Latest Odisha News

BREAKING NEWS

Browsing Category

ରାଜନୀତି

କଂଗ୍ରେସ ବିଧାୟକଙ୍କ ସମର୍ଥନରେ ବିଜେଡି; କକ୍ଷତ୍ୟାଗ କରି ପ୍ରତିବାଦ

ଭୁବନେଶ୍ୱର: ବିଧାନସଭା ପରିସର ପାଲଟିଛି ରଣକ୍ଷେତ୍ର। ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ବିବୃତ୍ତି ଦାବି କରି ବିଜୁ ଜନତା ଦଳର ସଦସ୍ୟମାନେ ବୁଧବାର ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି।…

କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସ୍‌ପେଣ୍ଡ

ଭୁବନେଶ୍ୱର: ବିଧାନସଭା ପରିସର ପାଲଟିଛି ରଣକ୍ଷେତ୍ର। ବୁଧବାର କଂଗ୍ରେସ ବିଧାୟକ ଓ ସମର୍ଥକ ଧାରଣାରୁ ଉଠି ବିଧାନସଭା ଗେଟ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଯାହାପରେ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ବାଚସ୍ପତି ନିଲମ୍ବିତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ପୂର୍ବରୁ…

ମହାଗଠବନ୍ଧନରେ କାହାର କେତେ ଦମ୍?

ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏବେଠୁ ମେଣ୍ଟ ଗଣିତ ନେଇ ଜୋରଦାର ହେଲାଣି ଅଙ୍କକଷା। ବିହାରରେ ବିଜେପି, ଜେଡିୟୁ ସହ ମିଶି ନିର୍ବାଚନ ଲଢିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ସେପଟେ ମହାଗଠବନ୍ଧନର ନେତୃତ୍ବ ନେଉଥିବା ଲାଲୁଙ୍କ ଆରଜେଡି ମଧ୍ୟ ତେଜସ୍ବୀ ଯାଦବଙ୍କୁ…

ଟ୍ରମ୍ପଙ୍କ ଗୋଲ୍ଡ କାର୍ଡ୍ କ୍ରେଜ୍; ଦିନକରେ ୧୦୦୦ ବିକ୍ରୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଗୋଲ୍ଡ କାର୍ଡ ବା ଗୋଲଡେନ ଭିସା ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ଅନୁଯାୟୀ, ୫ ନିୟୁତ ଡଲାର ଦେଇ ଆମେରିକାର ସ୍ଥାୟୀ ନାଗରିକତ୍ବ ଓ ଇଚ୍ଛାଧୀନ ନାଗରିକତ୍ବ ସ୍କିମ ପ୍ରତି ଲୋକେ ଖୁବ୍ ଆଗ୍ରହ ଦେଖାଉଛନ୍ତି। ଏବେ ଟ୍ରମ୍ପ…

ଲଣ୍ଡନର ରାସ୍ତାରେ ମମତା; ଶାଢୀ ଓ ସ୍ଲିପର ପିନ୍ଧି କଲେ ମର୍ଣ୍ଣିଂଓ୍ଵାକ

ଲଣ୍ଡନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲଣ୍ଡନର ହାଇଡ୍ ପାର୍କରେ ମର୍ଣ୍ଣିଂଓ୍ଵାକ କରୁଥିବା ଦେଖିବାକୁ ମିଳିଛି। ସେ ଧଳା ଶାଢ଼ି ଏବଂ ଚପଲ ପିନ୍ଧି ଜଗିଂ କରୁଥିବା ନଜର ଆସିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମସି) ନେତା କୁନାଲ ଘୋଷ ତାଙ୍କ ଲଣ୍ଡନ ଗସ୍ତର ଫଟୋ ଏବଂ ଭିଡିଓ…

ରାହୁଲଙ୍କ ଦ୍ବୈତ ନାଗରିକତା ମାମଲା; ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହର ସମୟ ଦେଇଛନ୍ତି।ଅର୍ଥାତ ଏହାର  ପରବର୍ତ୍ତୀ ଶୁଣାଣି ୨୧ ଏପ୍ରିଲ ୨୦୨୪ ଧାର୍ଯ୍ୟ କରାଯାଇଅଛି। ଯଦିଓ ଗୃହ…

ରାଜନୀତି କରିବି କିନ୍ତୁ ନିର୍ବାଚନ ଲଢିବନି: ନିରଞ୍ଜନ

ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ। ଏନେଇ ସୋମବାର ଦିନ ସେ ଘୋଷଣା କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବୟସକୁ ନଜରରେ ରଖି ନିର୍ବାଚନ…

ନୀତିଶଙ୍କୁ ରାବିଡିଙ୍କ ଗୁଗଲି

ନୂଆଦିଲ୍ଲୀ: ଜାତୀୟ ସଂଗୀତ ଗାନ ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଚରଣକୁ ନେଇ ବିରୋଧୀ ସମାଲୋଚନା କରୁଛନ୍ତି । ବିହାର ବିଧାନସଭାରେ ବି ଏହାକୁ ନେଇ ହଙ୍ଗାମା ହୋଇଛି । ତେବେ ସବୁଠୁ ଅଧିକ ଚର୍ଚ୍ଚା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବି଼ଡି ଦେବୀଙ୍କ ବୟାନକୁ ନେଇ ହେଉଛି । ବିରୋଧୀ…

ବାଂଲାଦେଶରେ ସେନା, ସିକ୍ରେଟ୍ ମିଟିଂ, ଷଡ଼ଯନ୍ତ୍ର !

ନୂଆଦିଲ୍ଲୀ: ବାଂଲାଦେଶ ରାଜନୀତିରେ ବଡ଼ ଟ୍ବିଷ୍ଟ । ଫେରିବ ଆଓ୍ବାମି ଲିଗର ପରିବର୍ତ୍ତିତ ରୂପ ! ସେନା ମୁଖ୍ୟଙ୍କ ସହ ସିକ୍ରେଟ୍ ମିଟିଂ ।  ପୁଣି ଅସ୍ଥିରତା, ସଡକରେ ସେନା । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ବଢିବାରେ ଲାଗିଛି । ନିକଟରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ୍ ଓ୍ବକର ଉଜ୍ ଜମାନ…

ଡିଲ୍ ସ୍ବରୂପ ବିଜେପିକୁ ୨୦ ଲୋକସଭା ଆସନ ଦେଇଥିଲା ବିଜେଡି: ଭକ୍ତ ଦାସ

ଭୁବନେଶ୍ୱର: ଆଞ୍ଚଳିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ରହିଛି। ବିଜେଡିକୁ କଟାକ୍ଷ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ଏଭଳି କହିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବିରୋଧୀ ଗୋଷ୍ଠୀର ନିକଟତର ହେଉଛି କି ନାହିଁ।…