Latest Odisha News

BREAKING NEWS

Browsing Category

ରାଜନୀତି

‘ମହାଦେବଙ୍କୁ ବି ଛାଡିଲନି’ ବୋଲି ମୋଦୀଙ୍କ ଅଭିଯୋଗର ଜବାବ ରଖିଲେ ଛତିଶଗଡ ସିଏମ୍ ବାଘେଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଛତିଶଗଡ଼ରେ କଂଗ୍ରେସ ସରକାର ଉପରେ ଦୁର୍ନୀତି ଅଭିଯୋଗ ଆଣି କହିଛନ୍ତି ଯେ, କଂଗ୍ରେସ ସରକାର 'ମହାଦେବ'ଙ୍କୁ ମଧ୍ୟ ଛାଡ଼ି ନାହିଁ। ଅନଲାଇନ୍ ବେଟିଂ ଆପ୍ ମହାଦେବର ପ୍ରମୋଟରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ 508 କୋଟି ଟଙ୍କା…

କର୍ଣ୍ଣାଟକରେ ‘ପେସିଏମ’ ଭଳି ତେଲେଙ୍ଗାନାରେ ‘ଏଟିଏମ’ କଂଗ୍ରେସକୁ ଜିତାଇଦେବ!

ଭୁବନେଶ୍ୱର: ତେଲେଙ୍ଗାନାରେ ସମ୍ପୂର୍ଣ୍ଣ କର୍ଣ୍ଣାଟକ ଢାଞ୍ଚାରେ ଆଗ୍ରେସିଭ ପ୍ରଚାର କରୁଛି କଂଗ୍ରେସ। କର୍ଣ୍ଣାଟକ ନିର୍ବାଚନରେ ଯେଭଳି ୪୦ ପ୍ରତିଶତ କମିଶନ ସରକାର କ୍ୟାମ୍ପେନ କରି ତତ୍କାଳୀନ ବିଜେପି ସରକାର ବିପକ୍ଷରେ ଏକ ବଡ଼ ମାହୋଲ ତିଆରି କରିଥିଲା । କଂଗ୍ରେସ ଏବେ ତେଲେଙ୍ଗାନାରେ…

ବିଜେପିର ‘ରାମ’ ବାଣକୁ ରୋକିବ ଜଗନ୍ନାଥଙ୍କ ‘ଶଙ୍ଖ’ !

ଭୁବନେଶ୍ୱର: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ଉଦଘାଟନ କରିବେ। ଯାହାକୁ ନେଇ ସାରା ଦେଶରେ ଏକ ବଡ଼ ବାତାବରଣ ତିଆରି କରିବା ପାଇଁ ବିଜେପି ବଡ଼ ଯୋଜନା କରୁଛି। ଦେଶର ପ୍ରତ୍ୟେକ ପ୍ରାନ୍ତରୁ ରାମ…

ଓଡ଼ିଶା ଦୁଇ ଭାଗ ହେବା ପ୍ରସଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ: ନରସିଂହ ମିଶ୍ର

ଭୁବନେଶ୍ୱର: ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ବୟକଟ୍ ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା ଦୁଇ ଭାଗ ହେଲେ ଦାୟୀ ରହିବେ ବୋଲି ସେ କହିଛନ୍ତି। ନରସିଂହ ମିଶ୍ର କହିଛନ୍ତି ଯେ, ବିଜେଡି…

ବିଜେପିର ହିନ୍ଦୁତ୍ୱକୁ ଛତିଶଗଡରେ କଂଗ୍ରେସ କରିଛି ହାଇଜାକ!

ଭୁବନେଶ୍ୱର: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳଗୁଡିକ ଜୋରଦାର ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ଼ରେ ପ୍ରଚାର କରିଥିବା ବେଳେ ବିଜେପିର ଅନ୍ୟ ହେଭିୱେଟ ମାନେ ମଧ୍ୟ ପ୍ରଚାର କରୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ପଣ୍ଡରିୟା…

ହାତ ଧରିଲେନି ଶର୍ମିଳା, କିନ୍ତୁ ସାଙ୍ଗରେ ରହିବେ !

ଭୁବନେଶ୍ୱର: କଂଗ୍ରେସ ସହ ନିଜ ଦଳକୁ ଲୀନ କରିବାକୁ ଉଦ୍ୟମ କଲେ। ସୋନିଆ ରାହୁଲଙ୍କ ସହ ସାକ୍ଷାତ କରି ତେଲେଙ୍ଗାନାରେ ଏକାଠି ନିର୍ବାଚନ ଲଢ଼ିବାକୁ ଆଲୋଚନା କଲେ। ବହୁ ଅପେକ୍ଷା ମଧ୍ୟ କଲେ। କିନ୍ତୁ କଂଗ୍ରେସ ପକ୍ଷରୁ କିଛି ନିଷ୍ପତ୍ତି ନିଆ ନ ଯିବାରୁ ତେଲେଙ୍ଗାନାର ସମସ୍ତ ୧୧୯ ବିଧାନସଭା…

ବିଜେଡି ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି: କହିଲା, ବିଜେଡି ଯେଉଁଠି, ଦୁଷ୍କର୍ମ ସେଇଠି

ଭୁବନେଶ୍ୱର:ବିଜେଡି ବିରୋଧରେ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଗର୍ଜିଲା । ବିଜେଡି ଯେଉଁଠି ଦୁଷ୍କର୍ମ ସେଇଠି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ ବିଜେପି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର  । ଲେଖାଶ୍ରୀ କହିଛନ୍ତି,  ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ…

ରାଜନୀତିରେ ଏଣ୍ଟ୍ରି ମାରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ! ଦେଲେ ଏମିତି ସୂଚନା

ମୁମ୍ବାଇ: ରାଜନୀତିରେ ଏଣ୍ଟ୍ରି ମାରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ! ବଲିଉଡ ଫାୟାର ଆକ୍ଟ୍ରିସ କଙ୍ଗନା ସବୁବେଳେ ଚର୍ଚ୍ଚାରେ । କେତେବେଳେ ନିଜ ସ୍ପଷ୍ଟ ବୟାନକୁ ନେଇ ତ କେତଳେବେଳେ ନିଜ ଅଭିନୟକୁ ନେଇ   । ଯେ କୌଣସି ପ୍ରସଙ୍ଗ ହେଉ ଖୋଲାଖୋଲି ଭାବେ ନିଜର ସ୍ପଷ୍ଟ ମତ ରଖି…

କଂଗ୍ରେସକୁ ନୀତିଶଙ୍କ ସମାଲୋଚନା, ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକଠାକ୍ ତ?

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁରୁବାର ଦିନ ନବଗଠିତ ବିରୋଧୀ ଗୋଷ୍ଠୀ 'ଇଣ୍ଡିଆ'ରେ କଂଗ୍ରେସର ରଣନୀତି ବା ଉଦ୍ୟମ ଅଭାବକୁ ସମାଲୋଚନା କରିଛନ୍ତି। ଯାହା ମେଣ୍ଟରେ ଯେ ସବୁକିଛି ଠାକଠାକ ଚାଲିଛି ତାକୁ ନେଇ ପ୍ରଶ୍ନ ଉଠିଛି। ବିରୋଧୀ ଦଳକୁ ଆଗକୁ ନେବା ପାଇଁ କଂଗ୍ରେସର କୌଣସି…

ବ୍ରହ୍ମଗିରିରେ ଦଳୀୟ ନେତାଙ୍କ ବିରୋଧ ବେଳେ ସଂଗଠନକୁ ଫେରିଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ଗୋଟିଏ ପଟେ ନିଜ ନିର୍ବାଚନମଣ୍ଡଳୀ ପୁରୀ ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମା ବିରୋଧର ଶିକାର ହେଉଛନ୍ତି ଅନ୍ୟପଟେ ଦଳ ସଂପୃକ୍ତ ନେତା ତଥା ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ହଠାତ୍ ସଞ୍ଜୟଙ୍କୁ ଦଳ ପକ୍ଷରୁ…