Latest Odisha News

BREAKING NEWS

Browsing Category

ରାଜନୀତି

ଡବଲ ଇଞ୍ଜିନ ବନାମ ନବୀନ ଇଞ୍ଜିନ୍: କାହାକୁ ଭରସା କରିବେ ଓଡ଼ିଶାବାସୀ?

ଭୁବନେଶ୍ୱର: ରାଜ୍ୟରେ କିଏ ଗଢ଼ିବ ସରକାର ଭିତରେ ଏବେ ପ୍ରସଙ୍ଗ ପାଲଟିଛି ଦୁଇ ଦଳ ବିଜେପି ଓ ବିଜେଡିର ନାରା ଡବଲ ଇଞ୍ଜିନ ଏବଂ ନବୀନ ଇଞ୍ଜିନ। ବିଜେପିର କେନ୍ଦ୍ରୀୟ ନେତା ଏବଂ ରାଜ୍ୟ ନେତା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ ଲୋକଙ୍କୁ ଅପିଲ୍ କରୁଛନ୍ତି। ଅନ୍ୟପଟେ ବିଜେଡି ଏହାର ଜବାବ…

କାହିଁକି ସରୁନି ଟିକେଟ୍ ଘୋଷଣା?

ଭୁବନେଶ୍ବର : କେଉଁଠି ଛିଣ୍ଡୁନି ଟିକେଟ ଅଙ୍କ? କାହିଁକି ୩ଦଳର ସରୁନି ଟିକେଟ୍ ଘୋଷଣା ? କେଉଁଠି ୩ ରାଜନୈତିକ ଦଳର ତଣ୍ଟିରେ ଅଟକିଛି କଣ୍ଟା ? ପ୍ରାର୍ଥୀ ଘୋଷଣାରେ ବିଳମ୍ବ କାହିଁକି ? ବିଜେଡିର ୩ଟି ତ ବିଜେପିର ୭ ଓ କଂଗ୍ରେସର ୨ଟି ବିଧାନସଭାରେ ତୁଟୁନି ଟିକେଟ ଅଙ୍କ । ମୟୂରଭଞ୍ଜ ଲୋକସଭା…

ପାରଳାରେ ବିଗ୍ ଫାଇଟ୍

ଭୁବନେଶ୍ବର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ଆସନରେ ଏଥର ଦେଖିବାକୁ ମିଳିବ ବଡ ଲଢେଇ । ବିଜେପି ଏଠାରୁ ବିଧାୟକ କେ. ନାରାୟଣ ରାଓଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ବିଜେଡିରୁ ରୂପେଶ ପାଣିଗ୍ରାହୀ ଓ କଂଗ୍ରେସରୁ ବିଜୟ ପଟ୍ଟନାୟକଙ୍କୁ ଟିକେଟ୍ ମିଳିଛି । ଗତଥର ସ୍ବାଧୀନ…

ନୀଳଗିରି ବିଧାନସଭା: ଆନୁଗତ୍ୟ ନା ଆମଦାନୀ ନେତା କାହାକୁ ଭରସା କରିବ ବିଜେଡି?

ଭୁବନେଶ୍ୱର: ଏହି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନଥିବାରୁ ଏବେ ସମସ୍ତଙ୍କ ନଜର ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ରହିଛି। ପ୍ରାର୍ଥୀଙ୍କ ନାମ ଘୋଷଣା ବିଳମ୍ବ ହୋଇଥିବା ଯୋଗୁଁ ତିନି ଦଳର ଆଶାୟୀ ରାଜନେତାମାନେ…

ତାରାଙ୍କ ଗଡରେ ଟଫ୍ ଫାଇଟ୍

ଭୁବନେଶ୍ବର: କଂଗ୍ରେସର ହେଭିଓ୍ବେଟ୍ ନେତା ତାରାପ୍ରସାଦ ବାହିନୀପତିଙ୍କ ଗଡ କୁହାଯାଉଥିବା ଜୟପୁର ଆସନ ଦିନେ ଥିଲା ବିଜେଡି କବଜାରେ । ବିଜେଡି ଟିକେଟରୁ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଜୟପୁର ଦଖଲ କରିଥିଲେ ରବି ନାରାୟଣ ନନ୍ଦ । ହେଲେ ଗତ ୧୦ବର୍ଷ ହେଲା ବିଜେଡି ହାତରୁ ସିଟ୍ ଛଡାଇ ନେଇଛନ୍ତି ତାରା…

ସୂର୍ଯ୍ୟଙ୍କ ପରେ ଦିଗପହଣ୍ଡି ଲଢେଇ

ଭୁବନେଶ୍ବର : ୨୦୦୯ରୁ ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗଡ ରହିଛି ଦିଗପହଣ୍ଡି । ଲଗାତର ତିନି ତିନି ଥର ସେ ବିଜେଡି ଟିକେଟରେ ବିଜୟୀ ହୋଇଛନ୍ତି । ରାଜ୍ୟ ରାଜନୀତିର ବଡ ଚେହେରା ସୂର୍ଯ୍ୟ ପାତ୍ରଙ୍କ ପରଲୋକ ପରେ ଦିଗପହଣ୍ଡିରୁ ତାଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଟିକେଟ୍ ଦେଇଛି ବିଜେଡି ।…

ପୁଣି ନିରାଶ ହେଲେ ହେମନ୍ତ ସୋରେନ, ପ୍ରଚାର ପାଇଁ ଜେଲରୁ ଆସିପାରିବେ ନାହିଁ

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି । ହାଇକୋର୍ଟଙ୍କ ଆବେଦନ ଉପରେ ରାୟ ପ୍ରଦାନରେ ବିଳମ୍ବକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ ହେମନ୍ତ ସୋରେନ । ଯାହାକୁ…

ବିରାଟ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା

ବରଗଡ: ପଦ୍ମପୁର ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା । ଆଜି ଏକ ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଆଜି ସକାଳେ ବିଧାୟିକା…

କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ ପ୍ରଧାନ

ଭୁବନେଶ୍ବର: ନିର୍ବାଚନ ଯେତେ ପାଖେଇ ଆସୁଛି ନେତା ମାନଙ୍କର ଦଳ ଛାଡିବା ସେତିକି ବଢିଚାଲିଛି । ତେବେ ଆଜି ଆାଉ ଜଣେ କଂଗ୍ରେସ ନେତା ଦଳ ଛାଡିଛନ୍ତି  । କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ ପ୍ରଧାନ । ସୋମବାର କଂଗ୍ରେସରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦୁଲାଲ ।ଚଳିତ ନିର୍ବାଚନ ପାଇଁ…

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ପ୍ରକାଶ ପାଇଲା ୬ ଲୋକସଭା କ୍ଷେତ୍ରର ନିର୍ବାଚନ ସମୟ

ଭୁବନେଶ୍ୱର: ମେ ୨୫ ତାରିଖ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ ଲୋକସଭା କ୍ଷେତ୍ର ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ସେହିପରି କଟକ, ପୁରୀ, ଭୁବନେଶ୍ବର ଲୋକସଭା କ୍ଷେତ୍ର ପାଇଁ ବି ବିଜ୍ଞପ୍ତି ପ୍ରକାଶ ପାଇଛି। ୬ ଲୋକସଭା କ୍ଷେତ୍ରରେ ନିର୍ବାଚନ…