Latest Odisha News

BREAKING NEWS

Browsing Category

ରାଜନୀତି

ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ୍, ୩ ଆହତ

ବଡମ୍ବା: ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ୍‌ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ବଡମ୍ବା ଟାଉନ ନିକଟରେ ମଙ୍ଗଳବାର ବିଜେଡି ବିଧାୟକ ଦେବୀ…

ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ: ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପଜିଲ୍ଲାପାଳଙ୍କ ଠାରେ ନିଜର ନାମାଙ୍କନ ପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ । ପାର୍ଥୀପତ୍ର ଦାଖଲ ପୂର୍ବରୁ ସେ…

ଜୟରାମଙ୍କ ପ୍ରଶ୍ନ ବାଣ, ୧୯୮୪ ପରଠାରୁ କଂଗ୍ରେସ ଜିତିନଥିବା ଆସନକୁ କାହିଁକି ମୋଦୀଙ୍କ ଭୟ ?

ନୂଆଦିଲ୍ଲୀ: ଜାରି ରହିଛି ନିର୍ବାଚନ ମାହୋଲ। ଏହାରି ଭିତରେ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ରମେଶ କହିଛନ୍ତି ଯେ ୧୯୮୪ ମସିହା ପରଠାରୁ କଂଗ୍ରେସ ଜିତିନଥିବା ଆସନରେ ମଧ୍ୟ ପ୍ରଧାନମନ୍ତ୍ରୀ ଭୟଭୀତ ଅନୁଭବ କରୁଛନ୍ତି। ଏବେ…

ମେ’ ୨ ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିବେ ନବୀନ

ଭୁବନେଶ୍ୱର: ଦୁଇଟି ଆସନରୁ ନିର୍ବାଚନ ଲଢୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମେ' ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ଭରିବେ । ସେହିପରି ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ହିଞ୍ଜିଳି ଆସନରୁ ନାମାଙ୍କନ ଭରିବେ ନବୀନ । ଷଷ୍ଠଥର ପାଇଁ ଏହି ଆସନରୁ ବିଜେଡି…

୨୫ ବର୍ଷ ଶାସନରେ ଲୋକଙ୍କୁ ପାଣି ଯୋଗାଇ ନପାରିବା, ଏହା ହିଁ କ’ଣ ବିକାଶ?: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ଓଡିଶାବାସୀଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ନେଇ ସେ ନବୀନ ସରକାରଙ୍କୁ ଯୋରଦାର ଟାର୍ଗେଟ କରିଛନ୍ତି । ଗୋଲକ ମହାପାତ୍ର କହିଛନ୍ତି ଯେ ପାଖାପାଖି ୧୦ହଜାର ଦିନ ସରକାରରେ ରହିବି ନବୀନ ବାବୁ…

ଭକ୍ତ ଦାସ କହିଲେ ସେ କାହିଁକି ଲଢ଼ିଲେ ବିଧାନସଭା ନିର୍ବାଚନ

ଭୁବନେଶ୍ୱର: ଏକଦା କଳାହାଣ୍ଡି ବାଘ ଭାବେ ପରିଚିତ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପ୍ରାୟ ୪ ଦଶନ୍ଧି ପରେ ପୁଣି ଥରେ ବିଧାନସଭା ନିର୍ବାଚନରେ ଅଂଶ ଗ୍ରହଣ କରିଛନ୍ତି। ୧୯୮୫ରେ ଜନତା ପାର୍ଟି ଟିକେଟରେ ବିଧାୟକ ଭାବରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ପରେ ସେ ତିନି ଥର…

ବିଜେପିରୁ ଇସ୍ତଫା ଦେଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ?

ସମ୍ବଲପୁୁର: ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ବିଜେପିରୁ ଇସ୍ତଫା ଦେଇଛନ୍ତି। ଚଳିତଥର ତାଙ୍କ ଆସନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ନିକଟରେ ତାଙ୍କ ପତ୍ନୀ ଓ ପୁଅ ବିଜେଡିରେ ଯୋଗଦେଇଥିଲେ। ଏହାପରେ ସେ ବିଜେପିରୁ ଇସ୍ତଫା…

ମିଶ୍ରଣ ପର୍ବ: ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସିବା ବେଳକୁ ବଢୁଛି ଦଳ ଅଦଳ ବଦଳ । ଟିକେଟ ଆଶାରେ ନେତା ଓ କର୍ମୀ ମାନେ ଦଳ ବଦଳାଉଛନ୍ତି । ଏହି ଅବସରରେ ଆଜି ବିଜେଡି ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ…

ପୁରୀରୁ ସମ୍ବିତ ପାତ୍ରଙ୍କ ସହ ନାମାଙ୍କନ ଦାଖଲ କଲେ ହେଭିୱେଟ୍

ପୁରୀ: ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚାଲିଛି ନାମାଙ୍କନ ପର୍ବ । ବିରାଟ ପଟୁଆରରେ ନିଜ କର୍ମୀଙ୍କୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ଏହି ପରିପ୍ରେକ୍ଷୀରେ ଆଜି ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ…

ନବୀନଙ୍କ ଯୋଡ଼ି ଶଙ୍ଖକୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର, କହିଲେ ଯୋଡ଼ି ଫୁଲ ବହୁତ ଭଲ

ସମ୍ବଲପୁର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଯୋଡ଼ି ଶଙ୍ଖକୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା କାଉଣ୍ଟର କରିଛନ୍ତି। ଯୋଡ଼ି ଫୁଲ ବହୁଲ ଭଲର ନାରା ଦେଇ ପ୍ରଚାର ମୈଦାନକୁ ଆହୁରି ସରଗରମ କରିଛନ୍ତି। ସମ୍ବଲପୁରରେ ପ୍ରଚାର…