Latest Odisha News

BREAKING NEWS

Browsing Category

ରାଜନୀତି

ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍, ଆଉ ୨ ବିଲ୍ ସହ କଣ ହେବ…

ନୂଆଦିଲ୍ଲୀ: ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂଶୋଧନ ବିଲ୍ ଲୋକସଭାରେ ଫେଲ ମାରିଛି। ବିଲ୍ ପାସ୍ ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ୨୦୨୯ ଲୋକସଭା ନିର୍ବାଚନରୁ କାର୍ଯ୍ୟକାରୀ ହେବାକୁ ଥିବା…

ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ନିର୍ଦ୍ଦେଶ

ପ୍ରୟାଗରାଜ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତା ମାମଲାକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ଆଲ୍ଲାହାବାଦ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ…

ଇରାନର ବଡ଼ ଘୋଷଣା; ଖୋଲିଲା ହର୍ମୁଜ୍ ପ୍ରଣାଳୀ…

ତେହେରାନ: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଘୋଷଣା କରିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ସମ୍ପୂର୍ଣ୍ଣ ଖୋଲାଯାଇଛି। ତଥାପି ଏହି ପ୍ରଣାଳୀ କେବଳ ଇସ୍ରାଏଲ-ଲେବାନନ୍ ଯୁଦ୍ଧବିରତିର ଅବଶିଷ୍ଟ ଅବଧି ପର୍ଯ୍ୟନ୍ତ ଖୋଲା ଅଛି, ଯାହା ଗୁରୁବାର ଠାରୁ ଆଗାମୀ ୧୦…

‘ସୀମା ପୁନଃ ନିର୍ଦ୍ଧାରଣ ବିଲ’କୁ ନେଇ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରସ୍ତାବିତ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ ବିଷୟରେ ମିଛ କହି ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ…

ପାକିସ୍ତାନ ପ୍ରେମରେ ଆମେରିକା, ଭାରତକୁ କରୁଛି…

ୱାଶିଂଟନ: ପୂର୍ବତନ ଆମେରିକୀୟ କୂଟନୀତିଜ୍ଞ ରାହମ୍ ଇମାନୁଏଲ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଜାପାନରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ଏବଂ ଜଣେ ବୈଦେଶିକ ନୀତି ବିଶେଷଜ୍ଞ, ଇମାନୁଏଲ୍ ବିଶେଷ ଭାବରେ ଭାରତ-ପାକିସ୍ତାନ ସମ୍ପର୍କରେ ଟ୍ରମ୍ପ ପ୍ରଶାସନର…

ରାଜ୍ୟର ବ୍ଲୁ-ଇକୋନୋମିରେ ଉନ୍ନତି ଏବଂ ଜଳବାୟୁରେ ସନ୍ତୁଳନ ପାଇଁ MoU ସ୍ବାକ୍ଷର…

ଭୁବନେଶ୍ୱର: ରାଜ୍ୟରେ ଉପକୂଳ ଅର୍ଥନୀତି ତଥା ସାମୁଦ୍ରିକ ପର୍ଯ୍ୟାବରଣରେ ସନ୍ତୁଳନ ରକ୍ଷା କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ଏକ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP। ଏଥିପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ…

ବିହାରର ନୂଆ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ, କାଲି ଶପଥ ଗ୍ରହଣ

ପାଟଣା: ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଯାହା ପରେ କିଏ ନୂଆ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଆଉ ଏବେ ସମ୍ରାଟ ଚୌଧୁରୀ ବିହାରର ନୂତନ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ସେ ଆସନ୍ତାକାଲି ଅର୍ଥାତ୍…

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ପାଟଣା: ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର। ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଯାହାକୁ ନେଇ ବିହାର ରାଜନୀତିରେ ହଟଚମଟ ଦେଖାଦେଇଛି। ଏବେ ପ୍ରଶ୍ନ ଉଠୁଛି ନୀତିଶ ତାଙ୍କ ଉତ୍ତରାଧିକାରୀ ଭାବରେ କାହାକୁ ବାଛିବେ। ଯାହାକୁ ନେଇ କଳ୍ପନାଜଳ୍ପନା…

ଆମ ଯୁଦ୍ଧ ନୁହେଁ, ଆମେ କାହିଁକି ଫସିବୁ; ହର୍ମୁଜ ପ୍ରଣାଳୀକୁ ନେଇ ୟୁକେ ଅଲଗା…

ନୂଆଦିଲ୍ଲୀ: ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଉତ୍କଟ ସ୍ତରରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ସାମୁଦ୍ରିକ ନୌସେନା ଅବରୋଧ ଘୋଷଣା କରି କହିଛନ୍ତି ଯେ ଆମେରିକାର ସେନା ଆଜି ଅପରାହ୍ନ ୭:୩୦ IST ରୁ…