Latest Odisha News

BREAKING NEWS

Browsing Category

ରାଜନୀତି

ମିଥୁନ ଚକ୍ରବର୍ତ୍ତୀଙ୍କ ରୋଡ୍ ସୋ’ରେ ପଥର ମାଡ଼, ଅଭିନେତାଙ୍କ ଉପରେ ଟିଏମସି ସମର୍ଥକ ଫିଙ୍ଗିଲେ ବୋତଲ

କୋଲକାତା: ବଲିଉଡ ଅଭିନେତା ରୋଡ ସୋ ସମୟରେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗର ମେଦିନାପୁର ସହରରେ କିଛି ଲୋକ ପଥରମାଡ଼ କରିଥିଲେ। ଯାହା ପରେ ସଂଘର୍ଷ ଆରମ୍ଭ ହୋଇଥିଲା। ମିଥୁନ ଚକ୍ରବର୍ତ୍ତୀ ମେଦିନାପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପାଲଙ୍କ ପାଇଁ…

ସଚିନ ପାଇଲଟଙ୍କୁ ପ୍ରଶ୍ନ: ଯଦି ଇଣ୍ଡିଆ ମେଣ୍ଟ ଗଠନ ହୁଏ ତେବେ କିଏ ହେବେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ୍ ଏବିପି ନ୍ୟୁଜକୁ ଏକ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ଯେତେବେଳେ ତାଙ୍କୁ ପଚରାଗଲା ଯଦି ଇଣ୍ଡିଆ ଆଲାଇନ୍ସ ଜିତେ ତେବେ…

ଆଜି ଓଡ଼ିଶା ଆସୁଛନ୍ତି ଅରୁଣ ଗୋଭିଲ, ହିମନ୍ତ ବିଶ୍ୱଶର୍ମା: ୨୩ ରେ ଆସିବେ ଯୋଗୀ

ଭୁବନେଶ୍ୱର: ପ୍ରଚାର କରିବା ପାଇଁ ଓଡିଶା ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୩ ତାରିଖରେ ଓଡ଼ିଶା ଆସିବେ। ଏହା ତାଙ୍କର ପ୍ରଥମ ନିର୍ବାଚନୀ ଗସ୍ତ ହେବ। ଯୋଗୀ ଆଦିତ୍ୟନାଥ ୨୩ ତାରିଖ ପୂର୍ବାହ୍ନ ୧୦.୧୫ରେ ଚିଲିକା ନିର୍ବାଚନମଣ୍ଡଳୀର…

କଣ୍ଟାମାଳ ବିଧାନସଭା ଆସନର ୨ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ଆସନର ଦୁଇଟି ବୁଥରେ ପୁନଃ ମତଦାନ ହେବ। ବିଜେପି ଏହାକୁ ନେଇ ଦାବି କରିବାର କିଛି ଘଣ୍ଟା ପରେ ଆଜି ନିର୍ବାଚନ କମିଶନ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ପ୍ରେସ୍ ବିଜ୍ଞପ୍ତି…

ବିଜେପି ୪୦୦ ନୁହେଁ ୩୦୦ ଭିତରେ ରହିବ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବିଜେପି ଚଳିତ ନିର୍ବାଚନରେ ୪୦୦ ପାରର ନାରା ଦେଇଛି। ଅର୍ଥାତ ୪୦୦ରୁ ଅଧିକ ଆସନରେ ଜିତିବ ବୋଲି ନାରା ଦେଇଛି। କିନ୍ତୁ ଏହି ନାରା ପୂରଣ ହେବନି। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏକ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି…

ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ଅଛି ବୋଲି ପାଣ୍ଡିଆନ ନିଶ୍ଚିତ କରିପାରିବେ କି: ସମୀର ମହାନ୍ତି

ଭୁବନେଶ୍ବର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରୁ ନକଲି ଚାବି ବ୍ୟବହାର କରି କିଛି ଚୋରି ହୋଇନାହିଁ। ଏହା ଭିକେ ପାଣ୍ଡିଆନ୍ ସ୍ପଷ୍ଟ କରିପାରିବେ କି? ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହା ପ୍ରଶ୍ନ କରିଛନ୍ତି। ଦୀର୍ଘ ୪ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିବାକୁ…

ବଦ୍ରି ପକାଉଛନ୍ତି ଚାପ! ଘଷିପୁରାରେ ପୋଲିସ ବିରୋଧରେ ସୌମ୍ୟ ପଟ୍ଟନାୟକଙ୍କ ବଡ଼ ଅଭିଯୋଗ

କେନ୍ଦୁଝର: ସରଗରମ ଘଷିପୁରା ରାଜନୀତି। ଏଥର ତ୍ରିକୋଣୀୟ ନୁହେଁ ବରଂ ବିଜେଡି ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେଉଛି ବୋଲି କୁହାଯାଉଛି। ଏବେର ଖଣ୍ଡପଡ଼ା ବିଧାୟକ ତଥା ସ୍ୱାଧୀନ ପ୍ରାର୍ଥୀ ମଙ୍ଗଳବାର ପୁଲିସ ପକ୍ଷପାତିତା କରୁଛି ବୋଲି ଅଭିଯୋଗ ଆଣି ଧାରଣା ଦେଇଛନ୍ତି।…

କଣ୍ଟାମାଳ ବିଧାସଭା କ୍ଷେତ୍ରର ୨୬ ଓ ୨୯ ନମ୍ବର ବୁଥ୍ ରେ ପୁନର୍ବାର ମତଦାନ କରିବାକୁ ବିଜେପରି ଦାବି

ଭୁବନେଶ୍ୱର: ଓଡିଶାର ଦ୍ବିତୀୟ ପର୍ଯାୟ ନିର୍ବାଚନ ବେଳେ କଣ୍ଟାମାଳ ବିଧାସଭା କ୍ଷେତ୍ରର ୨୬ ଓ ୨୯ ନମ୍ବର ବୁଥ୍‌କୁ ବିଜେଡି ଗୁଣ୍ଡାମାନେ ଜବର ଦଖଲ କରିଛନ୍ତି । ଏପରିକି ବୁଥ୍ ବାହାରେ ଭୋଟ୍ ଦେବାକୁ ଅପେକ୍ଷା କରିଥିବା ଭୋଟର ତଥା ବିଜେପି ପ୍ରାର୍ଥୀଙ୍କ ସମର୍ଥକ ମାନଙ୍କୁ ପ୍ରବେଶ କରିବାକୁ…

ମନ୍ମଥଙ୍କ ପାଇଁ ନବୀନଙ୍କ ଅପିଲ୍ ବଢ଼ାଇଲା ଚର୍ଚ୍ଚା, ଅପରାଜିତା ଦେଲେ ବଡ଼ ଆହ୍ବାନ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଅନ୍ୟତମ ଚର୍ଚ୍ଚିତ ଲୋକସଭା ଆସନ ଭୁବନେଶ୍ବର। ଦୀର୍ଘ ଦିନ ଧରି ଏହି ଆସନ ବିଜେଡି ହାତରେ ଥିଲା। କିନ୍ତୁ ୨୦୧୯ରେ ଏହା ବିଜେପି ହାତକୁ ଯାଇଛି। ଚଳିତଥର ବିଜେପିର ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହ ସେ ରାଜଧାନୀ ପାଇଁ ସେଭଳି କିଛି…

‘ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ୍ ପାଇଁ କାମ କରନ୍ତି’

କେନ୍ଦୁଝର: ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଆଦିବାସୀମାନେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜନଜାତି ସମ୍ପ୍ରଦାୟର ଲୋକମାନେ ବହୁତ ଭଲ ପାଆନ୍ତି ଯାହାର ପ୍ରମାଣ ଆଜି ଏହି ଜନସଭାରୁ ମିଳୁଛି ବୋଲି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନୀସଭାରେ କହିଛନ୍ତି…