Latest Odisha News

BREAKING NEWS

Browsing Category

ରାଜନୀତି

Election Result: ତାମିଲନାଡୁରେ ଆଗେଇଛି ଥାଲାପତିଙ୍କ ଟିଭିକେ, କାନ୍ଦିଲେ ଡିଏମକେ କର୍ମୀ

ଚେନ୍ନାଇ: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ଆସିବାକୁ ଯାଉଛି। ଏହା ପୂର୍ବରୁ ଭୋଟ ଗଣତିରେ ଥାଲାପତି ବିଜୟଙ୍କ ଟିଭିକେ ଆଗରେ ଥିବା ଜଣାପଡ଼ିଛି। ଯାହାକୁ ନେଇ କର୍ମୀଙ୍କ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି କରିଛି। ପ୍ରାରମ୍ଭିକ ଟ୍ରେଣ୍ଡଗୁଡ଼ିକ ଦର୍ଶାଉଛି ଯେ ଟିଭିକେ…

ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର

ଭୁବନେଶ୍ବର: ବରିଷ୍ଠ ନେତା ଐର ଖାରବେଳ ସ୍ବାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି। ତାଙ୍କ ଉପରୁ ନିଲମ୍ବନ ଆଦେଶ ବିଜେପି ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ନିଲମ୍ବିତ ହୋଇଥିଲେ ଖାରବେଳ। ଏହି ସୂଚନା ଦେଇଛନ୍ତି ରାଜ୍ୟ ଶୃଙ୍ଖଳା କମିଟିର ଆବାହକ…

ଗଣତି ପୂର୍ବରୁ ବଢ଼ିଲା ଉତ୍କଣ୍ଠା: କେଉଁ ଅବିରର ଚାହିଦା ଅଧିକ, ‘ସବୁଜ’ ନା ‘ଗେରୁଆ’?

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନର କେନ୍ଦ୍ରବିନ୍ଦୁ ପାଲଟିଥିବା ହାଇପ୍ରୋଫାଇଲ୍ ଆସନ 'ନନ୍ଦୀଗ୍ରାମ'କୁ ନେଇ ସବୁଠି ଉତ୍କଣ୍ଠା। ଫଳାଫଳ କ'ଣ ହେବ, କିଏ ମାରିବ ବାଜି, ସେନେଇ ସମସ୍ତଙ୍କ ନଜର ଅଟକିଛି। କିନ୍ତୁ ଭୋଟ୍ ବାକ୍ସ ଖୋଲିବା ପୂର୍ବରୁ ନନ୍ଦୀଗ୍ରାମର ସ୍ଥାନୀୟ ବଜାରରେ ଏବେ ଏକ ନିଆରା…

EVM ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ଅଖିଲେଶ: କହିଲେ, ‘ଗଣତନ୍ତ୍ର ଉପରେ ପ୍ରହାର କରୁଛନ୍ତି ସରକାର’

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ବର୍ଷିଛନ୍ତି। ଦେଶରେ ବଢ଼ୁଥିବା ମହଙ୍ଗା ମାଡ଼, ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ସମେତ ଇଭିଏମ୍…

କ୍ରସ୍-ଭୋଟିଂ ବିବାଦ: ନିଲମ୍ବିତ ବିଧାୟକଙ୍କୁ ଦିଲ୍ଲୀପ ରାୟଙ୍କ ଭେଟଘାଟ ପରେ ବଢ଼ିଲା ରାଜନୈତିକ ଉଷ୍ମତା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଶେଷ ହୋଇଯାଇଥିଲେ ହେଁ ଓଡ଼ିଶା ରାଜନୀତିରେ କ୍ରସ୍-ଭୋଟିଂ ବିବାଦ ଥମିବାର ନାଁ ନେଉନାହିଁ। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଏବେ ସେହିସବୁ ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟୁଛନ୍ତି, ଯେଉଁମାନେ…

କାହିଁକି ପ୍ରଭାତ ବିଶ୍ୱାଳଙ୍କୁ ଭେଟିଲେ ଦିଲୀପ ରାୟ; ସରଗରମ ରାଜନୀତି

କଟକ: ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଲୀପ ରାୟ ଶନିବାର କଟକରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ଯାହା ପରେ ରାଜନୈତିକ ମହଲରେ ବିଭିନ୍ନ କଳ୍ପନାଜଳ୍ପନା ଜାରି ରହିଛି। ତାଙ୍କ ଗସ୍ତ ସମୟରେ ସେ ପ୍ରଭାତ ଏବଂ ତାଙ୍କ ପୁଅ ତଥା…

କଂଗ୍ରେସ ବିନା ବିଜେପି ସହିତ ଲଢ଼ିବା କଷ୍ଟକର: କହ୍ନେୟା କୁମାର

ନୂଆଦିଲ୍ଲୀ: କଂଗ୍ରେସ ନେତା କହ୍ନେୟା କୁମାର ଶୁକ୍ରବାର କୋଲକାତାରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ଉପରେ କଠୋର ଆକ୍ରମଣ କରିଛନ୍ତି। କୋଲକାତା ପ୍ରେସ୍ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହ୍ନେୟା ସ୍ପଷ୍ଟ ଭାବରେ କହିଥିଲେ ଯେ କଂଗ୍ରେସ ବିନା ଦେଶରେ ବିଜେପି ସହିତ ଲଢ଼ିବା…

ମହିଳା ସଂରକ୍ଷଣ ଉପରେ ରାଜନୀତି ସରଗରମ: ରାସ୍ତାକୁ ଓହ୍ଲାଇବ ବିଜେଡି, ୧୦ରୁ ଆରମ୍ଭ ହେବ ‘ନାରୀ ଅଧିକାର…

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଏକଦିବସୀୟ ସ୍ୱତନ୍ତ୍ର ଅଧିବେଶନରେ 'ନାରୀଶକ୍ତି ବନ୍ଦନ ଅଧିନିୟମ' ଉପରେ ସଂକଳ୍ପ ପାରିତ ହେବା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ବିଧାନସଭା ଭିତରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଲାଗି ରହିଥିବା ମାରାଥନ୍ ଆଲୋଚନାର ପ୍ରଭାବ ଏବେ ରାଜରାସ୍ତାକୁ…

ବିଧାନସଭା ସ୍ୱତନ୍ତ୍ର ଅଧିବେଶନ: ମହିଳା ସଂରକ୍ଷଣ ପ୍ରସଙ୍ଗରେ ୧୦ ଘଣ୍ଟାର ମାରାଥନ୍ ଆଲୋଚନା, ବିରୋଧୀଙ୍କୁ…

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବା ସହ ଶେଷ ହୋଇଛି। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଏବଂ ସଶକ୍ତୀକରଣ ପ୍ରସଙ୍ଗକୁ ନେଇ ଗୃହରେ ଏକ ମାରାଥନ୍ ଆଲୋଚନା ଦେଖିବାକୁ ମିଳିଥିଲା। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଆଲୋଚନା ରାତି…

ଇଭିଏମ୍ ହେରଫେର ସନ୍ଦେହ! ଷ୍ଟ୍ରଙ୍ଗରୁମ୍ ଭିତରେ ମମତାଙ୍କ ୩ ଘଣ୍ଟିଆ ଡେରା, ରାତି ଅଧରେ ହାଇଡ୍ରାମା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ବାହାରିବା ପୂର୍ବରୁ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ହାଇ-ଭୋଲଟେଜ୍ ଡ୍ରାମା। ଇଭିଏମ୍ ମେସିନ୍ ହେରଫେର ହେଉଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। କେବଳ ଅଭିଯୋଗ ନୁହେଁ,…