Latest Odisha News

BREAKING NEWS

Browsing Category

ରାଜନୀତି

ମୋ କାରକୁ ଅଟକାଇବା, ରାଜ୍ୟ ସରକାରଙ୍କ ବିଦ୍ବେଷ ମନୋଭାବକୁ ଦର୍ଶାଉଛି: ଅପରାଜିତା

ଭୁବନେଶ୍ୱର: ରାଜଧାନୀର ବୁଦ୍ଧେଶ୍ୱରୀ କଲୋନୀ ଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାଉଥିବା ବେଳେ କିଛି ଲୋକ ଆସି  ତାଙ୍କ କାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିବା ପରେ ଅପରାଜିତା ଷଡ଼ଙ୍ଗୀ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଅପରାଜିତା…

ଆସନ୍ତାକାଲି ୨୭ ବର୍ଷରେ ପଦାର୍ପଣ କରିବ ବିଜେଡି, ସେବା ଓ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶପଥ ନେବ ଦଳ

ଭୁବନେଶ୍ବର: ଆସନ୍ତାକାଲି ୨୭ ବର୍ଷରେ ପଦାର୍ପଣ କରିବ ବିଜୁ ଜନତା ଦଳ । ବିଜେଡି ତାର ୨୭ ତମ ପ୍ରତିଷ୍ଠା ଦିବସକୁ ରାଜ୍ୟବ୍ୟାପି ପାଳନ କରିବାକୁ ବଡ଼ ଯୋଜନା କରିଛି । ଏହି ଅବସରରେ ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ସହିତ କଟକ ଆନନ୍ଦ…

ମହିଳାଙ୍କୁ ସମ୍ମାନ ଦେବା ଶିଖି ନାହିଁ ବିଜେଡି: ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତାରେ ଅସହିଷ୍ଣୁ ଓ ଭୟଭୀତ ହୋଇପଡିଛି ଶାସକ ବିଜେଡି । ବିଜେପି ଲୋକପ୍ରତିନିଧିମାନଙ୍କୁ ଅଯଥାରେ ବିରୋଧ କରିବା ସହ ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି ବିଜେଡି । ଭୁବନେଶ୍ୱର ସାଂସଦ ଅପରାଜିତା…

ଇଣ୍ଡିଆ ମେଣ୍ଟରେ ସାମିଲ ହେବ ବିଏସପି ! ମୁ୍ହଁ ଖୋଲିଲେ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ ପରେ ବହୁଜନ ସମାଜପାର୍ଟି ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ ବିଏସପିକୁ ଇଣ୍ଡିଆ ମେଣ୍ଟରେ ସାମିଲ କରବା ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ଏବଂ କହିଛନ୍ତି, ମେଣ୍ଟ ଦଳ…

ଢେଙ୍କାନାଳ-ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଚିଠିର ଉତ୍ତର କେବେ ଦେବେ ମୁଖ୍ୟମନ୍ତ୍ରୀ?: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ଧର୍ମକୁ ଆଖିଠାର ଭଳି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ସମେତ ଓଡ଼ିଶାର ବିକାଶକୁ ଅଣଦେଖା କରୁଛନ୍ତି । ଖଣି ସମୃଦ୍ଧ ଅଞ୍ଚଳ ଅନୁଗୋଳରୁ ୬୦ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ଅନୁଗୋଳକୁ କ'ଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ…

୫୫ ନମ୍ବର ଜାତୀୟ ରାଜପଥ ଦେଶର ସବୁଠୁ ବିପଜ୍ଜନକ ରାସ୍ତା କହିଲା ବିଜେଡି, ଦୋଷ ଲଦିଲା ବିଜେପି

ଭୁବନେଶ୍ୱର: ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପ୍ରକଳ୍ପର ମନ୍ଥର ଅଗ୍ରଗତିକୁ ନେଇ ବିଜେଡି ଓ ବିଜେପି ରବିବାର ପରସ୍ପରକୁ  ଦୋଷାରୋପ କରିଛନ୍ତି। ବିଜେଡି ନେତା ଗୌତମ ବୁଦ୍ଧ ଦାସ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ୫୫ ନମ୍ବର ଜାତୀୟ ରାଜପଥକୁ ଓଡ଼ିଶାର ଲାଇଫ୍ ଲାଇନ୍ ଭାବେ…

ଇଭିଏମର ବିଶ୍ବସନୀୟତାକୁ ନେଇ କାହିଁକି ପ୍ରଶ୍ନ ଉଠାଇଲେ ମନ୍ତ୍ରୀ ରାଜା ସ୍ବାଇଁ?

ପୁରୀ: ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଶାସକ ବିଜୁ ଜନତା ଦଳ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଉପରେ ଆସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁରୀରେ ଏକ କାର୍ଯ୍ୟକ୍ରମରେ ବିଜେଡି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଇଭିଏମ୍ ର ଅଖଣ୍ଡତାକୁ ନେଇ ସନ୍ଦେହ ପ୍ରକାଶ କରିବା ପରେ…

ଗୋମାଂସକୁ ନେଇ କାମିୟାଙ୍କ ସ୍ପଷ୍ଟୀକରଣ ପରେ ରାଜ୍ୟ ସରକାରକୁ ଘେରିଲେ ସୂର୍ଯବଂଶୀ ସୂରଜ

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରକୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିୟା ଜାନୀଙ୍କ ପ୍ରବେଶକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ବିଜେଡି ନେତୃତ୍ବାଧୀନ ସରକାରଙ୍କ…

ଏଥର ସରକାର ଗଢ଼ିବାକୁ ବିଜେପି ଆଶାବାଦୀ, ନିର୍ବାଚନରେ ଜୋରଦାର ଲଢ଼େଇ ହେବ କହିଲା ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ୨୦୨୪ ନିର୍ବାଚନ ଲଢେଇ ପାଇଁ ପ୍ରସ୍ତୁତି ଚଳାଇଛି ଭାରତୀୟ ଜନତା ପାର୍ଟି । ଓଡ଼ିଶାର ବିଜେପି ବିଧାୟକ ଓ ସାଂସଦଙ୍କ ଏକ ପ୍ରତିନିଧି ଦଳ ନିକଟରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ କେନ୍ଦ୍ରୀୟ…

ଛାଡପତ୍ର ରାୟ ପରେ ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଲେ ଅନୁଭବ?

କଟକ: ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ରାୟ ପରେ ଆଶ୍ୱସ୍ତି ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗକୁ ନିର୍ବାଚନ ରହିଛି ତେଣୁ ଏହି ଅଭିନେତାକୁ ନେତା ପାଲଟିଥିବା…