Latest Odisha News

BREAKING NEWS

Browsing Category

ରାଜନୀତି

ଆଜି ବିଜେପିରେ ସାମିଲ ହୋଇପାରନ୍ତି ସାଂସଦ ଅନୁଭବ !

ଭୁବନେଶ୍ବର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତକ ଚର୍ଚ୍ଚା ସେତିକି ଜୋରଦାର ଚାଲିଛି। ବର୍ତ୍ତମାନ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ଚାଲିଛି। ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏବେ…

ବିଜେପିର ନିର୍ବାଚନ ବ୍ଲୁପ୍ରିଣ୍ଟ: ରୋଡ୍ ସୋ, ରାଲି ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍

ଭୁବନେଶ୍ୱର: ଓଡ଼ିଶାର ୧୪୭ଟି ବିଧାନସଭା ଆସନ ପାଇଁ ଆଗାମୀ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରସ୍ତୁତି ଜୋରଦାର କରିଛି। ନିକଟରେ ଦଳର ନିର୍ବାଚନ ପରିଚାଳନା କମିଟି ବୈଠକରେ ଦଳର ଶୀର୍ଷ ନେତୃବୃନ୍ଦଙ୍କୁ ନେଇ ରୋଡ୍ ସୋ' ସମେତ ବ୍ୟାପକ ପ୍ରଚାର ରଣନୀତି ପ୍ରସ୍ତୁତ କରାଯାଇଛି।…

ଆରଏସଏସ-ବିଜେପି ମେଣ୍ଟ ଏକ ବିଷ, ଦେଶକୁ କରୁଛି ନଷ୍ଟ: ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆରଏସଏସ-ବିଜେପି ମେଣ୍ଟକୁ କଡ଼ା ସମାଲୋଚନା କରି ଏହାକୁ ଏକ ବିଷ ବୋଲି ଆଖ୍ୟା ଦେଇଛନ୍ତି। ଯାହା ଦେଶକୁ ନଷ୍ଟ କରିଦେଇଛି ବୋଲି ସେ କହିଛନ୍ତି। ରାମଲୀଲା ମୈଦାନରେ ଇଣ୍ଡିଆ ମେଂଟ ଦ୍ୱାରା ଆୟୋଜିତ 'ଲୋକତନ୍ତ୍ର ବଞ୍ଚାଓ' ରାଲିରେ ଖଡଗେ…

ନିର୍ବାଚନୀ ବଣ୍ଡଠୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢାଉ ଉପରେ ମୋଦୀ କହିଲେ ମନର କଥା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାକ୍ଷାତକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଅଭିଯୋଗ ଉପରେ ଆଲୋଚନା କରିଛନ୍ତି। ଇଲେକ୍ଟୋରାଲ ବଣ୍ଡ, ବିରୋଧୀ ଦଳ ନେତାଙ୍କ ଉପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉ, ତାମିଲନାଡୁ ପାଇଁ…

କଂଗ୍ରେସ ଟିକେଟ୍ : ବିଳମ୍ବ କାହିଁକି ?

ଭୁବନେଶ୍ୱର: ଚବିଶ ମଇଦାନରେ ନିର୍ବାଚନୀ ତାତି । ପ୍ରାର୍ଥୀ ଓହ୍ଲାଇଲେଣି ବିଜେଡି, ବିଜେପି । କଂଗ୍ରେସର ସରିନି କି ଅଙ୍କକଷା ? କାହିଁକି ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ? କେଉଁଠି ଛିଣ୍ଡୁନି ଟିକେଟ ଗଣିତ ? ପ୍ରାର୍ଥୀଙ୍କୁ ନେଇ ରହିଛି କି କନଫ୍ୟୁଜନ ? କାହିଁକି ପଛରେ ପଡିଛି ହାତ ?…

ବିଜେଡିରେ ସାମିଲ ହେଲେ ହେଭିୱେଟ୍ ନେତା: ଦଳରେ ମିଶିଲେ ଚିରଞ୍ଜୀବ ବିଶ୍ୱାଳ, ସୁକାନ୍ତ ନାୟକ ଓ ବୃନ୍ଦାବନ ମାଝୀ

ଭୁବନେଶ୍ୱର: ଶଙ୍ଖଭବନରେ ଆଜି ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ନିଜ ସମର୍ଥକଙ୍କ ସହ ବିଜେଡି ଶିବିରରେ ସାମିଲ ହୋଇଛନ୍ତି । ମିଶ୍ରଣ ଉତ୍ସବ ସମୟରେ ବିଜେଡିର…

ବିରାଟ ବାଇକ ରାଲି: ୧୧ ଗୋଟି ପଞ୍ଚାୟତରେ ଶକ୍ତି ପ୍ରଦର୍ଶନ କଲେ ବିଜେଡ଼ି ନେତା ଉମାକାନ୍ତ ସାମନ୍ତରାୟ

ପୁରୀ: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ସଦର ବ୍ଲକ୍ ଅଧିନସ୍ଥ ୧୧ ଗୋଟି ପଞ୍ଚାୟତରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବ୍ରହ୍ମଗିରି ବିଜେଡ଼ି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ବିଜେଡ଼ି ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପାଦ…

ପଦ୍ମ ଧରିଲେ ଆକାଶ ଦାସନାୟକ, ଗତକାଲି ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ ଆକାଶ ଦାସନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ । ଗତକାଲି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଆକାଶ । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଅରବିନ୍ଦ ଢାଲି, ସିଦ୍ଧାନ୍ତ ମହାପାତ୍ର, ପ୍ରଦୀପ…

ରାମଲୀଳା ମୈଦାନରେ ଗର୍ଜିଲେ କଳ୍ପନା ସୋରେନ, କହିଲେ କେବେ ବି ମୁଣ୍ଡ ନୁଆଁଇବ ନାହିଁ ଝାଡ଼ଖଣ୍ଡ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ରବିବାର ରାମଲୀଲା ମୈଦାନରେ ସେଭ୍‌ ଡେମୋକ୍ରାସି ରାଲିର ଆୟୋଜନ କରୁଛନ୍ତି। ଏହି ମହାରାଲିକୁ ଇଣ୍ଡିଆ ମେଣ୍ଟ ତରଫରୁ ଗଣତନ୍ତ୍ର ବଞ୍ଚାଅ ରାଲି ବୋଲି ନାମିତ କରାଯାଇଛି । ଏହି ରାଲିରେ ରାହୁଲ ଗାନ୍ଧୀ, ଏନ୍‌ସିପି…

ଏପ୍ରିଲ ୫ରେ ଜାରି ହେବ କଂଗ୍ରେସର ଘୋଷଣାପତ୍ର, ‌ଆରମ୍ଭ ହେବ ଘର-ଘର ଗ୍ୟାରେଣ୍ଟି ଅଭିଯାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ସାରା ଦେଶରେ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି ଆଜି ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରୁଥିବାବେଳେ ଦିଲ୍ଲୀର ରାମଲିଲା ମଇଦାନରେ ଇଣ୍ଡିଆ ମେଣ୍ଟ ନିଜର ଶକ୍ତି ପ୍ରଦର୍ଶନ କରୁଛି।…