Latest Odisha News

BREAKING NEWS

Browsing Category

ରାଜନୀତି

ସିପି ରାଧାକୃଷ୍ଣନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ, ବିରୋଧୀ ମେଣ୍ଟରେ ଫାଟ କରି ନିଜ ଲକ୍ଷ୍ୟ ମୁହାଁ ବିଜେପି?

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ବେଳେ ଭୋଟ ଚୋରି ହୋଇଥିବା ନେଇ ଅଭିଯୋଗ କରି ବିରୋଧୀ ଶାସକ ଦଳକୁ ବଡ଼ ଅଡୁଆରେ ପକାଇଛି। ଏହି ସମୟରେ ପୁଣି ଉପରାଷ୍ଟ୍ରପତି ନିର୍ବାଚନ। ଏପରି ସ୍ଥିତିରେ ନିର୍ବାଚନ ବେଳେ ଦେଖି ଚାହିଁ ମୈଦାନକୁ ସୁଚିନ୍ତିତ ଭାବେ ମୈଦାନକୁ ପ୍ରାର୍ଥୀ ଭାବେ ସିପି…

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ; ଜାଣନ୍ତୁ କିଏ ଏହି ରାଧାକୃଷ୍ଣନ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ।ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି। ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଜେପି ସଂସଦୀୟ ବୋର୍ଡର ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ…

ଉପରାଷ୍ଟ୍ରପତି ନିର୍ବାଚନ: ମୁସଲିମ ନେତାଙ୍କୁ ପ୍ରାର୍ଥୀ କରିପାରେ ଏନଡିଏ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଏବେ ପ୍ରସ୍ତୁତି ଜୋରଦାର କରିଛି। ଆଗାମୀ ୯ ସେପ୍ଟେମ୍ବରରେ ନିର୍ବାଚନ ହେବ। ନାମାଙ୍କନ ଦାଖଲର ଶେଷ ତାରିଖ ୨୧ ଅଗଷ୍ଟ। କିନ୍ତୁ ଏନଡିଏର ପ୍ରାର୍ଥୀ କିଏ ହେବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ବିଜେପି ନେତୃତ୍ୱାଧୀନ ଏନଡିଏ…

‘୧ ଲକ୍ଷ କୋଟି ଟଙ୍କାର ଜୁମଲା – ସିଜନ ୨’…ମୋଦୀ ସରକାରକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଇଂଟର୍ନସିପ ଯୋଜନାକୁ "ଜୁମଲା" ବୋଲି କହି ଟାର୍ଗେଟ କରିଛନ୍ତି। ଲୋକସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୧ କୋଟି ଇଂଟର୍ନସିପ ଯୋଜନାରେ ମାତ୍ର ୯,୪୫୩ଟି ଇଂଟର୍ନସିପ ମିଳିଛି। ସେ ସରକାରଙ୍କୁ ଯୁବକମାନଙ୍କୁ ଭ୍ରମିତ କରିବା ଓ…

ଟ୍ରମ୍ପଙ୍କୁ ନୋବେଲ ପ୍ରଦାନ ପାଇଁ ଏହି ସର୍ତ୍ତ ରଖିଲେ ହିଲାରୀ କ୍ଲିଣ୍ଟନ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି ସମୟରେ ପୂର୍ବତନ ଆମେରିକାର ବୈଦେଶିକ ମନ୍ତ୍ରୀ ତଥା ଡେମୋକ୍ରାଟିକ୍ ପାର୍ଟିର ନେତା ହିଲାରୀ କ୍ଲିଣ୍ଟନ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ…

ଦିଦିଙ୍କ ଗୋଟି…ବଢିଯିବ ବିଜେପି ଟେନସନ୍ !

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଭାଷା ଆନ୍ଦୋଳନ। ଭାଷା ଆନ୍ଦୋଳନ ସହ ଏବେ ସିନେମାକୁ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବଙ୍ଗାଳୀ ପ୍ରବାସୀଙ୍କୁ ନେଇ ଆରମ୍ଭ କରିଥିବା ଭାଷା ଆନ୍ଦୋଳନରେ ଖେଳିଛନ୍ତି ନୂଆ ଅସ୍ମିତା କାର୍ଡ। ପଶ୍ଚିମବଙ୍ଗର ସିନେମା ହଲରେ…

ଆତଙ୍କବାଦ ବିରୋଧରେ ବଡ ସଫଳତା; ନିଜ ଅଭିଭାଷଣରେ ‘ଅପରେସନ୍ ସିନ୍ଦୂର’କୁ ପ୍ରଶଂସା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ 'ଅପରେସନ୍ ସିନ୍ଦୂର'ର ସଫଳତାକୁ ନେଇ ଦେଶ ଏବଂ ସଶସ୍ତ୍ର ବାହିନୀର ପ୍ରଶଂସା କରି କହିଛନ୍ତି ଯେ ଏହା ଆତଙ୍କବାଦ ବିରୁଦ୍ଧରେ ହୋଇଥିବା ଏକ ଲଢେଇର ଉଦାହରଣ ଯାହାକି ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇରହିବ। ସ୍ୱାଧୀନତା ଦିବସର…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଦଳରୁ ବିଦା ହେଲେ ବିଧାୟିକା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ କୌଶାମ୍ବୀର ଚୈଲର ସମାଜବାଦୀ ପାର୍ଟିର ବିଧାୟିକା ପୂଜା ପାଲଙ୍କ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେଇ ତାଙ୍କୁ ନ୍ୟାୟ ଦେଇଥିବା ସେ ବିଧାନସଭାରେ କହିଥିଲେ। ଯାହାକୁ ନେଇ ଅଖିଳେଶ ଯାଦବ ଅସନ୍ତୁଷ୍ଟ ହୋଇ ପୂଜା ପାଲଙ୍କୁ ଗୁରୁବାର ଦିନ ଦଳରୁ ବହିଷ୍କାର…

ଆମେରିକାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା; କଡ଼ା ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ଆମେରିକାରେ ହିନ୍ଦୁ ମନ୍ଦିର ମାନଙ୍କରେ ନିରନ୍ତର ଭାବରେ ଆକ୍ରମଣର ଘଟଣା ଶୁଣିବାକୁ ମିଳୁଛି। ନିକଟରେ ଅଗଷ୍ଟ ୧୦ ତାରିଖରେ ଇଣ୍ଡିଆନାର ଗ୍ରୀନଉଡ୍ ସିଟିର BAPS ସ୍ୱାମୀନାରାୟଣ ମନ୍ଦିରରେ ଆକ୍ରମଣ ହୋଇଥିଲା। ଏହିପରି ଘଟଣାକୁ ଚିକାଗୋରେ ଥିବା ଭାରତୀୟ କନସୁଲେଟ୍ କଡା ନିନ୍ଦା…

୨୦୨୭ ସୁଦ୍ଧା ପଞ୍ଚାୟତଗୁଡ଼ିକର ହେବ ପୁନର୍ଗଠନ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ସ୍ଥାନୀୟ ଶାସନକୁ ସୁଦୃଢ଼ କରିବା ପାଇଁ ୨୦୨୭ ପୂର୍ବରୁ ରାଜ୍ୟବ୍ୟାପୀ ପଞ୍ଚାୟତଗୁଡ଼ିକର ପୁନର୍ଗଠନ ଏବଂ ୨୦୨୯ ସୁଦ୍ଧା ବ୍ଲକଗୁଡ଼ିକର ପୁନର୍ଗଠନ କରିବାକୁ ଯୋଜନା କରିଛନ୍ତି। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ ପରବର୍ତ୍ତୀ ପଞ୍ଚାୟତ…