Latest Odisha News

BREAKING NEWS

Browsing Category

ରାଜନୀତି

୪୮ ଘଣ୍ଟା ପୂର୍ବରୁ ଜଣାଇବାକୁ ପଡିବ; ନହେଲେ ହର୍ମୁଜରେ ଏଣ୍ଟ୍ରି ମିଳିବନି

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂଆ ନିୟମ ଲାଗୁ କରିଛି। ଏହି ନିୟମ ଅନୁଯାୟୀ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ ପ୍ରବେଶ କରିବା ପୂର୍ବରୁ ଜାହାଜଗୁଡ଼ିକୁର ପଞ୍ଜୀକରଣ କରିବାକୁ ପଡିବ ଏବଂ ପରମିଟ୍ ଓ ବୀମା ପାଇବାକୁ ପଡିବ।…

Shiv Sena-UBT Crisis: ଥମୁନି ଶିବସେନାର ଅନ୍ତଃକଳହ! କୁକୁର-ବାଘ ବୟାନରେ ରାଜନୀତି ତେଜିଲା! ଶିନ୍ଦେଙ୍କ କଟାକ୍ଷ ପରେ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଶିବସେନା ଭିତରେ ବଡ଼ ଧରଣର ଅସନ୍ତୋଷ ଦେଖାଦେଇଛି। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (UBT)ର ୬ ଜଣ ଲୋକସଭା ସାଂସଦ ଏକନାଥ ଶିନ୍ଦେ ଶିବିରକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକ…

ଇରାନକୁ ଗୋଟିଏ ପଇସା ବି ମିଳିବନି: ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ପରେ ସେ ଏକ ପୋଷ୍ଟରେ କହିଥିଲେ ଯେ ଇରାନ ଆମେରିକାଠାରୁ ଗୋଟିଏ ଟଙ୍କା ମଧ୍ୟ ପାଇବ ନାହିଁ, ୩୦୦ ବିଲିୟନ ଡଲାର ଦୂର କଥା। ଶାନ୍ତି ଚୁକ୍ତିନାମାର ଷଷ୍ଠ ପଏଣ୍ଟରେ ଇରାନର…

ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସାହସ, ସରଳତା, ବିନମ୍ରତା ଏବଂ…

ସିନେ ପରଦାରେ ଦେଖିବାକୁ ମିଳିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ, ଆମିର କଲେ ଘୋଷଣା

ନୂଆଦିଲ୍ଲୀ: ଅଭିନେତା ଆମିର ଖାନ ଏବେ ପ୍ରଯୋଜନାରେ ବହୁତ ସକ୍ରିୟ ଅଛନ୍ତି। "ମିସିଂ ଲେଡିଜ୍" ଏବଂ "ହାପି ପଟେଲ" ପରେ ଆମିର ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଜଡିତ ଆଉ ଏକ ପ୍ରୋଜେକ୍ଟ ଆରମ୍ଭ କରୁଛନ୍ତି। ଆମିର ଖାନ ତାଙ୍କ ପ୍ରଯୋଜନା କମ୍ପାନୀ ବ୍ୟାନରରେ ଦ୍ରୌପଦୀ ମୁର୍ମୁଙ୍କ…

ମୋହନ ସରକାରଙ୍କୁ ଘେରିଲେ ନବୀନ: ଗରିବଙ୍କ ପେଟକୁ କାଟି କି ପ୍ରକାର ଶାସନ ଚାଲିଛି ବୋଲି ପ୍ରଶ୍ନ

ଭୁବନେଶ୍ୱର: ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ମିଳୁଥିବା ମାସିକ ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ବକୁ ନେଇ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ କିଛି ମାସ ଧରି ରାଜ୍ୟର ଲକ୍ଷ ଲକ୍ଷ ବୃଦ୍ଧ, ବିଧବା ଓ…

Rajya Sabha Power Shift: ଆଉ ମାତ୍ର ୩ ଆସନ! ରାଜ୍ୟସଭାରେ ବିରୋଧୀଙ୍କ ନିଦ ଉଡେଇବ ଏନଡିଏର ନୂଆ ଅଙ୍କ…

ନୂଆଦିଲ୍ଲୀ: ରାଜ୍ୟସଭାରେ NDAର ବଡ଼ ଲାଭ! ୧୬୪ ମ୍ୟାଜିକ୍ ନମ୍ବରରୁ ମାତ୍ର କିଛି ପାଦ ଦୂରରେ NDA ସମ୍ବିଧାନ ସଂଶୋଧନର ପଥ ହେବ କି ସହଜ? ରାଜ୍ୟସଭାରେ ବଦଳୁଛି ରାଜନୈତିକ ଅଙ୍କ। ୨୭ଟି ଆସନର ନିର୍ବାଚନ ପରେ NDA ଏବେ ଦୁଇ-ତୃତୀୟାଂଶ ମ୍ୟାଜିକ୍ ନମ୍ବରର ଆହୁରି ନିକଟରେ ପହଞ୍ଚିଛି।…

ଉଦ୍ଧବଙ୍କ ଦଳ ବିଭାଜନ ସ୍ପଷ୍ଟ: ବୈଠକରେ ଯୋଗଦେଇଥିଲେ ମାତ୍ର ୩ ସାଂସଦ

ମୁମ୍ବାଇ: ମହାରାଷ୍ଟ୍ର ରାତନୀତିରେ ମହାଡ୍ରାମା। ଉଦ୍ଧବ ଠାକରେଙ୍କୁ ଲାଗିଛି ବଡ଼ ଝଟକା। ଗୁରୁବାର ଉଦ୍ଧବଙ୍କ ଶିବସେନା (ୟୁବିଟି)ସାଂସଦଙ୍କ ବୈଠକ ଡକାଇଥିଲା। ଏହି ବୈଠକ ଆରମ୍ଭ ହେବା ମାତ୍ରେ ଉଦ୍ଧବଙ୍କୁ ଲାଗିଲା ଝଟକା। କାରଣ ବୈଠକରେ ମାତ୍ର ତିନି ଜଣ ଶିବସେନା ସାଂସଦ ଯୋଗ ଦେଇଥିଲେ। ୯…

ଆମ କଥାରେ ମୁଣ୍ଡ ପୁରାନି; ଟ୍ରମ୍ପକୁ କାହିଁକି ଏଭଳି କହିଲା ବ୍ରାଜିଲ

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ଏକ ଶାନ୍ତି ଚୁକ୍ତିରେ ପହଞ୍ଚିଛନ୍ତି। ଯାହା ଦ୍ୱାରା ଉପସାଗରୀୟ ଅଞ୍ଚଳରେ ଉତ୍ତେଜନାକୁ ଅସ୍ଥାୟୀ ଭାବରେ ହ୍ରାସ କରାଯାଇଛି। ତଥାପି ଆମେରିକାର ପଡ଼ୋଶୀ ଦେଶ ବ୍ରାଜିଲ ରାଷ୍ଟ୍ରପତି, ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇଛି। ବ୍ରାଜିଲର ରାଷ୍ଟ୍ରପତି…

ଆମେରିକା-ଇରାନ ଶାନ୍ତି ଚୁକ୍ତି ଏତେ ସହଜ ନଥିଲା; କାହିଁକି ଏଭଳି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା-ଇରାନ ଶାନ୍ତି ଚୁକ୍ତି ଆଜି ସ୍ୱାକ୍ଷରିତ ହୋଇଛି। ଫ୍ରାନ୍ସର G-7 ଶିଖର ସମ୍ମିଳନୀ ସମୟରେ ଭର୍ସେଲ୍ସ ପ୍ୟାଲେସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇଥିଲା। ଇରାନର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଡିଜିଟାଲ ସ୍ୱାକ୍ଷରକୁ ସ୍ପଷ୍ଟ କରିଛି। ଏହି…