Latest Odisha News

BREAKING NEWS

Browsing Category

ରାଜନୀତି

ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ; ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତ କରିବେ। ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପାଇଁ ମଙ୍ଗଳବାର ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁସାରେ, ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ (ଏସ୍ପିଜି),…

ଟ୍ରମ୍ପଙ୍କ ଚେତାବନୀ; ତୁରନ୍ତ ତେହେରାନ ଖାଲି କର

ୱାଶିଂଟନ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ରାଜଧାନୀ ତେହେରାନର ଲୋକମାନଙ୍କୁ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ, ଟ୍ରମ୍ପ ସମସ୍ତ ନାଗରିକଙ୍କୁ ତୁରନ୍ତ ତେହେରାନ ଛାଡିବାକୁ କହିଛନ୍ତି। ଏହା ସହିତ ଟ୍ରମ୍ପ ପୁଣି ଥରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଦିନ ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ 'ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III' ପ୍ରଦାନ କରାଯାଇଛି। ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିଛନ୍ତି।…

ରାଜ Vs ଉଦ୍ଧବ ଠାକରେ ନା ରାଜଙ୍କ ସହ ଉଦ୍ଧବ ?

ନୂଆଦିଲ୍ଲୀ: ହାତ ମିଳାଇବେ କି ରାଜ ଠାକରେ ଓ ଉଦ୍ଧବ ଠାକରେ ? ଗତ କିଛି ଦିନ ହେଲା ମହାରାଷ୍ଟ୍ର ରାଜନୀତିର ଦୁଇ ସଂପର୍କୀୟ ଭାଇ ଏକାଠି ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଉଭୟ ପକ୍ଷ ପରିବାର ପୁନର୍ମିଳନ ନେଇ ସଂକେତ ବି ଦେଇଥିଲେ । ଆଗକୁ ହେବାକୁ ଥିବା ମହାରାଷ୍ଟ୍ର ମ୍ୟୁନିସିପାଲିଟି…

ମାନଚିତ୍ରରେ ଭାରତର ସୀମାକୁ ଭୁଲ ଦର୍ଶାଇଥିଲା ଇସ୍ରାଏଲ; ବିବାଦ ପରେ କ୍ଷମା ମାଗିଲା  

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦ୍ୱାରା ଶୁକ୍ରବାର ଦିନ ଏକ ମାନଚିତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସେୟାର କରାଯାଇଥିଲା। ଯାହାକୁ ନେଇ ବର୍ତ୍ତମାନ୍ ବିବାଦ ସୃଷ୍ଟି ହୋଇଥିଲା। ମାନଚିତ୍ରରେ ଇରାନୀ କ୍ଷେପଣାସ୍ତ୍ରର ପରିସର ସଠିକ୍ ଭାବରେ ଦର୍ଶାଯାଇଥିବା…

ରବିବାର ଦିନ ୩ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଠାରୁ ୩ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୧୫ରୁ ଜୁନ୍ ୧୯ ମଧ୍ୟରେ ସାଇପ୍ରସ୍, କାନାଡା ଏବଂ କ୍ରୋଏସିଆ ଗସ୍ତ କରିବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ…

ଇସ୍ରାଏଲ ଉପରେ ୧୦୦ ମିଶାଇଲ ଆଟାକ କଲା ଇରାନ

ତେଲ ଅଭିଭ: ଇସ୍ରାଏଲ ଏବଂ ଇରାନ ଏବେ ମୁହାଁମୁହିଁ ସ୍ଥିତି। ମଧ୍ୟପ୍ରାଚ୍ୟରେ ପୁଣି ଥରେ ଆକାଶରୁ କ୍ଷେପଣାସ୍ତ୍ର ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏବେ ଯୁଦ୍ଧରେ ପରିଣତ ହୋଇଛି। ଇସ୍ରାଏଲ-ଇରାନ ଯୁଦ୍ଧ ଏବେ ଇରାନ ଏବଂ ଆମେରିକା ମଧ୍ୟରେ…

ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀଙ୍କୁ ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଥିବା ଦୁଇ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବ ଏବଂ ଭିନୀଲ କ୍ରିଷ୍ଣାଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି। ସେମାନେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଢେଙ୍କାନାଳ ଏବଂ ବଲାଙ୍ଗୀର ଦାୟିତ୍ୱରେ ରହିବେ। କେନ୍ଦ୍ର ଦ୍ୱାରା…

‘ବିକାଶ ବାହନ ଯାତ୍ରା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ରରେ ଜନତା ହେଉଛନ୍ତି…

ବିଜେପି ସରକାରକୁ ବର୍ଷେ…କରିଛନ୍ତି କେତେ ?

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିଛି । ବର୍ଷକ ତଳେ ଜୁନ୍ ୧୨ତାରିଖରେ ଓଡିଶା ଦେଖିଥିଲା ନୂଆ ମୁଖ୍ୟମନ୍ତ୍ରୀଙ୍କୁ । ଜନତା ମଇଦାନରେ ଭବ୍ୟ ସମାରୋହରେ ଶପଥ ନେଇଥିଲେ ମୋହନ ମାଝୀ । ୟା ଭିତରେ ବର୍ଷେ ବିତିଛି । ତେବେ ବର୍ଷକରେ କେତେ କରିଛନ୍ତି, ସେନେଇ ଖୋଦ୍ ମୁଖ୍ୟମନ୍ତ୍ରୀ…