Latest Odisha News

BREAKING NEWS

Browsing Category

ରାଜନୀତି

ପଟାଙ୍ଗୀରୁ ଜୋରଦାର ପ୍ରଚାର ଆରମ୍ଭ କଲେ ପାଣ୍ଡିଆନ, ବିରୋଧୀଙ୍କ ଉପରେ ବର୍ଷିଲେ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁରର ଦଶମନ୍ତପୁରରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ ରେ ଜିତାଇବାକୁ ନିବେଦନ କରିଛନ୍ତି । ପଟାଙ୍ଗୀର ବିକାଶ ପାଇଁ…

ବିପୁଳ ଜନ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଧିରାଜ୍

ନୂଆପଡା: ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରୟାତଃ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଏହା ଭିତରେ ଅଭୂତପୂର୍ବ ଜନ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ…

ପ୍ରଚାର ବେଳେ ମୋଦୀ, ରାହୁଲଙ୍କ ବୟାନକୁ ନେଇ ଆପତ୍ତି, ନିର୍ବାଚନ କମିଶନ ମାଗିଲେ ଜବାବ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସର ପ୍ରଚାର ଭାଷଣ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଉଭୟ ଦଳର ସଭାପତିଙ୍କୁ ନୋଟିସ ଜାରି କରିଛନ୍ତି। ଏପ୍ରିଲ ୨୯ ତାରିଖ ସକାଳ ସୁଦ୍ଧା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ…

ଝିଅର ନିର୍ବାଚନ ଖର୍ଚ୍ଚ ପାଇଁ ପୂର୍ବତନ କଂଗ୍ରେସ ବିଧାୟକ ଜାଗା ବିକିଲେ

କେନ୍ଦ୍ରାପଡା: ଝିଅର ପାଠ ପଢ଼ା ପାଇଁ କିମ୍ବା ବିବାହ ପାଇଁ ଅଭାବୀ ବାପା ଅନେକ ଖର୍ଚ୍ଚ ତୁଲାଇଥାଏ। କିନ୍ତୁ ବୋଧହୁଏ ଓଡ଼ିଶା ରାଜନୀତିରେ ପ୍ରଥମ ଥର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବାପା ଝିଅର ନିର୍ବାଚନୀ ଖର୍ଚ୍ଚ ଭରଣ କରିବାକୁ ଯାଇ ନିଜ ସମ୍ପତ୍ତିର କିଛି ଅଂଶକୁ ବିକ୍ରି…

ବାପା ନୁହେଁ ଉତ୍ତରାଧିକାରୀ ପ୍ରାର୍ଥୀ ତାଲିକାରେ ଯୋଡ଼ି ହେବେ ସୋଫିଆ; ଜାଣନ୍ତୁ କିଏ ଏହି ସମ୍ଭାବ୍ୟ ବିଧାୟକ…

ଭୁବନେଶ୍ୱର: ବାପା ଥାଉ ଥାଉ ଉତ୍ତରାଧିକାରୀ ନିର୍ବାଚନ ମୈଦାନକୁ ଆସିବା ସିରିଜରେ ଓଡ଼ିଶାରେ ସାମିଲ ହେବାକୁ ଯାଉଛନ୍ତି ଆଉ ଜଣେ। ଚଳିତ ନିର୍ବାଚନରେ ଅନେକ ସ୍ଥାନରେ ବାପାଙ୍କ ସ୍ଥାନରେ ତାଙ୍କ ଉତ୍ତରାଧିକାରୀ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନଜିର ରହିଛି। ଏହି ଧାରାରେ ଏବେ କଟକ ବାରବାଟୀ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ୨୯ ଏପ୍ରିଲ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ଯାହାର

ଭୁବନେଶ୍ଵର: ଦେଶରେ ଜାରି ରହିଛି ନିର୍ବାଚନ ମାହୋଲ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ । ଗତ ୧୮ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ଏହାର ଶେଷ ତାରିଖ । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।…

ପଦ୍ମ ଧରିବେ ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପ, ସାଂସଦ ମନୋଜ ତିୱାରୀଙ୍କ ସହ ଦିଲ୍ଲୀ ପହଞ୍ଚିଲେ ମନୀଷ

ପାଟନା: ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୬ ତାରିଖରେ ବିହାରରେ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏହାପୂର୍ବରୁ ଲୋକପ୍ରିୟ ୟୁଟ୍ୟୁବର୍ ମନୀଷ କାଶ୍ୟପ ଆଜି ବିଜେପିରେ ଯୋଗଦେବେ। ଖବର ଅନୁଯାୟୀ ମନୀଷ କାଶ୍ୟପ ଦିଲ୍ଲୀରେ…

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୩ଟି ରାଜ୍ୟର ୮୯ଟି ଆସନରେ ପଡ଼ିବ ଭୋଟ୍

ନୂଆଦିଲ୍ଲୀ: ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ମହାଯୁଦ୍ଧ ପାଇଁ ଗତକାଲି ପ୍ରଚାର ଲଢ଼େଇ ଥମିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପୋଲିଂ ଷ୍ଟେସନ୍ ଗୁଡ଼ିକରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ। ଆସନ୍ତାକାଲି ୧୩ଟି ରାଜ୍ୟର ୮୯ଟି ଆସନରେ ପଡ଼ିବ ଭୋଟ୍।…

ଆଜି ଆସୁଛନ୍ତି ଅମିତ ଶାହ, ସୋନପୁର ସଭାରେ କରିବେ ଭୋଟଭିକ୍ଷା

ଭୁବନେଶ୍ୱର: ଆଜି ଓଡ଼ିଶା ଆସି ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ ଶାହ । ଏଥର ଓଡ଼ିଶା ଦଖଲ ପାଇଁ ରାଜ୍ୟ ବିଜେପିକୁ ମନ୍ତ୍ର ଦେବା ସହ ନିର୍ବାଚନ ବିଗୁଲ୍‌ ଫୁଙ୍କିବେ। ପ୍ରଚାର ପାଇଁ ଶାହଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ…

ଦିଗପହଣ୍ଡିରେ ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ଏହି ସମୟରେ ଆଜି ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ । ଆଜି ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ କାଟିଛି ଦଳ । ତାଙ୍କ ବଦଳରେ…