Latest Odisha News

BREAKING NEWS

Browsing Category

ରାଜନୀତି

ଟ୍ରମ୍ପଙ୍କ ବଡ଼ ଦାବି; ମୋ ଯୋଗୁଁ ବଞ୍ଚିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ବିବାଦୀୟ ବୟାନ ଦେଇ ଚାଞ୍ଚଲ୍ୟ ଖେଳାଇଛନ୍ତି। ନିଜର 'ଷ୍ଟେଟ୍ ଅଫ୍ ଦି ୟୁନିଅନ' ଅଭିଭାଷଣରେ ଟ୍ରମ୍ପ ଏମିତି କିଛି କହିଛନ୍ତି, ଯାହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ବଢାଇ ଦେଇଛି। ଟ୍ରମ୍ପ…

ଫେବୃଆରୀ ୨୦୨୭ ପୂର୍ବରୁ ରାଜ୍ୟରେ ହେବନି ପଞ୍ଚାୟତ ନିର୍ବାଚନ: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆଗୁଆ ପଞ୍ଚାୟତ ନିର୍ବାଚନ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ରାଜ୍ୟ ସରକାର ମଙ୍ଗଳବାର ଦିନ ଏନେଇ ସ୍ପଷ୍ଟ କରିଛନ୍ତି। ରାଜ୍ୟ ବିଧାନସଭାରେ ସୂଚନା ପ୍ରଦାନ କରି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସ୍ପଷ୍ଟ କରିଛନ୍ତି ଯେ ଫେବୃଆରୀ ୨୦୨୭ ପୂର୍ବରୁ ପଞ୍ଚାୟତ…

ବଦଳିଲା କେରଳ ନାଁ…

ନୂଆଦିଲ୍ଲୀ: ନୂତନ ପିଏମଓ କୋଠା ସେବା ତୀର୍ଥରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ମୋଦି କ୍ୟାବିନେଟ କେରଳ ରାଜ୍ୟର ନାମ ପରିବର୍ତ୍ତନ କରି କେରଳମ କରିଛନ୍ତି। ଏପ୍ରିଲ-ମେ ମାସରେ ହେବାକୁ ଥିବା କେରଳ…

ତୁରନ୍ତ ଇରାନ ଛାଡ଼; ଯୁଦ୍ଧ ଆଶଙ୍କା ମଧ୍ୟରେ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କଲା ଭାରତ

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକାର ଆକ୍ରମଣର ଆଶଙ୍କା ମଧ୍ୟରେ ଭାରତ ସରକାର ଇରାନରେ ରହୁଥିବା ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି। ସରକାର ନାଗରିକମାନଙ୍କୁ ବାଣିଜ୍ୟିକ ବିମାନ ସମେତ ପରିବହନର ଉପଲବ୍ଧ ଉପାୟ ବ୍ୟବହାର କରି ତୁରନ୍ତ ଇରାନ ଛାଡିବାକୁ ପରାମର୍ଶ ଦେଇଛନ୍ତି।…

ମୋଦି ଆମକୁ ଲୁଟୁଥିଲେ; ଟାରିଫ ବିବାଦ ମଧ୍ୟରେ ଏଭଳି କହିଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଟାରିଫକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ନୂଆ ନିଷ୍ପତ୍ତି ମଧ୍ୟରେ ମୋଦିଙ୍କୁ ସ୍ମାର୍ଟ ପ୍ରଧାନମନ୍ତ୍ରୀ କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ପୂର୍ବ ଶୁଳ୍କକୁ ୧୮%ରୁ ହ୍ରାସ କରି ୧୦% କରାଯାଇଛି। ଏହି ନୂତନ…

ଭାରତରେ ପିଲାମାନେ ଦେଖିପାରିବେନି ଫେସବୁକ୍ ଏବଂ ଇନଷ୍ଟା! ମୋଦିଙ୍କୁ ଏଭଳି କହିଲେ ମାକ୍ରୋନ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ବର୍ତ୍ତମାନ ପିଲାମାନଙ୍କୁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାରୁ ନିଷେଧ କରିଛନ୍ତି।ତେବେ ଭାରତରେ ମଧ୍ୟ ପିଲାମାନଙ୍କୁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରାଯାଇଛି।…

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ହତ୍ୟା ଧମକ

କୋଟା: ରାଜସ୍ଥାନର କୋଟାର ଜଣେ ଯୁବକ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇଛନ୍ତି। କଂଗ୍ରେସ ନେତା ପବନ ଖେରା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଧମକର ଏକ ଭିଡିଓ ସେୟାର କରିଛନ୍ତି। ଉକ୍ତ ଭିଡିଓରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ୨୫ ଜଣ…

ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ; ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି

ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର କଳାବାଦଲ ଘୋଟି ଆସୁଛି। ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସାମରିକ ଆକ୍ରମଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି। ପେଣ୍ଟାଗନ୍ ଏବଂ ପ୍ରଶାସନିକ ଅଧିକାରୀଙ୍କ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ। ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପାଙ୍ଗୀ। ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା କହିଲେ। ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ନେତୃତ୍ବ ନେଉଛନ୍ତି ଜୟରାମ। ଆଜି ତାଙ୍କର…