Latest Odisha News

BREAKING NEWS

Browsing Category

ରାଜନୀତି

ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କଟକର ରୁପା ତାରକସୀ ପର୍ସ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କଟକର ରୁପା ତାରକସୀ ପର୍ସ ଉପହାରରେ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଉପହାରର ଓଡ଼ିଶା ସହ ସମ୍ପର୍କ ରହିଛି। ଏହି ଉପହାରଟି ହେଉଛି କଟକରେ ନିର୍ମିତ ଏକ ସୁନ୍ଦର ରୁପା ତାରକସୀର ପର୍ସ। ରୁପା ତାରକସୀ ହସ୍ତଶିଳ୍ପ ପାଇଁ ସାରା…

ଗୋଷ୍ଠୀ କନ୍ଦଳ ହେବ କି ବିଜେପି ପାଇଁ କାଳ ?

ଭୁବନେଶ୍ବର: ବିଜେପିରେ ଅଲ୍ ଇଜ ନଟ୍ ଓ୍ବେଲ୍ । ରଥଯାତ୍ରା ପରଠୁ ଗୋଟେ ପରେ ଗୋଟେ ଘଟଣାରୁ ଏକଥା ବେଶୀ ବେଶୀ ସ୍ପଷ୍ଟ ହେବାରେ ଲାଗିଛି । କ୍ଷମତାରେ ଥିବା ଗୋଷ୍ଠୀ ଓ ଅନ୍ୟ ଏକ ପ୍ରଭାବଶାଳୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା କନ୍ଦଳ, ଦାଣ୍ଡରେ ପଡି ହାଟରେ ଗଡିଲାଣି । ବିଶେଷ କରି ବିଏମସି ଅତିରିକ୍ତ…

ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଦେବାଶିଷ ସିଂହଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି। ବୁଧବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଏହି ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ଜାରି…

ବିଏମସି ଅଧିକାରୀଙ୍କୁ ମାଡ଼ ଘଟଣା; ସରକାରଙ୍କୁ ୩ ଦିନର ମହଲତ ଦେଲା ଓଏଏସ ସଂଘ

ଭୁବନେଶ୍ୱର: ବିଏମସି ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ଏବଂ ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗୁରୁବାର ଘୋଷଣା କରିଛି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସଂଘ। ଏହି ପ୍ରସଙ୍ଗରେ ଏକ ବୈଠକ କରିବା ପରେ ସଂଘ…

ଶେଖ ହାସିନାଙ୍କୁ ୬ ମାସର ଜେଲ ଦଣ୍ଡାଦେଶ

ଢାକା: ବାଂଲାଦେଶର ଢାକାସ୍ଥିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ଆଇସିଟି) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ ହାସିନାଙ୍କୁ ଅଦାଲତଙ୍କ ଅବମାନନା ଅଭିଯୋଗରେ ୬ ମାସ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଗତ ବର୍ଷ ଅକ୍ଟୋବରରେ ତାଙ୍କର ଏକ ଫୋନ୍ କଲ୍ ଲିକ୍ ହେବା ପରେ…

ଅନୁଶାସନ ହୁଗୁଳା…ଚାପରେ ମୋହନ, ମନମୋହନ !

ଭୁବନେଶ୍ବର: ଗତ ନିର୍ବାଚନରେ ଐତିହାସିକ ରାୟ ଦେଲା ଓଡିଶା । ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ କ୍ଷମତାକୁ ଆସିଲା ବିଜେପି । ଦଳ ପାଇଁ ବଡ଼ ସୁଯୋଗ ତ ଥିଲା ତା ସାଙ୍ଗକୁ ଆଗରେ ରହିଥିଲା ବଡ଼ ଚ୍ୟାଲେଞ୍ଜ । ରାଜ୍ୟ ସରକାର ଦାୟିତ୍ବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେଲା ବିଜେପି ଶୀର୍ଷ ନେତୃତ୍ବ…

ଜେଲରେ ରହିଛନ୍ତି କେତେ ବନ୍ଦୀ, ଭାରତ ଓ ପାକିସ୍ତାନ ଜାରି କଲେ ସୂଚୀ…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଙ୍ଗଳବାର ଦିନ ନିଜନିଜ ଜେଲରେ ବନ୍ଦୀ ଥିବା କଏଦୀଙ୍କ ତାଲିକା ଜାରି କରିଛନ୍ତି। ଇସଲାମାବାଦ ନୂଆଦିଲ୍ଲୀକୁ ୨୪୬ ଜଣ ଭାରତୀୟ କିମ୍ବା ଭାରତୀୟ ବୋଲି ସନ୍ଦେହ କରାଯାଉଥିବା କଏଦୀଙ୍କ ତାଲିକା ପ୍ରଦାନ କରିଛି। ଯେଉଁଥିରେ ୫୩ ଜଣ ସାଧାରଣ ନାଗରିକ ଏବଂ ୧୯୩ ଜଣ…

ରଥଯାତ୍ରା ଅବ୍ୟବସ୍ଥା…ବଢିଲା ମନ୍ତ୍ରୀଙ୍କ ଅଡୁଆ !

ଭୁବନେଶ୍ବର: ଚଳିତ ବର୍ଷ ରଥଯାତ୍ରାରେ ଗୋଟେ ପରେ ଗୋଟେ ଅଘଟଣ ଚିନ୍ତା ବଢାଇଛି । ବିଧି ରକ୍ଷା ପାଇଁ ମାତ୍ର କେଇ ହାତ ନନ୍ଦିଘୋଷ ରଥ ଟଣାଗଲା ତ ଶରଧାବାଲିରେ ଦଳାଚକଟାରେ ଭକ୍ତଙ୍କ ଜୀବନ ଗଲା । ରଥଯାତ୍ରା ପରିଚାଳନାରେ ସରକାର ସଂପୂର୍ଣ୍ଣ ଫେଲ୍ ମାରିଥିବା ବିରୋଧୀ କହୁଥିବା ବେଳେ ସରକାରଙ୍କ…

ଭଗବାନଙ୍କ ଶତ୍ରୁ’ ହେଉଛନ୍ତି ଟ୍ରମ୍ପ ଓ ନେତାନ୍ୟାହୁ; ଫତୱା ଜାରି କଲା ଇରାନ

ନୂଆଦିଲ୍ଲୀ: 'ଭଗବାନଙ୍କ ଶତ୍ରୁ' ହେଉଛନ୍ତି ଟ୍ରମ୍ପ ଓ ନେତାନ୍ୟାହୁ। ଇରାନର ଶୀର୍ଷ ସିଆ ଧର୍ମଗୁରୁ ଗ୍ରାଣ୍ଡ ଆୟତୋଲ୍ଲା ନାସେର ମାକାରେମ୍ ଶିରାଜି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୁଦ୍ଧରେ ଏକ କଠୋର ଫତୱା ଜାରି…

ଚକା ଆଖି ସବୁ ଦେଖୁଛି; ରଥଯାତ୍ରା ବିଳମ୍ବ ନେଇ ନବୀନଙ୍କ ଉଦବେଗ…

ଭୁବନେଶ୍ଵର: ରଥଯାତ୍ରା ପରିଚାଳନା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ରଥଟଣା ବିଳମ୍ବକୁ ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯେ, ନନ୍ଦିଘୋଷ ରଥ ଟାଣିବାରେ ଅତ୍ୟଧିକ ବିଳମ୍ବ ପାଇଁ ଆମେ ପ୍ରଶାସନକୁ ଆଙ୍ଗୁଳି…