Latest Odisha News

BREAKING NEWS

Browsing Category

ରାଜନୀତି

ଇରାନ ଉପରେ ହୋଇପାରେ ଘାତକ ଆକ୍ରମଣ, ଟ୍ରମ୍ପ କହିଲେ ଧ୍ୱଂସ କରିଦେବି…

ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ପୁଣିଥରେ ହେବାର ଆଶଙ୍କା ବଢ଼ୁଛି। ଦୁଇ ପକ୍ଷ ମଧ୍ୟରେ ବକବିତଣ୍ଡା ତୀବ୍ର ହୋଇଛି। ଟ୍ରମ୍ପ ଇରାନକୁ ମାନଚିତ୍ରରୁ ପୋଛି ଦେବାକୁ ଧମକ ଦେଇଥିବା ବେଳେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ ରେଜାଇ ଆମେରିକାକୁ ଏକ ଖୋଲା ଚ୍ୟାଲେଞ୍ଜ…

ରାହୁଲ ଗାନ୍ଧୀଙ୍କ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିମିକ୍ରି: ରାଜନୈତିକ ବୟାନବାଜି ଜୋର, ବିଜେପିର ତୀବ୍ର ନିନ୍ଦା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଲାଗି ରହିଥିବା ରାଜନୈତିକ ଲଢ଼େଇ ଏବେ ଏକ ନୂଆ ମୋଡ଼ ନେଇଛି । ଏକ ସାଧାରଣ ସଭା ମଞ୍ଚରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା କହିବା ଶୈଳୀ ଏବଂ ହାବଭାବକୁ ନକଲ କରିବା ପରେ ଦେଶର…

ଖଣି ଆଇନ ସଂଶୋଧନ ପ୍ରସଙ୍ଗ: ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ଖଣି ଏବଂ ଖଣିଜ ଦ୍ରବ୍ୟ ବିକାଶ ତଥା ନିୟନ୍ତ୍ରଣ (ଏମଏମଡିଆର) ଆଇନରେ କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ପ୍ରସ୍ତାବିତ ସଂଶୋଧନକୁ ନେଇ ଓଡ଼ିଶା ରାଜନୀତି ଏବେ ସରଗରମ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥରକ୍ଷା ନିମନ୍ତେ ତୁରନ୍ତ ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ…

ହମିଦ ଅନସାରୀଙ୍କ ବୟାନ ଉପରେ ବର୍ଷିଲା ବିଜେପି; କହିଲା, ‘କଂଗ୍ରେସର ହିନ୍ଦୁ ବିରୋଧୀ ନୀତି ପଦାରେ…

ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀଙ୍କ ଏକ ମନ୍ତବ୍ୟକୁ ନେଇ ଏବେ ଦେଶର ରାଜନୀତି ସରଗରମ ହୋଇପଡ଼ିଛି । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇସଲାମିକ୍ କଲଚରାଲ୍ ସେଣ୍ଟରଠାରେ ଆୟୋଜିତ ଏକ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଯୋଗଦେଇ ଅନସାରୀ ଦେଶର ସାମ୍ପ୍ରତିକ ରାଜନୈତିକ ଏବଂ…

ମହାନଦୀ ଜଳ ବିବାଦ ସମାଧାନକୁ ନେଇ ବର୍ଷିଲା ବିଜେଡି, କହିଲା- ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ ହେବାକୁ ଦିଆଯିବ ନାହିଁ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବର୍ଷିଲା ବିଜେଜି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଦୁଇ ଦିନିଆ ଓଡିଶା ଗସ୍ତ ଅବସରରେ ମହାନଦୀ ଜଳ ବିବାଦ କୌଣସି ବିବାଦ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ। ଏହା ଉପରେ ବିଜୁ ଜନତା ଦଳ କଡା…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିର୍ବାଚନ: ଏବିଭିପିର ବାଜିମାତ୍, ୪ରୁ ୩ ପ୍ରମୁଖ ପଦବୀ ହାତେଇଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ୨୦୨୬ ର ବହୁ ପ୍ରତୀକ୍ଷିତ ଫଳାଫଳ ପ୍ରକାଶ ପାଇଛି । ଦୀର୍ଘ ୨୦ ରାଉଣ୍ଡ ଭୋଟ୍ ଗଣତି ପରେ ଆସିଥିବା ଏହି ଫଳାଫଳରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁଣିଥରେ ନିଜର ଦବଦବା ଜାହିର କରିଛି ।…

ଏସବୁ ଗଣମାଧ୍ୟମ ସଂସ୍ଥାକୁ କାହିଁକି ବ୍ୟାନ କଲା ହ୍ୱାଇଟ୍ ହାଉସ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରୁ CNN, MS NOW ଏବଂ Politico ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଏହି ସଂଗଠନଗୁଡ଼ିକ ନିରନ୍ତର ନକଲି ଖବର ପ୍ରସାରଣ କରୁଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି ଯେ ଭବିଷ୍ୟତରେ…

ନୂଆ ବିଲ୍ ଉପରେ ଟ୍ରମ୍ପଙ୍କ ମୋହର, ଭାରତ-ଚୀନ୍ ଉପରେ ଲାଗିପାରେ ୧୦୦% ଶୁଳ୍କ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ "ଲିଣ୍ଡସେ ଓ. ଗ୍ରାହାମ ସୀଙ୍କସନଙ୍ଗ୍ ରୁଷ ଆଣ୍ଡ ଇରାନ ଆକ୍ଟ ଅଫ୍ ୨୦୨୬" କୁ ଆଇନରେ ସ୍ୱାକ୍ଷର କରିଛନ୍ତି। ଏହି ଆଇନ ରାଷ୍ଟ୍ରପତିଙ୍କୁ ରୁଷରୁ ତେଲ ଏବଂ ଗ୍ୟାସ୍ କ୍ରୟ କରୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ…

ହାତରୁ ଗଲା ‘ଯୋଡ଼ା ଫୁଲ’, ଏବେ ସୁପ୍ରିମକୋର୍ଟ ଭରସାରେ ମମତା

କୋଲକାତା: ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ସାମ୍ବିଧାନିକ ତଥା ନ୍ୟାୟିକ ଲଢ଼େଇ ଆରମ୍ଭ ହୋଇଛି । ତୃଣମୂଳ କଂଗ୍ରେସର ଦଳୀୟ ନାମ ଏବଂ ପାରମ୍ପରିକ 'ଯୋଡ଼ା ଫୁଲ' ନିର୍ବାଚନ ଚିହ୍ନକୁ ଫ୍ରିଜ୍ କରିବା ନେଇ ଭାରତୀୟ ନିର୍ବାଚନ ଆୟୋଗ ଦେଇଥିବା…

କାହିଁକି TMC ନାମ ଓ ଚିହ୍ନ ଫ୍ରିଜ୍ କଲେ ନିର୍ବାଚନ କମିଶନ…

ନୂଆଦିଲ୍ଲୀ: ମମତା ବାନାର୍ଜୀ ଏବଂ ଋତବ୍ରତ ଗୋଷ୍ଠୀ ମଧ୍ୟରେ ଟିଏମସି ଚିହ୍ନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିର୍ବାଚନ କମିଶନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ କମିଶନ ଦଳର ନାମ ଏବଂ ନିର୍ବାଚନ ଚିହ୍ନକୁ ଫ୍ରିଜ୍ କରିଦେଇଛନ୍ତି। ଯାହା ଫଳରେ ଉଭୟ ଗୋଷ୍ଠୀ…