Latest Odisha News

BREAKING NEWS

Browsing Category

ରାଜନୀତି

ଭୋଟ୍ ପୂର୍ବରୁ ନୋଟ୍ ବଣ୍ଟା ଉପରେ ଗୁରୁତ୍ବ ଦେଉଛି ବିଜେଡି, ପୁରୀ ବିଜେପି ଆଣିଲା ଅଭିଯୋଗ

ପୁରୀ: ବ୍ରହ୍ମଗିରି ବିଧାନସଭା ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ବିଜେପି । ବିଜେପି କହିଛି ଭୋଟ୍ ପାଇଁ ନୋଟ୍ ବାଣ୍ଟିବାକୁ ଉମା ସାମନ୍ତରାୟ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ କୁଆଡେ ପୁରୀ ସଦର ବ୍ଲକ ଅଧୀନ ୧୧ଟି ପଞ୍ଚାୟତର ସିପିଆର…

ନିର୍ବାଚନ ପୂର୍ବରୁ ପୁରୀ ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ?

ଭୁବନେଶ୍ୱର: ରାଜ୍ୟ ତଥା ଦେଶର ଏକ ପ୍ରମୁଖ ରାଜନୈତିକ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଆଭ୍ୟନ୍ତରୀଣ କଳହର ସମ୍ମୁଖୀନ ହେଉଛି। ଯାହା ଏହାର ନିର୍ବାଚନ ସମ୍ଭାବନାକୁ ଦୁର୍ବଳ କରିବାର ଆଶଙ୍କା ସୃଷ୍ଟି କରିଛି। ଏହି ଆଭ୍ୟନ୍ତରୀଣ କଳହକୁ ଦୂର କରିବା ପାଇଁ ଶାସକ ଦଳ ଶଂଖ ଭବନରେ ସମନ୍ୱୟ ପ୍ରୟାସରେ…

ସରକାରୀ ପୋର୍ଟାଲରେ 5ଟି ପେଜ୍ ଖାଲି ପଡ଼ିବା ନେଇ ପ୍ରଶ୍ନ ଉଠାଇଲେ ଅପରାଜିତା

ଭୁବନେଶ୍ୱର: ବିଜେପି ସାଂସଦ ତଥା ଭୁୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ସରକାରୀ ପୋର୍ଟାଲରେ 5ଟି ପେଜକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ପେଜଟି ଖାଲି ପଡ଼ିଛି ଏବଂ କୌଣସି ସୂଚନା ନାହିଁ। ପୂର୍ବରୁ, ଏହି ଓ୍ବେବ ପେଜରେ ପ୍ରାସଙ୍ଗିକ ବିବରଣୀ…

ସାଂସଦ ଚନ୍ଦ୍ରଶେଖର ସାହୁ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ବିଜେଡି ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭିକେ ପାଣ୍ଡିଆନ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ହସ୍ପିଟାଲ ଯାଇ ଚନ୍ଦ୍ରଶେଖର ସାହୁଙ୍କ…

ଶଙ୍ଖ ଛାଡିବା ପରେ ରାଜ୍ୟ କଂଗ୍ରେସ ଭବନରେ ହାତ ଧରିଲେ ଭଦ୍ରକର ଯୁବନେତା ଅସିତ୍ ପଟ୍ଟନାୟକ

ଭଦ୍ରକ: ଭଦ୍ରକରେ ଶକ୍ତିଶାଳୀ ହେବ କି କଂଗ୍ରେସ ? ବଳ ଯୋଗାଡ଼ରେ ଲାଗିଛି କଂଗ୍ରେସ । ବିଜେଡି ଛାଡିଲା ପରେ ଆଜି ହାତ ଧରିଲେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ । ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପିସିସି…

ଚତୁର୍ଥ ପର୍ଯ୍ୟାୟ ଟିକେଟ୍ ଘୋଷଣା କଲା ବିଜେଡି, ଲେଖାଶ୍ରୀ ବାଲେଶ୍ବର ସାଂସଦ ପ୍ରାର୍ଥୀ

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜର ଚତୁର୍ଥ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପାରାଦୀପ ଆସନରୁ ସ୍ବର୍ଗତ ନେତା ଦାମ ରାଉତଙ୍କ ବିଧାୟକ ପୁଅ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଲକ୍ଷ୍ମୀପୁର ବିଧାନସଭା ପାଇଁ ପ୍ରଭୁ…

୨୪ ବର୍ଷ ନବୀନ ଶାସନରେ ଜନତା ମୌଳିକ ସୁବିଧାରୁ ବଞ୍ଚିତ: କଂଗ୍ରେସ

ଭୁବନେଶ୍ୱର: ନବୀନ ଶାସନରେ ଜନତା ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ୨୪ ବର୍ଷ ଶାସନ କଲାପରେ ମଧ୍ୟ ବିଜେଡ଼ି ସରକାର ଜନତାଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଞ୍ଚାନନ ଦାଶ ଅଭିଯୋଗ କରିଛନ୍ତି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ…

କଂଗ୍ରେସର ଲୋକସଭା ପ୍ରାର୍ଥୀ ସଞ୍ଜୟ ଭୋଇ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆରମ୍ଭ କଲେ ପ୍ରଚାର ପ୍ରସାର

ବରଗଡ଼: ଲୋକସଭା ଆସନ ପାଇଁ କଂଗ୍ରେସର ଲୋକସଭା ପ୍ରାର୍ଥୀ ସଞ୍ଜୟ ଭୋଇ ଆଜି କଂଗ୍ରେସ କର୍ମୀ ମାନଙ୍କ ସହିତ ବରଗଡ଼ ତଳିପଡ଼ା ସ୍ଥିତ ଦେବୀ ମା' ସମଲେଶ୍ୱରୀଙ୍କ ଦର୍ଶନ କରି ତାଙ୍କର ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି। ଦେବୀ ମାଁଙ୍କଠାରେ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ପରେ ଆଜି ଇଦ୍ ଅବସରରେ…

କେଉଁଠି ଛିଡୁନି ଟିକେଟ୍ ଅଙ୍କ?

ଭୁବନେଶ୍ବର: ଟିକେଟ୍ ଘୋଷଣାରେ ବିଳମ୍ବ, ଦ୍ୱନ୍ଦ୍ୱରେ ଆଶାୟୀ । କାହିଁକି ବାହାରୁନି ପ୍ରାର୍ଥୀ ତାଲିକା? ଟିକେଟd ଅଙ୍କକଷାରେ କେଉଁଠି କେଁ ? ବିଦ୍ରୋହୀ ଭୟରେ ଗଡୁଛି କି ତାରିଖ ପରେ ତାରିଖ? ସବୁଠି ମିଶ୍ରଣ, ଦଳରେ ନୂଆ ସମୀକରଣ । ଟିକେଟ୍ ଚୂଡାନ୍ତ ପାଇଁ ହେଉଛି କି ବାଧା? ସମୟ ଯେତିକି…

୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ: ଆଜି ବିଜେପି ତା'ର ୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉତ୍ତରପ୍ରଦେଶର ଭଦୋହି ଆସନରୁ ବିଜେପି ଏହି ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ମାତ୍ର ଜଣଙ୍କର ନାଁ ରହିଛି । ଡକ୍ଟର ବିନୋଦ କୁମାର ବିନ୍ଦ ଭଦୋହିରୁ ପ୍ରାର୍ଥୀ ହୋଇଛନ୍ତି । ନିଶାଦ ପାର୍ଟି ଚଳିତ…