Latest Odisha News

BREAKING NEWS

Browsing Category

ରାଜନୀତି

ରତ୍ନଭଣ୍ଡାର ଓ ଭୋଗ ମଣ୍ଡପ ଫଟୋ ପ୍ରଘଟ ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ…

ଭୁବନେଶ୍ୱର: ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମରାମତି ପରର ଫଟୋ ଏଏସଆଇ ଦ୍ୱାରା ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଜୁ ଜନତା ଦଳ ଆଜି ଏହାକୁ ଦୃଢ଼ ନିନ୍ଦା କରିଛି। ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବିଜୁ…

ନେହେରୁଙ୍କ ପାଇଁ ପିଓକେ ହାତରୁ ଗଲା: ଅମିତ ଶାହ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଅପରେସନ ସିନ୍ଦୂର ଉପରେ ଜୋରଦାର ଆଲୋଚନା ହୋଇଥିଲା। ଏହି ସମୟରେ ଅମିତ ଶାହ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ସେ କହିଥିଲେ ଯେ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ଏହି ସମସ୍ତ ଆତଙ୍କବାଦର ମୂଳ ହେଉଛି ପାକିସ୍ତାନ ଏବଂ ଏହିଁ ପାକିସ୍ତାନ କଂଗ୍ରେସ ଦଳର…

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି; ୯୧ ପ୍ରତିଶତ ଅଭିଯୋଗର ସମାଧାନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଆୟୋଜିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିଛନ୍ତି। ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିବା ଦିବ୍ୟାଙ୍ଗ ଅଭିଯୋଗକାରୀଙ୍କୁ…

ତେଜ ପ୍ରତାପଙ୍କୁ ଏହି ଅଫର ଦେଲେ ମୋଦି!

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଅଭିଯୋଗ ଏବଂ ପ୍ରତିଆରୋପର ଧାରା ଚାଲିଛି। ଏହି ସମୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି। ଏହି ପୋଷ୍ଟରେ ତେଜ…

ଯୁଦ୍ଧ କରିବେ କି କିମ୍ ଜଙ୍ଗ-ଉନ, ସେନାକୁ ଦେଲେ ଏହି ନିର୍ଦ୍ଦେଶ…

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ନେତା କିମ୍ ଜଙ୍ଗ-ଉନ କୋରିଆନ୍ ପିପୁଲ୍ସ ଆର୍ମିର ତୋପ ୟୁନିଟ୍‌ର ଗୁଳିଚାଳନା ପ୍ରତିଯୋଗିତା ପ୍ରଦର୍ଶନୀ ସମୟରେ ଅଭିଭାଷଣ ରଖିଥିଲେ। ଏହି ସମୟରେ ସେ କହିଥିଲେ ଯେ ତାଙ୍କ ଦେଶର ସେନାକୁ କଠିନରୁ କଠିନ ପରିଶ୍ରମ କରି ନିଜ କ୍ଷମତାକୁ ବୃଦ୍ଧି କରିବା ଉଚିତ୍।…

ଭକ୍ତଙ୍କ ଗୁଗଲି…ଦୋଛକିରେ ବିଜେଡି !

ଭୁବନେଶ୍ବର: ପିସିସି ସଭାପତି ଭକ୍ତ ଦାସଙ୍କ ଅନାସ୍ଥା ଗୁଗଲି । ବିଜେଡିରେ ଦ୍ବନ୍ଦ୍ବ, ଦଳ କରିବ କ’ଣ? ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଜେଡିକୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ତେବେ ଭକ୍ତଙ୍କ ଏଭଳି ଆହ୍ବାନ ବିଜେଡି…

ପୁଣି ଭାରତ ଭ୍ରମଣରେ ଆସିବେ ଚୀନ ନାଗରିକ, ୨୪ରୁ ଭିସା ଆରମ୍ଭ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେଉଛି। ଫଳରେ ଭାରତ ସରକାର ଦୀର୍ଘ ପାଞ୍ଚ ବର୍ଷ ପରେ ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କାର୍ଯ୍ୟ ଗୁରୁବାର ଅର୍ଥାତ୍ ଜୁଲାଇ ୨୪ରୁ…

ଜଗଦୀପ ଧନଖଡ଼ଙ୍କ ଏକପାଖିଆ ନିଷ୍ପତ୍ତି, ଅବିଶ୍ୱାସ ପ୍ରସ୍ତାବ ପୂର୍ବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ?

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସୋମବାର ରାତିରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆକସ୍ମିକ ଭାବେ ଇସ୍ତଫା ଦେଇଛନ୍ତି, ଯାହା ରାଜନୈତିକ ମହଲରେ କଳ୍ପନା ଜଳ୍ପନା ସୃଷ୍ଟି କରିଛି। ଏନଡିଟିଭି ରିପୋର୍ଟ ଅନୁଯାୟୀ, ଧନଖଡ଼ଙ୍କ ଏହି ନିଷ୍ପତ୍ତି ପଛରେ କେନ୍ଦ୍ର…

ଜୋରଧରିଲ ମନ୍ତ୍ରିମଣ୍ଡଳ ଚର୍ଚ୍ଚା, ଆଶାୟୀଙ୍କ ତାଲିକା ଅଧିକ; ପ୍ରଦ୍ୟୁମ୍ନ ନାୟକ ମନ୍ତ୍ରୀ ପଦ ପାଇଁ କଲେ ଦାବି

ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ କେନ୍ଦ୍ର ନେତୃତ୍ୱଙ୍କ ଆଗରେ ରଖିବେ ନୂଆ ଟିମର ରୂପରେଖ? ମଙ୍ଗଳବାର ସକାଳେ ଦିଲ୍ଲୀ ଗସ୍ତରେ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କୁହାଯାଉଛି କେନ୍ଦ୍ର ନେତୃତ୍ୱ ଆଗରେ ମୁଖ୍ୟମନ୍ତ୍ରୀ ନୂଆ ଟିମର ରୂପରେଖ ରଖିବେ।

ଜଗଦୀପ ଧନଖଡ଼ଙ୍କ ପୂର୍ବରୁ ଭାରତର ଦୁଇ ଉପରାଷ୍ଟ୍ରପତିଙ୍କର ଇସ୍ତଫାର ବାବଦରେ ଜାଣିଛନ୍ତି, ୨୧ ଦିନ ଖାଲି ଥିଲା ପଦବୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି, ଯାହା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଧନଖଡ଼, ଜୁଲାଇ ୨୧ ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ…