Latest Odisha News

BREAKING NEWS

Browsing Category

ରାଜନୀତି

‘୧ ଲକ୍ଷ କୋଟି ଟଙ୍କାର ଜୁମଲା – ସିଜନ ୨’…ମୋଦୀ ସରକାରକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଇଂଟର୍ନସିପ ଯୋଜନାକୁ "ଜୁମଲା" ବୋଲି କହି ଟାର୍ଗେଟ କରିଛନ୍ତି। ଲୋକସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୧ କୋଟି ଇଂଟର୍ନସିପ ଯୋଜନାରେ ମାତ୍ର ୯,୪୫୩ଟି ଇଂଟର୍ନସିପ ମିଳିଛି। ସେ ସରକାରଙ୍କୁ ଯୁବକମାନଙ୍କୁ ଭ୍ରମିତ କରିବା ଓ…

ଟ୍ରମ୍ପଙ୍କୁ ନୋବେଲ ପ୍ରଦାନ ପାଇଁ ଏହି ସର୍ତ୍ତ ରଖିଲେ ହିଲାରୀ କ୍ଲିଣ୍ଟନ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି ସମୟରେ ପୂର୍ବତନ ଆମେରିକାର ବୈଦେଶିକ ମନ୍ତ୍ରୀ ତଥା ଡେମୋକ୍ରାଟିକ୍ ପାର୍ଟିର ନେତା ହିଲାରୀ କ୍ଲିଣ୍ଟନ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ…

ଦିଦିଙ୍କ ଗୋଟି…ବଢିଯିବ ବିଜେପି ଟେନସନ୍ !

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଭାଷା ଆନ୍ଦୋଳନ। ଭାଷା ଆନ୍ଦୋଳନ ସହ ଏବେ ସିନେମାକୁ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବଙ୍ଗାଳୀ ପ୍ରବାସୀଙ୍କୁ ନେଇ ଆରମ୍ଭ କରିଥିବା ଭାଷା ଆନ୍ଦୋଳନରେ ଖେଳିଛନ୍ତି ନୂଆ ଅସ୍ମିତା କାର୍ଡ। ପଶ୍ଚିମବଙ୍ଗର ସିନେମା ହଲରେ…

ଆତଙ୍କବାଦ ବିରୋଧରେ ବଡ ସଫଳତା; ନିଜ ଅଭିଭାଷଣରେ ‘ଅପରେସନ୍ ସିନ୍ଦୂର’କୁ ପ୍ରଶଂସା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ 'ଅପରେସନ୍ ସିନ୍ଦୂର'ର ସଫଳତାକୁ ନେଇ ଦେଶ ଏବଂ ସଶସ୍ତ୍ର ବାହିନୀର ପ୍ରଶଂସା କରି କହିଛନ୍ତି ଯେ ଏହା ଆତଙ୍କବାଦ ବିରୁଦ୍ଧରେ ହୋଇଥିବା ଏକ ଲଢେଇର ଉଦାହରଣ ଯାହାକି ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇରହିବ। ସ୍ୱାଧୀନତା ଦିବସର…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଦଳରୁ ବିଦା ହେଲେ ବିଧାୟିକା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ କୌଶାମ୍ବୀର ଚୈଲର ସମାଜବାଦୀ ପାର୍ଟିର ବିଧାୟିକା ପୂଜା ପାଲଙ୍କ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେଇ ତାଙ୍କୁ ନ୍ୟାୟ ଦେଇଥିବା ସେ ବିଧାନସଭାରେ କହିଥିଲେ। ଯାହାକୁ ନେଇ ଅଖିଳେଶ ଯାଦବ ଅସନ୍ତୁଷ୍ଟ ହୋଇ ପୂଜା ପାଲଙ୍କୁ ଗୁରୁବାର ଦିନ ଦଳରୁ ବହିଷ୍କାର…

ଆମେରିକାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା; କଡ଼ା ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ଆମେରିକାରେ ହିନ୍ଦୁ ମନ୍ଦିର ମାନଙ୍କରେ ନିରନ୍ତର ଭାବରେ ଆକ୍ରମଣର ଘଟଣା ଶୁଣିବାକୁ ମିଳୁଛି। ନିକଟରେ ଅଗଷ୍ଟ ୧୦ ତାରିଖରେ ଇଣ୍ଡିଆନାର ଗ୍ରୀନଉଡ୍ ସିଟିର BAPS ସ୍ୱାମୀନାରାୟଣ ମନ୍ଦିରରେ ଆକ୍ରମଣ ହୋଇଥିଲା। ଏହିପରି ଘଟଣାକୁ ଚିକାଗୋରେ ଥିବା ଭାରତୀୟ କନସୁଲେଟ୍ କଡା ନିନ୍ଦା…

୨୦୨୭ ସୁଦ୍ଧା ପଞ୍ଚାୟତଗୁଡ଼ିକର ହେବ ପୁନର୍ଗଠନ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ସ୍ଥାନୀୟ ଶାସନକୁ ସୁଦୃଢ଼ କରିବା ପାଇଁ ୨୦୨୭ ପୂର୍ବରୁ ରାଜ୍ୟବ୍ୟାପୀ ପଞ୍ଚାୟତଗୁଡ଼ିକର ପୁନର୍ଗଠନ ଏବଂ ୨୦୨୯ ସୁଦ୍ଧା ବ୍ଲକଗୁଡ଼ିକର ପୁନର୍ଗଠନ କରିବାକୁ ଯୋଜନା କରିଛନ୍ତି। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ ପରବର୍ତ୍ତୀ ପଞ୍ଚାୟତ…

୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୨୪ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।…

ସ୍ୱାଧୀନତା ଦିବସରେ ମାଂସ ଦୋକାନ ବନ୍ଦ ନିର୍ଦ୍ଦେଶ: ଜୋର ଧରିଲା ରାଜନୈତିକ ବିବାଦ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଦେଶର ଅନେକ ପୌରସଂସ୍ଥା ମାଂସ ଦୋକାନ ଓ କଂସେଇ ଦୋକନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଭିନ୍ନ ରାଜନୈତିକ ଦଳର ନେତା ଏହାକୁ ଲୋକଙ୍କ ଖାଦ୍ୟାଭ୍ୟାସ ଓ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଅଭିଯୋଗ…

ଖୁବଶୀଘ୍ର ଭାରତ ଓ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ

ନୂଆଦିଲ୍ଲୀ: ପାଞ୍ଚ ବର୍ଷର ବ୍ୟବଧାନ ପରେ ଆସନ୍ତା ମାସଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବ। ଏଥିପାଇଁ ଭାରତ ସରକାର ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିମାନ ସେବା ବନ୍ଦ ହେବା…