Latest Odisha News

BREAKING NEWS

Browsing Category

ରାଜନୀତି

ଦଳରୁ ବିଦା ହେଲେ ସୌମ୍ୟ ଓ ସୁଧାଂଶୁ: ଜନ-ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର

ଭୁବନେଶ୍ଵର: ଦଳରୁ ବିଦା ହେଲେ ୨ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା । ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଗଣମାଧ୍ୟମ ସମ୍ମୁଖରେ ବହିଷ୍କାର ନେଇ ସୂଚନା ଦେଇଥିଲେ…

ମହିଳା ସଂରକ୍ଷଣ ବିଲ: ହ୍ୱିପ୍ ଜାରି କଲା ବିଜେଡି

ନୂଆଦିଲ୍ଲୀ: ଗତକାଲି ଲମ୍ବା ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍ । ଏନେଇ ଆଜି ରାଜ୍ୟସଭାରେ ହେବ ଆଲୋଚନା । ସେପଟେ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ପାଇଁ ହ୍ୱିପ୍‌ ଜାରି କରିଛି ବିଜେଡି । ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ…

ଓଡ଼ିଶାରେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ଦମନ କରିବାକୁ ଅପପ୍ରୟାସ କରୁଛି ବିଜେଡ଼ି: କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶାରେ ବିଗତ କିଛି ବର୍ଷ ହେଲା ସାମ୍ବାଦିକ ମାନଙ୍କ ଉପରେ ଚାଲିଛି ଦମନରାଜ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଉପରେ ଆକ୍ରମଣକୁ କଂଗ୍ରେସ କେବେ ହେଲେ ବରଦାସ୍ତ କରିବନାହିଁ। ଗଣତନ୍ତ୍ରକୁ ସଶକ୍ତ କରିବା ଜନସାଧାରଣଙ୍କ ଅଭାବ ଅସୁବିଧାକୁ ସରକାର ଏବଂ ସରକାରୀ ବ୍ୟବସ୍ଥାର ବିଭିନ୍ନ…

ପ୍ରମିଳା ମଲ୍ଲିକ ହେବେ ରାଜ୍ୟର ଆଗାମୀ ବାଚସ୍ପତି!

ଭୁବନେଶ୍ୱର: ଆସନ୍ତକାଲି ବାଚସ୍ପତି ନିର୍ବାଚନ ପଇଁ ନାମାଙ୍କନ ତାରିଖ ରହିଛି। ଏହା ପୂର୍ବରୁ ଶାସକ ଦଳ ବିଜେଡି ମହିଳା କାର୍ଡ ଖେଳି ଦଳର ବରିଷ୍ଠ ମହିଳା ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ସାରା ଦେଶରେ ମହିଳା ସଂରକ୍ଷଣ ବିଲ୍ ନେଇ ବିତର୍କ…

ପ୍ରତିଶୋଧ ରାଜନୀତି ଗଣତନ୍ତ୍ରରେ ଶୋଭନୀୟ ନୁହେଁ: ସମୀର ମହାନ୍ତି

ଭୁବନେଶ୍ୱର: ସମ୍ବାଦ ଖବରକାଗଜ ଅଫିସରେ ଇଓଡବ୍ଲ୍ୟୁର ଚଢାଉ ପରେ ଅନେକ ରାଜନେତା ଗଣମାଧ୍ୟମ ଉପରେ ଅନେକ ପ୍ରକାର ପ୍ରଶ୍ନ ଉଠାଇଛନ୍ତି। କିଏ ସପକ୍ଷରେ କହୁଛନ୍ତି ତ କିଏ ବିପକ୍ଷରେ। ବିଜେପି ପକ୍ଷରୁ ଏହି ଘଟଣାକୁ ସମାଲୋଚନା କରାଯାଉଛି। ଓଡିଶା ସରକାର ରାଜନୈତିକ ଅଭିସନ୍ଧି ରଖି ଓଡିଆ ସମ୍ବାଦ…

ତଦନ୍ତର ସାମ୍ନା କରିବାକୁ ଏତେ ଡର କାହିଁକି? ଆଇନ୍‍ ଉର୍ଦ୍ଧ୍ୱରେ ନୁହଁନ୍ତି ଗଣମାଧ୍ୟମ ସଂସ୍ଥା: ବିଜେଡି

ଭୁବନେଶ୍ୱର: କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି କରିଥିବା ଜଣେ ବ୍ୟକ୍ତି ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି, ତେବେ କ’ଣ ସେ ଆଇନର ଉର୍ଦ୍ଧ୍ୱରେ ବୋଲି ଗଣା ଯିବେ କି? ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି…

ଜନ ଆକ୍ରୋଶ ଯାତ୍ରା ବାହାର କରିବ କଂଗ୍ରେସ, ପୋଷ୍ଟରରେ ନାହିଁ ଦିଗବିଜୟ ସିଂଙ୍କ ଫଟୋ

ଭୋପାଳ: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବିଜେପି ଆଶୀର୍ବାଦ ଯାତ୍ରା ବାହାର କରୁଥିବା ବେଳେ କଂଗ୍ରେସ ୧୯ସେପ୍ଟେମ୍ବରରୁ ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିବାକୁ ଯାଉଛି। କିନ୍ତୁ ଏହି ସମୟ ମଧ୍ୟରେ କଂଗ୍ରେସର ନିର୍ବାଚନ…

କଲେଜରେ ଲାଗିବ ସରକାରୀ ଯୋଜନାର ହୋର୍ଡିଂ, ଶିକ୍ଷାବିତ୍ କହିଲେ ନଷ୍ଟ ହୋଇପାରେ ଶୈକ୍ଷିକ ମାହୋଲ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ହୋର୍ଡିଂ ଲାଗିବ। ଏଥିସହ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ବ୍ୟବସ୍ଥା ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ…

ନୀତିଶଙ୍କୁ ନିଜ ମାଟିରେ ସଫା କରିବାକୁ ଶାହାଙ୍କ ଗେମପ୍ଲାନ !

ଭୁବନେଶ୍ୱର: ବିହାର ଉପରେ ଏବେ ବିଜେପିର ନଜର। ନୀତିଶ କୁମାର ବିଜେପି ହାତ ଛାଡିବା ସହ ଇଣ୍ଡିଆ ମେଣ୍ଟକୁ ଶକ୍ତ କରାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଏପରିକି ଲାଲୁ ପ୍ରସାଦ ଯାଦବ ଓ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ମେଣ୍ଟକୁ ସଫଳତାର ସହ ଆଗକୁ ନେବା ଦିଗରେ ସବୁ…

ହାଇଦ୍ରାବାଦରେ ସିଡବ୍ଲୁସି ବୈଠକ, ବାଜି ମାରିନେବ କଂଗ୍ରେସ !

ଭୁବନେଶ୍ୱର: କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ସିଡବ୍ଲୁସିର ନୂଆ କମିଟି ବୈଠକ ହାଇଦ୍ରାବାଦରେ ବସିଛି। ଆଗକୁ ଦେଶର ପ୍ରମୁଖ ରାଜ୍ୟର ନିର୍ବାଚନ ଥିବାବେଳେ ଲୋକସଭା ନିର୍ବାଚନ ରହିଛି। ତେଣୁ ଦଳର ସ୍ୱତନ୍ତ୍ର ରଣନୀତିକୁ ନେଇ ଆଲୋଚନା ହୋଇଛି। ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ…