ଦେଶରେ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଭୋଟ୍ ଅନୁଷ୍ଠିତ ହେବାକୁ ଯାଉଛି। ଲୋକସଭା ନିର୍ବାଚନକୁ ନେଇ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଏହାକୁ ନେଇ ସମସ୍ତ ପ୍ରସ୍ତୁତି ସରିଲାଣି । ଆସନ୍ତାକାଲି ୭ ଟି ରାଜ୍ୟ ଓ…

ମୟୂରଭଞ୍ଜରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ

ମୟୂରଭଞ୍ଜ: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ଭୋଟିଂ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲାର ଦୁଇଟି ସ୍ଥାନରେ ହେବାକୁ ଥିବା ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ…

ନୟାଗଡ଼ରେ ନୂଆ ସମୀକରଣ

ଭୁବନେଶ୍ଵର: ନୟାଗଡ ଗତ ୨୪ବର୍ଷ ହେଲା ବିଜେଡିର ଗଡ଼ ରହିଛି । ବିଜେଡିର ଟାଣୁଆ ନେତା ଅରୁଣ ସାହୁ ନୟାଗଡରୁ ଗତ ଚାରିଥର ହେଲା ଜିତିଆସୁଛନ୍ତି । ହେଲେ ଏଥର ନୟାଗଡ଼ରେ ବଦଳିଛି ସମୀକରଣ । ୨୦୧୯ରେ ଅରୁଣଙ୍କ ବିପକ୍ଷରେ ଲଢିଥିବା ବିଜେପି ନେତ୍ରୀ ଇରାନୀ ରାୟ ଏବେ ବିଜେଡିରେ । ଅରୁଣଙ୍କୁ ଟକ୍କର…

କିଏ ହେବେ ପିପିଲିର ମହାରଥୀ?

ଭୁବନେଶ୍ଵର: ପୁରୀ ଜିଲ୍ଲାର ପିପିଲି ବିଧାନସଭା ଆସନ ବିଜେଡିର ଗଡ ରହିଛି । ୨୦୦୦ ମସିହାରୁ ପିପିଲିରେ ଶଙ୍ଖନାଦ ହୋଇଆସୁଛି । ପ୍ରଦୀପ ମହାରଥୀ ଲଗାତର ପିପିଲିରୁ ବିଜୟୀ ହୋଇଆସୁଥିଲେ । ତାଙ୍କ ପରଲୋକ ପରେ ୨୦୨୧ ଉପନିର୍ବାଚନରେ ପୁଅ ରୁଦ୍ର ପ୍ରତାପ ମହାରଥୀ ବି ବିଜେଡିର ବିଜୟ ଧାରାକୁ ଆଗକୁ…

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ଫୋକସରେ ୪ ଆସନ

ଭୁବନେଶ୍ଵର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ଭୋଟିଂ । ୬ ଲୋକସଭା ଆସନ ପାଇଁ ୬୪ ପ୍ରାର୍ଥୀ ଲଢ଼ୁଥିବା ବେଳେ ୪୨ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୩୮୩ ପ୍ରାର୍ଥୀ । ତୃତୀୟ ପର୍ଯ୍ୟାୟ ନିର୍ବାଚନପାଇଁ ଫୋକସରେ ରହିଛି ୪ ଲୋକସଭା…

ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂ, ଖୋର୍ଦ୍ଧାରେ ପ୍ରସ୍ତୁତି ଶେଷ

ଖୋର୍ଦ୍ଧା: ରାତି ପାହିଲେ ରାଜ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଭୋଟ । ତୃତୀୟ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୬ଟି ସଂସଦୀୟ କ୍ଷେତ୍ର ପାଇଁ ୬୪ ଜଣ ପ୍ରାର୍ଥୀ ଓ ୪୨ଟି ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଆସନ୍ତା…

ସାମଗ୍ରିକ ସହରୀକରଣ ହେଉଛି ନବୀନଙ୍କ ୧୯ ନମ୍ବର ଗ୍ୟାରେଣ୍ଟି

ଭୁବନେଶ୍ଵର: ନବୀନଙ୍କ ଗ୍ୟାରେଣ୍ଟି ନମ୍ବର ୧୯ ହେଉଛି ସାମଗ୍ରିକ ସହରୀକରଣ । ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ କଟକରୁ ଭୁବନେଶ୍ୱର ମେଟ୍ରୋ ସେବା ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି l ଏଥିରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର l ଆସନ୍ତା ଦଶ ବର୍ଷରେ ଏହି ସେବାକୁ…

ବାହାର ନେତା ମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି, ସେମାନଙ୍କୁ ଆପଣମାନେ ମୁହଁତୋଡ଼ ଜବାବ ଦିଅନ୍ତୁ

ନିମାପଡା: ଓଡ଼ିଶାବାସୀଙ୍କର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ । ବାହାରୁ ବଡ଼ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି । ସେମାନଙ୍କ ମଧ୍ୟରେ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ମୁଁ ତାଙ୍କୁ କହିବାକୁ ଚାହେଁ…

ବାରବାଟୀ-କଟକ: କାଣ୍ଟେ କି ଟକ୍କର

ଭୁବନେଶ୍ବର: ମଇଦାନରେ ସବୁ ଦଳର ନୂଆ ପ୍ରାର୍ଥୀ। ବାରବାଟୀ-କଟକରେ ଏଥର ଜୋରଦାର ଟକ୍କର। କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଛି । ବିଜେଡିରୁ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଓ ବିଜେପିରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର…