Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡିକୁ କିଏ କରୁଛି ହାଇଜାକ୍?

ଭୁବନେଶ୍ବର: ବିଜେଡିରେ ଥମୁନି ଅସନ୍ତୋଷ । ଜଣକ ପରେ ଜଣେ ବରିଷ୍ଠ ନେତା ଓ୍ବକଫ୍ ଭୋଟକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏହି କ୍ରମରେ ଯୋଡି ହୋଇଛନ୍ତି ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ରାଜା ସ୍ବାଇଁ । ସେଥିରେ…

ବିଜେପି ସହ କାହିଁକି ହାତ ମିଳାଇଲା ଏଆଇଏଡିଏମକେ?

ନୂଆଦିଲ୍ଲୀ: ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନ । ଡିଏମକେକୁ ମାତ୍ ଦେବାକୁ ବଡ଼ ରଣନୀତି । ବିଜେପି ସହ ହାତ ମିଳାଇଲା ଏଆଇଏଡିଏମକେ । କାହିଁକି ୟୁ-ଟର୍ଣ୍ଣ ନେଲା ଦଳ ? ଆସନ୍ତା ନିର୍ବାଚନରେ ଡିଏମକେ ବିଜୟ ରଥ ଓଗାଳିବା ସହ ଜାତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପ୍ରଭାବ…

ବଢୁଛି ବିଜେଡି ବିବାଦ: ସୁଲତାଙ୍କୁ କଡା ସମାଲୋଚନା କଲେ ଦେବାଶିଷ

ଭୁବନେଶ୍ବର: ବିଜେଡି ହାରିବା ପରଠୁ ବିଜେଡି ଭିତରି କନ୍ଦଳ ଦାଣ୍ଡରେ ପଡିଥିବା ବେଳେ ଓ୍ବାକଫ୍ ଆଇନକୁ ନେଇ ବିଜେଡିର ମତ ପରେ ଏହା ଆହୁରି ତେଜିଛି । ପରସ୍ପର ପ୍ରତି ବେଶୀ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ବିଜେଡି ନେତା । କେହି କାହାରିକୁ ଛାଡୁ ନାହାନ୍ତି । ଏମିତିକି ଦଳର ସଭାପତି ମଧ୍ୟ…

ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ବିଜେଡିର ଦୃଢ଼ ନିନ୍ଦା

ଭୁବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ବିଜେଡି। ସୂଚନାନୁଯାୟୀ, ଆରୁଅ ଗ୍ରାମରେ ମା’ ହିଙ୍ଗୁଳାଙ୍କ ଯାତ୍ରାକୁ ଗଲାବେଳେ ଭାରତୀୟ ଜନତା ପାର୍ଟିର କର୍ମୀ ଏବଂ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ତଥା ଖଣି ମାଫିଆଙ୍କର…

‘ରେଖାଙ୍କ ସ୍ବାମୀ ଚଳାଉଛନ୍ତି ଦିଲ୍ଲୀ ସରକାର’- ଅଭିଯୋଗ ଆଣିଲେ ଆତିଶୀ

ନୂଆଦିଲ୍ଲୀ: ‘ସରକାର ଚଳାଉନାହାନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ପରଦା ପଛରେ ରହି ସ୍ବାମୀ ମନିଷ ଗୁପ୍ତା ଦିଲ୍ଲୀ ସରକାର ପରିଚାଳନା କରୁଛନ୍ତି ।’ କିଛଇ ଏପରି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ବିରୋଧୀ ଦଳ ନେତା ଆତିଶୀ ମରଲେନ୍ ।  ଆମ ଆଦମୀ ପାର୍ଟି ନେତ୍ରୀ ତଥା ବିରୋଧୀ ଦଳ…

ଯଦି ବିଜେଡିରେ ବିଭାଜନ ହୁଏ… କାହାର ହେବ ଲାଭ?

ଭୁବନେଶ୍ବର: ୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିବା ବିଜେଡିରେ ହେବ କି ବିଭାଜନ? ସବୁଠୁ ଶୃଙ୍ଖଳିତ ଦଳ କୁହାଯାଉଥିବା ବିଜେଡି କଳି ଦିନକୁ ଦିନ ବଢିବାରେ ଲାଗିଛି । ନିର୍ବାଚନ ହାରିବା ପରଠୁ ନେତାଙ୍କ ମନରେ ଅସନ୍ତୋଷ ଥିଲା । ହେଲେ ଓ୍ବକଫ୍ ଭୋଟ୍ ପରଠୁ ଏହା ସାମନାକୁ ଆସିଛି । ଦିନେ…

କାହିଁକି ପଶ୍ଚିମବଙ୍ଗର ୯% ହିନ୍ଦୁଙ୍କୁ ନେଇ ଏତେ ଚର୍ଚ୍ଚା?

ନୂଆଦିଲ୍ଲୀ: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ୯ପ୍ରତିଶତ ହିନ୍ଦୁ ଭୋଟରଙ୍କୁ ଫୋକସ୍ କରିଛନ୍ତି । ପଶ୍ଚିମବଙ୍ଗରୁ ମମତା ବାନାର୍ଜୀ ସରକାରକୁ ବିଦା କରିବାକୁ ହେଲେ ୯ପ୍ରତିଶତ ହିନ୍ଦୁ ଭୋଟରଙ୍କୁ ବାହାରକୁ ଆସି ଭୋଟ୍ କରିବାକୁ ପଡିବ । ସବୁ ହିନ୍ଦୁଙ୍କୁ ଏକାଠି ହେବାକୁ ପଡିବ । ଏହା ହିଁ ମମତା…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଥିବା ନେତାଙ୍କୁ କଟାକ୍ଷ କଲେ ଦେବୀ ମିଶ୍ର

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଅନ୍ତଃକଳହର ସମ୍ମୁଖୀନ ହେଉଛି। ଦଳର ପୂର୍ବତନ ନେତା ତଥା ପୂର୍ବତନ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କର ପ୍ରଭାବଶାଳୀ ଭୂମିକାକୁ ନେଇ ବିବାଦ ଜୋର ଧରିଛି। ପୂର୍ବତନ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଦଳର ସୁପ୍ରିମୋ…

‘ପାଣ୍ଡିଆନଙ୍କୁ ସମର୍ଥନ କରି ଗଲା ନବୀନଙ୍କ ଲୋକପ୍ରିୟତା’- ପ୍ରସନ୍ନ

ଭୁବନେଶ୍ବର: ‘ବିଜେଡି ଦଳରେ ଆଉ କ’ଣ ଅଛି ଯେ, ତାକୁ ଗଢିବେ ? ପାଣ୍ଡିଆନ୍ ଆସିବା ଦିନଠୁ ଦଳ ଧ୍ବଂସ ହୋଇସାରିଛି’-କିଛି ଏପରି କହି ପାଣ୍ଡିଆନ ଏବଂ ନବୀନଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ । ବିଜେଡିର ସ୍ଥିତି ଏବେ ଦୁର୍ବିସହ ଭିତରକୁ ଠେଲି ହେଉଥିବା ବେଳେ…

ପୁରୁଷଙ୍କୁ ୧୦ ଓ ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ଦେୟମୁକ୍ତ ଚିକିତ୍ସା ସୁବିଧା ମିଳୁ: ବିଜେଡି

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏହା ସହିତ ହିତାଧିକାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା କାର୍ଡ ମଧ୍ୟ ବଣ୍ଟନ କରିଛନ୍ତି । ଏହି ପ୍ରରିପେକ୍ଷିରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିଜୁ…