Latest Odisha News

BREAKING NEWS

Browsing Category

ରାଜନୀତି

ଭୁବନେଶ୍ବର ମଧ୍ୟ : ବିଦ୍ରୋହୀ ବିଗାଡିବେ ଖେଳ !

ଭୁବନେଶ୍ବର: ଟିକେଟ୍ ଘୋଷଣା ପରଠୁ ହିଁ ଚର୍ଚ୍ଚାରେ ରହିଥିଲା ଭୁବନେଶ୍ବର ମଧ୍ୟ ଆସନ । ବିଜେଡି ଟିକେଟ୍ ପାଇଁ ହୋଇଥିଲା ବଳ କଷାକଷି। ଅନନ୍ତ ଜେନାଙ୍କୁ ପ୍ରବଳ ବିରୋଧ ସତ୍ତ୍ବେ ପ୍ରାର୍ଥୀ କରିଛି ବିଜେଡି । ଆଶାୟୀଙ୍କୁ ଦଳ ପକ୍ଷରୁ ଥଇଥାନ ତ କରାଯାଇଛି, ହେଲେ କେଉଁ ଆଡକୁ ଢଳିବେ, ସେନେଇ…

ପ୍ରଥମ ଥର ଓଡିଶା ଗସ୍ତରେ ଆସୁଛନ୍ତି ଯୋଗୀ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ୨୦୨୪ ନିର୍ବାଚନ ଲାଗି ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା । ଏହାରିଭିତରେ ଅନେକ କେନ୍ଦ୍ରୀୟ ନେତା ଏକାଧିକ ଥର ଓଡ଼ିଶା ଗସ୍ତରେ ଆସିସାରିଲେଣି। ନିର୍ବାଚନର ଶେଷ ସୁଦ୍ଧା ଆହୁରି କେନ୍ଦ୍ରୀୟ ନେତା ଓଡିଶା ଗସ୍ତ କରିବେ ବୋଲି ମଧ୍ୟ ଜଣାପଡ଼ିଛି।…

ପୁରୀରେ ଗଡିବ କାହାର ବିଜୟ ରଥ ?

ଭୁବନେଶ୍ବର : ପୁରୀ ଲୋକସଭାରେ ବଡ ଲଢେଇ । ଛଅ ଛଅ ଥର ପୁରୀ ଜିତିଆସିଛି ବିଜେଡି । ତିନିଥର ବ୍ରଜକିଶୋର ତ୍ରିପାଠୀ ତ ତିନିଥର ବିଜେଡିରୁ ବିଜୟୀ ହୋଇଛନ୍ତି ପିନାକୀ ମିଶ୍ର । ତେବେ ଏଥର ପିନାକୀଙ୍କ ଜାଗାରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ବିଜେପି ଗତଥରର ପ୍ରାର୍ଥୀ…

ବଳ ଗୋଟାଉଛି ବିଜେପି: ଦଳରେ ମିଶିଲେ ବିଜେଡି ଯୁବ ସଭାପତି ସମରେଶ ବେଉରାଙ୍କ ସହ ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଜିଲ୍ଲାର ବିଜେଡି ଯୁବ ସଭାପତି ସମରେଶ ବେଉରା, ଜିଲ୍ଲା ବିଜେଡି ଯୁବ ସମ୍ପାଦକ ରାଜେଶ ପ୍ରଧାନ, ପୂର୍ବତନ ଯୁବ ସାଧାରଣ ସମ୍ପାଦକ ଭବାନୀଶଙ୍କର ପରିରାୟ, ଏକାମ୍ର ନିର୍ବାଚନର ବିଜେଡି ନେତା ଜୟ…

ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ:ପାଣ୍ଡିଆନ୍

ନୟାଗଡ଼:ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିଛନ୍ତି । ନୟାଗଡ଼ରେ ଆୟୋଜିତ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ବି.ଏସ୍‍.କେ.ୱାଇ, ମିଶନଶଶକ୍ତି, ୫ଟି ସ୍କୁଲ…

‘ବିଜେପିକୁ ଭୋଟ୍ ଦେଇ ଓଡିଶାକୁ ରାମରାଜ୍ୟରେ ପରିଣତ କରନ୍ତୁ’

କେନ୍ଦୁଝର: ରାଜ୍ୟରେ ବିଜେଡି ସରକାର ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି । ରାଜ୍ୟକୁ ରାମ ରାଜ୍ୟରେ ପରିଣତ କରିବାକୁ ହେଲେ ବିଜେପିକୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ସରକାର ଗଢ଼ିବାର ସୁଯୋଗ ଦୋବା ପାଇଁ ଅନୁରୋଧ କରିଛନ୍ତି ବିଜେପି ନେତା ଅରୁଣ ଗୋଭିଲ । ସେ ଓଡିଶା ଆସି କେନ୍ଦୁଝର, ଚମ୍ପୁଆ ଓ…

ବିଜେପି ଓ କଂଗ୍ରେସ ଦଳକୁ ନିର୍ବାଚନ ଆୟୋଗଙ୍କ କଡା ତାଗିଦ୍

ନୂଆଦିଲ୍ଲୀ: ଉଭୟ ବିଜେପି ଓ କଂଗ୍ରେସ ଦଳକୁ ନିର୍ବାଚନ ଆୟୋଗଙ୍କ କଡା ତାଗିଦ୍ । ଉଭୟ ଦଳର ସଭାପତିଙ୍କୁ ନୋଟିସ୍ କଲେ ନିର୍ବାଚନ ଆୟୋଗ । ନିର୍ବାଚନ ଆଚରଣ ବିଧିକୁ ପାଲନ କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସଭାପତି…

ଖୋର୍ଦ୍ଧାରୁ ପାଣ୍ଡିଆନଙ୍କ ଆକ୍ରମଣ; ‘ଅପରାଜିତା ଯେଉଁ କାମ କରିଛନ୍ତି ତାହ ସରପଞ୍ଚ ସ୍ତରର କାମ’

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି । ହେବାଳି ପଡ଼ିଆରେ ଆଜି ଏକ ଜନସଭାକୁ ସମ୍ବୋଧନ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ…

ନୟାଗଡରୁ ପାଣ୍ଡିଆନଙ୍କ ତେରଚ୍ଛା ବାଣ, ‘ବିରୋଧୀ କେବେହେଲେ ବିକାଶ ଚାହାନ୍ତି ନାହିଁ’

ନୟାଗଡ଼: ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରୁ ନିବେଦନ କଲେ ପାଣ୍ଡିଆନ । ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ,…

ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ରତ୍ନଭଣ୍ଡାର ଚାବି ହଜିଗଲା  ନବୀନ ବାବୁ  କାହିଁକି ଚୁପ୍ ଅଛନ୍ତି । ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା? । ସର୍ଟ ଭିଡିଓରେ ନିଜେ କହୁଛନ୍ତି ନା ଏହା ଏଆଇ ମାଧ୍ୟମରେ କରାଯାଉଛି । ଯଦି ନବୀନ…