Latest Odisha News

BREAKING NEWS

Browsing Category

ରାଜନୀତି

ଘସିପୁରାରେ ଘମାଘୋଟ

ଭୁବନେଶ୍ବର: ଘସିପୁରାରେ ବିଜେଡି ଓ ସୌମ୍ୟ ପଟ୍ଟନାୟକ ମୁହାଁମୁହିଁ । ସୌମ୍ୟଙ୍କ ପ୍ରଚାର ଗାଡିକୁ ଅଟକାଇ ବିଜେଡି ସମର୍ଥକ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି । କେବଳ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ନୁହେଁ, ପୋଲିସ ଉପରେ ବି ଆଙ୍ଗୁଳି ଉଠାଇଛନ୍ତି ସୌମ୍ୟ । ବାଛି ବାଛି ତାଙ୍କ…

ଜଟଣୀ ଜିତିବ କିଏ?

ଭୁବନେଶ୍ବର: ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ଆସୁଥିବା ଜଟଣୀ ବିଧାନସଭାରେ ଏଥର ରୋଚକ ଲଢେଇ । ସୁରଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶି ଭୁବନେଶ୍ବର ପ୍ରାର୍ଥୀ ହେବା ପରେ ଗୋଳମାଳ ହୋଇଛି ଜଟଣୀ ଗଣିତ । ପୁରୁଣା କଂଗ୍ରେସ କର୍ମୀ ଏବେ କେଉଁ ଆଡକୁ ଢଳିବେ, ସେନେଇ ଦ୍ବନ୍ଦ୍ବ ରହିଛି। ବିଭୂତି…

ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଆହ୍ବାନ ଦେଲେ ଅପରାଜିତା

ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଆହ୍ବାନ ଦେଲେ ଭୁବନେଶ୍ୱର ସାଂସଦ ପ୍ରାର୍ଥି ଅପରାଜିତା ଷଡ଼ଙ୍ଗୀ । ଗତ ୫ ବର୍ଷରେ ମୁଁ ସମସ୍ତଙ୍କୁ ଧରି ପରିଶ୍ରମ କରିଛି । ଲିଙ୍ଗରାଜ ମନ୍ଦିର ପ୍ରକଳ୍ପରେ ଯଦି ବାଧା ସୃଷ୍ଟି କରିଥିଲି । ତେବେ ପ୍ରମାଣ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଖୋଲା…

ହାରିଯିବା ଭୟରେ ନଗଦ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଲୋଭିତ କରୁଛି ବିଜେଡି: ଉର୍ମିଳା ମହାପାତ୍ର

ଭୁବନେଶ୍ୱର: ଏକ ସଶକ୍ତ ଓ ସୁଦୃଢ଼ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ନିର୍ବାଚନ ମେରୁଦଣ୍ଡ ସଦୃଶ । ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବା ଉଚିତ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ଅଟେ । କିନ୍ତୁ ଦୁଃଖର ବିଷୟ ବିଜୁ ଜନତା ଦଳ ୨୫ବର୍ଷ ଓଡ଼ିଶାକୁ ଶାସନ କରିଥିଲେ ମଧ୍ୟ ନିର୍ବାଚନ ସମୟରେ…

ବିଜେପିରେ ମିଶିଲେ ଜିତୁ ମିତ୍ର

ଭୁବନେଶ୍ବର: ବିଜେପିରେ ମିଶିଲେ ଜିତୁ ମିତ୍ର । ବିଜେପି ରାଲି ବେଳେ ମିଶିଗଲେ ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର । ରୋଚକ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ରାଜନୀତିରେ । ବିଜେପି ରାଲି ବେଳେ ବିଜେଡି ବିଧାୟକ ଜିତୁ ମିତ୍ର ବିଜେପିରେ ସାମିଲ ହୋଇଛନ୍ତି । ଅପରାଜିତା ଷଡ଼ଙ୍ଗୀ ଓ…

ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୯୪.୪୮ ଲକ୍ଷ ଭୋଟର

ଭୁବନେଶ୍ଵର: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତୃତୀୟ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୬ଟି ସଂସଦୀୟ କ୍ଷେତ୍ର ପାଇଁ ୬୪ ଜଣ ପ୍ରାର୍ଥୀ ଓ ୪୨ଟି ବିଧାନସଭା ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଆଇ ବୋଲି ପୁଣି ସନ୍ଦେହ କଲା ବିଜେପି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଆଇ ବୋଲି ପୁଣି ସନ୍ଦେହ କଲା ବିଜେପି । ଆଜି ବିଜେପି ଏକ ପ୍ରେସମିଟ କରି କହିଛି ଯେ ମୁଖ୍ୟମନ୍ତ୍ରୀ କେବେ ‘ଚୋର’ ଶବ୍ଦ ବ୍ୟବହାର କରିବେ ନାହିଁ । ବିଜେଡି ଭିଡିଓରେ ଯେଉଁ  ‘ଚୋର’ ଶବ୍ଦ ବ୍ୟବହାର କରାଯାଇଛି ତାକୁ କେବେ ହେଲେ ବି ମୁଖ୍ୟମନ୍ତ୍ରୀ…

ଓଡ଼ିଶାବାସୀ ନବୀନଙ୍କୁ ଆରାମ, ବିଜେପିକୁ କାମ ଦେବାକୁ ମନସ୍ଥ କରିଛନ୍ତି: ନଡ୍ଡା

ଭଦ୍ରକ: ଓଡ଼ିଶାରେ ପହଞ୍ଚିବା ପରେ ମାରାଥନ୍‌ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା । ପ୍ରଥମେ ମୟୂରଭଞ୍ଜ ଜିଲ୍ଲା କରିଞ୍ଜିଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାପରେ ଧାମନଗର ଓ ବଡ଼ଚଣାରେ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗ ଦେଇଛନ୍ତି ନଡ୍ଡା ।…

ଯେବେ ବିଜେପି ନିର୍ବାଚନ ହାରିବାକୁ ଯାଏ ସେତେବେଳେ ଶାସକ ଦଳ ଉପରେ ମିଛ ଅଭିଯୋଗ କରିଥାଏ: ବିଜେଡି

ଭୁବନେଶ୍ଵର: ଚଳିତ ନିର୍ବାଚନରେ ଦୁଇଟି ପର୍ଯ୍ୟାୟ ସରିଛି। ତୃତୀୟ ପର୍ଯ୍ୟାୟ ପାଇଁ ଆଜି ପ୍ରଚାରର ଶେଷ ଦିନ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । କିନ୍ତୁ ଏବେଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ ହେଲାଣି ।…

ବିରୋଧୀ ଦଳ ମିଛ କଥା କହି, ଅପପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି: ପାଣ୍ଡିଆନ

କଟକ: କଟକ ଜିଲ୍ଲା ନିଆଳିରେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର। ବିଧାନସଭା ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ଉଭୟ ଏମଏଲଏ ଓ ଏମପି ବିଜେଡିରୁ ହେବା ଦରକାର। ଅନ୍ଯ ଦଳର ଏମପି ହେଲେ ବିକାଶ…