Latest Odisha News

BREAKING NEWS

Browsing Category

ରାଜନୀତି

ଅଜିତ ପାୱାରଙ୍କ ନିଧନ; ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା 

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଚାର୍ଟର୍ଡ ବିମାନ ବାରାମତିରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଛଅ…

ମୃତ୍ୟୁ ପୂର୍ବରୁ କ’ଣ ଥିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷ ଶବ୍ଦ…

ମୁମ୍ବାଇ: ପୁଣେ ଜିଲ୍ଲାର ବାରାମତୀ ଅଞ୍ଚଳରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ସେ ବାରାମତୀରେ ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିଲା ବେଳେ ଏହି ଅଘଟଣ ଘଟିଥିଲା। ସେ ଏବଂ ବିମାନରେ ଥିବା ଅନ୍ୟମାନେ ମଧ୍ୟ ଏହି…

କେନ୍ଦ୍ର ବଜେଟ୍ ୨୦୨୬-୨୭; ହାଲୱା ଉତ୍ସବ ସହିତ ଅନ୍ତିମ ପର୍ଯ୍ୟାୟରେ ବଜେଟ୍ ପ୍ରସ୍ତୁତି

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ କେନ୍ଦ୍ର ବଜେଟ୍ ୨୦୨୬-୨୭। ହାଲୱା ଉତ୍ସବ ସହିତ ଅନ୍ତିମ ପର୍ଯ୍ୟାୟରେ ବଜେଟ୍ ପ୍ରସ୍ତୁତି। ଏହି ଉତ୍ସବ’ ଆଜି ନର୍ଥ ବ୍ଲକସ୍ଥିତ ବଜେଟ୍ ପ୍ରେସରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।…

ରାଜଧାନୀରେ ପଞ୍ଚତତ୍ତ୍ୱ ପାର୍କ, ସୁପୋଷିତ ଓଡ଼ିଶା ମିଶନର ଶୁଭାରମ୍ଭ…

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରଶିକ୍ଷଣ କେନ୍ଦ୍ର (SIWC) ପରିସରରେ ‘ପଞ୍ଚତତ୍ତ୍ୱ ପାର୍କ’ର ଉଦଘାଟନ କରିବା ସହ ‘ସୁଭଦ୍ରା ସାଧନ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ ତଥା ସୁପୋଷିତ ଓଡ଼ିଶା ମିଶନ (SOM) ଅନ୍ତର୍ଗତ…

କ’ଣ ରହିବ ମୋକିମଙ୍କ ନୂଆ ଦଳର ନାଁ; ଦେଲେ ବଡ଼ ସୂଚନା…

କଟକ: କଂଗ୍ରେସରୁ ବହିଷ୍କୃତ ହୋଇଥିବା ବାରବାଟୀ-କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ତାଙ୍କ ନୂଆ ରାଜନୈତିକ ଦଳର ନାଁ ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି। ବିଚାରାଧୀନ ସମ୍ଭାବ୍ୟ ନାଁ ମଧ୍ୟରେ "ଓଡ଼ିଶା ଜନତା କଂଗ୍ରେସ" ଓ "ଓଡ଼ିଶା ଲୋକ କଂଗ୍ରେସ" ଅନ୍ତର୍ଭୁକ୍ତ ରହିଛି । ଏପରିକି…

“ମଦର ଅଫ ଅଲ ଡିଲ” ପୂର୍ବରୁ ଭାରତକୁ ପ୍ରଶଂସା କଲେ ଇୟୁ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ୱାନ ଡେର୍ ଲେଏନ୍ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟାଙ୍କ ସହିତ ୭୭ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ବିଶ୍ୱ ସ୍ଥିରତା, ସମୃଦ୍ଧି ଏବଂ ସୁରକ୍ଷାରେ ଭାରତ ସଫଳତା…

ଭାରତ-ଆମେରିକା ଡିଲ ବିଳମ୍ୱ ପଛରେ ଏହି ଦୁଇ ନେତା; ଭାଇରାଲ ଅଡିଓକୁ ନେଇ ବିବାଦ…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ଚାଲି ଆସିଛି। ଏନେଇ ଭାରତର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଙ୍କ ସହିତ ମିଶି ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ସତ୍ବେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ସଫଳତା ମିଳିପାରିନାହିଁ। ତେବେ…

Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…

ନୂଆଦିଲ୍ଲୀ: ୨୬ ଜାନୁଆରୀ ୨୦୨୬ ପୂର୍ବରୁ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ୨୦୨୬ ବର୍ଷ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୩୧ଟି ପଦ୍ମ ପୁରସ୍କାର ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ୫ ଜଣ ପଦ୍ମ ବିଭୂଷଣ, ୧୩ ଜଣ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ…

‘ଫିଙ୍ଗର ଅନ୍ ଦି ଟ୍ରିଗର’; ଯୁଦ୍ଧ ମୁହାଁ ଆମେରିକା-ଇରାନ

ନୂଆଦିଲ୍ଲୀ: ବିଶ୍ୱ ଏବେ ଏକ ବଡ଼ ଧରଣର ଯୁଦ୍ଧ ଆଡ଼କୁ ଗତି କରୁଛି । ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ 'ବିରାଟ ଶକ୍ତି'ର ଚେତାବନୀ, ଅନ୍ୟପଟେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ବଙ୍କରରେ ଆତ୍ମଗୋପନ କରିଥିବା କୁହାଯାଉଛି। ଆମେରିକାର ବିଶାଳ ନୌସେନା ବାହାରିଛି…

BJD: ବିଜେପି ଶାସନରେ ସାଇବର ଅପରାଧ ଓ ଫେକ୍ ନ୍ୟୁଜରେ ବୃଦ୍ଧି ଘଟିଛି: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଆସିବା ପରେ ସାଇବର ଅପରାଧ, ଫେକ୍ ନ୍ୟୁଜ୍ ଓ ନକଲି ସୋସିଆଲ୍ ମିଡିଆ ଆକାଉଣ୍ଟର ବୃଦ୍ଧି ନେଇ ବିଜୁ ଜନତା ଦଳ ଗଭୀର ଚିନ୍ତା ପ୍ରକଟ କରିଛି । ଏପରି ମାମଲାରେ ଏଫଆଇଆର୍ ରେଜିଷ୍ଟ୍ରେସନ୍ ଓ ଠିକ୍ ତଦନ୍ତ ପ୍ରତି ପୋଲିସ ପ୍ରଶାସନର ଉଦାସୀନ ଭାବ ଯୋଗୁଁ ସାଇବର…