Latest Odisha News

BREAKING NEWS

Browsing Category

ରାଜନୀତି

ମନ୍ତ୍ରିମଣ୍ଡଳ ସଂପ୍ରସାରଣ…ପ୍ରଭାବଶାଳୀ ଗୋଷ୍ଠୀର ପକ୍ଷଛେଦନ!

ଭୁବନେଶ୍ବର: ଆଉ ଦିନ କେଇଟା ଅପେକ୍ଷା । ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ରାଜ୍ୟ ବିଜେପି ସଭାପତି ହେବା ପରେ ଏନେଇ ଇସାରା କରିଛନ୍ତି ମନମୋହନ ସାମଲ । ଏହାପରଠୁ ମନ୍ତ୍ରିମଣ୍ଡଳରୁ ବାଦ ପଡିବା ଆଶଙ୍କାରେ ଥିବା ମନ୍ତ୍ରୀଙ୍କ ହାର୍ଟବିଟ୍ ବଢିଛି । ସେପଟେ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ…

ହାତ ଧରିଲେ ସୁନୀତା

ଆସନ୍ତାକାଲି ଓଡିଶା ଗସ୍ତ କରୁଛନ୍ତି ଲୋକସଭା ବିରୋଧୀଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଅବସରରେ ରାଜ୍ୟ କଂଗ୍ରେସ ପାଇଁ ଖୁସି ଖବର ଆସିଛି । ଦଳକୁ ଫେରିଛନ୍ତି ସୁନୀ ତା ବିଶ୍ୱାଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ଶଙ୍ଖ ଛାଡି ବିଦ୍ଧିବଦ୍ଧଭାବେ…

ସୁକାନ୍ତଙ୍କୁ ଗିରଫ ପାଇଁ ଦାବି କଲା ବିଜେଡି

ଭୁବନେଶ୍ୱର : ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କ ବିରୋଧରେ ବାହାରିଛି ରାଜ୍ୟ ମହିଳା ବିଜେଡି । ସୁକାନ୍ତଙ୍କୁ ଗିରଫ ଦାବି କରି ରାଜ୍ୟ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ଶତାଧିକ ବିଜେଡି ମହିଳା କର୍ମୀ ଏକତ୍ରିତ ହୋଇ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କୁ ମନଇଛା…

ଆସୁଛନ୍ତି ରାହୁଲ…ବଦଳିବ ରାଜ୍ୟ କଂଗ୍ରେସ ଭାଗ୍ୟ !

ଭୁବନେଶ୍ବର: ୧୧ତାରିଖରେ ଓଡିଶା ଆସୁଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ କଂଗ୍ରେସ ଶିବିର। ତୃଣମୂଳସ୍ତରର କର୍ମୀରୁ ନେତାଙ୍କ ମନରେ ଜୋଶ୍ ଭରିବେ ରାହୁଲ। ରାଜନୈତିକ ସମୀକ୍ଷକ ରାହୁଲଙ୍କ ଗସ୍ତକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ରାଜ୍ୟରେ ବିଜେପି…

ଓଡ଼ିଶା ଗସ୍ତ ବେଳେ ରୁଦ୍ଧ ଦ୍ଵାର ବୈଠକ କରିବେ ରାହୁଲ

ଭୁବନେଶ୍ୱର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୁଲାଇ ୧୧ ତାରିଖରେ ଓଡ଼ିଶା ଗସ୍ତ କରିବେ। ଏହି ସମୟରେ ସେ କଂଗ୍ରେସ ଶିବିରରେ ଏକ ରୁଦ୍ଧ ଦ୍ଵାର ବୈଠକ କରିବେ ବୋଲି ଜଣାପଡିଛି। ଆଗାମୀ ନିର୍ବାଚନକୁ ନଜରରେ ରଖି ଓଡ଼ିଶାରେ ତୃଣମୂଳ ସ୍ତରର ଗଠନକୁ ମଜବୁତ କରିବା ପାଇଁ ଏହି ଗସ୍ତର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାମିବିୟାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାମିବିୟାର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ୍ ଦି ମୋଷ୍ଟ ଆନସିଣ୍ଟ ୱେଲୱିଟସ୍ଚିଆ ମିରାବିଲିସ୍' ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ୧୯୯୫ରେ ବିଶିଷ୍ଟ ସେବା ଏବଂ ନେତୃତ୍ୱକୁ ସ୍ୱୀକୃତି ଦେବା ପାଇଁ ପ୍ରତିଷ୍ଠା କରାଯାଇଥିଲା।…

ଓପିସିସି ପକ୍ଷରୁ ମୁଖପାତ୍ର ଓ ମିଡିଆ ପ୍ୟାନେଲିଷ୍ଟଙ୍କ ତାଲିକା ଜାରି…

ଭୁବନେଶ୍ୱର: ଏଆଇସିସି ବୁଧବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପଦାଧିକାରୀ, ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟଙ୍କ ତାଲିକା ଘୋଷଣା କରିଛି। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ବରିଷ୍ଠ ନେତା ଅମୀୟ ପାଣ୍ଡବଙ୍କୁ ଭାଇସ…

ରାଜ୍ୟ ବିଜେପି ସଭାପତି ମନମୋହନଙ୍କ ବଡ଼ ଘୋଷଣା: ଖୁଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଘୋଷଣା। ଖୁଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ। ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେଲା ବେଳେ ଦେଲେ ଏପରି ସୂଚନା। ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ଅଛି ଏବଂ ଖୁବଶୀଘ୍ର ସଂପ୍ରସାରଣ ହେବ। ଖୁବଶୀଘ୍ର ବୋର୍ଡ ନିଗମ…

ମନମୋହନଙ୍କ ଆଗରେ ଏସବୁ ଚ୍ୟାଲେଞ୍ଜ

ଭୁବନେଶ୍ବର: ପୁଣି ବିଜେପି ସଭାପତି ହୋଇଛନ୍ତି ମନମୋହନ ସାମଲ । ପୁଣି ତାଙ୍କ ଉପରେ ଭରସା କରିଛନ୍ତି ବିଜେପି ହାଇକମାଣ୍ଡ । ରାଜ୍ୟ ବିଜେପି ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ମନମୋହନ । ଫଳରେ ସେ ଚତୁର୍ଥ ଥର ପାଇଁ ଦଳର ରାଜ୍ୟ ସଭାପତି ପଦରେ ବସିଛନ୍ତି । ତେବେ…

ନିର୍ବାଚନ ପୂର୍ବରୁ ନୀତିଶଙ୍କ ମାଷ୍ଟରଷ୍ଟ୍ରୋକ୍: ସରକାରୀ ଚାକିରିରେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ଘୋଷଣା

ପାଟନା: ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟ ବୈଠକରେ ୪୩ଟି ପ୍ରସ୍ତାବକୁ…