Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି ଛାଡି ବିଜେପିରେ ମିଶିଲେ ପୂର୍ବତନ ସାଂସଦ ଧନେଶ୍ୱର ମାଝୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ପୁରୁଖା ନେତା ତଥା ପୂର୍ବତନ ସାଂସଦ ଧନେଶ୍ୱର ମାଝୀ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ଦଳ ବଦଳାଇଛନ୍ତି ଧନେଶ୍ୱର। ପୂର୍ବରୁ ରାଜ୍ୟସଭା ସଦସ୍ୟ ଥିବା ତଥା…

ଅପରାଜିତାଙ୍କୁ ମନ୍ମଥ ଚେକ୍ !

ଭୁବନେଶ୍ୱର: ଭୁବନେଶ୍ୱର ରାଜନୀତିରେ ମନ୍ମଥ ଟୁଇଷ୍ଟ । ଅପରାଜିତାଙ୍କୁ ଚେକ୍ ଦେବେ କି ମନ୍ମଥ ? ବିଜେଡିର ପଲିିଟିକାଲ ସରପ୍ରାଇଜରେ ଦଳକୁ କେତେ ଲାଭ ? ସମୀକରଣ ଓଲଟପାଲଟ କରିବ କି ସୁର ଫ୍ୟାକ୍ଟର ? ମନ୍ମଥଙ୍କ ସପକ୍ଷରେ ଯିବ କି କଂଗ୍ରେସ ଭୋଟ୍ ବ୍ୟାଙ୍କ ? ଚବିଶ ରଣଭୂମିରେ ଏଥର ଭୁବନେଶ୍ୱର…

“ମିଥ୍ୟା ପ୍ରଗତିର ଅଭିନବ ପ୍ରଚାରକ ନବୀନ ସରକାର”

ଭୁବନେଶ୍ୱର: ରାଜସ୍ୱ ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ନବୀନ ଶାସନରେ ଓଡ଼ିଶାର ଶ୍ରମିକ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବନିମ୍ନ ମଜୁରୀ ପାଇବାକୁ କାହିଁକି ବାଧ୍ୟ ହେଉଛି? ଗୋଆ ଭଳି ଛୋଟିଆ ରାଜ୍ୟର ଶ୍ରମିକ ଦୈନିକ ୩୫୭ଟଙ୍କା ମଜୁରୀ ପାଉଥିବାବେଳେ ଓଡ଼ିଆ ଶ୍ରମିକଙ୍କୁ ୨୫୪ଟଙ୍କା ମଜୁରୀ ‘ଶ୍ରମିକ…

ମୋଦି ଗ୍ୟାରେଂଟି ସଫଳ, ନବୀନଙ୍କ ଯୋଜନାର ଗ୍ୟାରେଂଟି ନାହିଁ କି ୱାରେଂଟି ନାହିଁ: ବିଜେପି

ଭୁବନେଶ୍ୱର: ମୋଦି ଗ୍ୟାରେଂଟି ପାଇଁ ଆଜି ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି । ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା ପକ୍କାଘର, ଚାଉଳ, ବିଜୁଳି, ପିଇବା ପାଣି, ରାସ୍ତା, ନିଯୁକ୍ତି ଆଦି ପ୍ରସଙ୍ଗରେ ମୋଦି ସରକାରଙ୍କ ଯୋଜନା ଓଡିଶା ଲୋକଙ୍କୁ ଲାଭ ଦେଇଛି । କିନ୍ତୁ…

‘ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି ଜନତାଙ୍କୁ ଧମକାଇ ଭୋଟ୍ ହାତେଇବାର ଅପଚେଷ୍ଟା କରୁଛି ବିଜେଡି’

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ବିଜୁ ଜନତା ଦଳ ସରକାର ନିର୍ବାଚନ ଜିତିବା ପାଇଁ କ୍ଷମତା ଅପବ୍ୟବହାର କରୁଛି । ବିଡିଓ, ପୋଲିସ ଅଧିକାରୀ ତଥା ବଡ ବଡ ପୋଲିସ ଅଫିସରମାନଙ୍କୁ ବିଜେଡି ନିଜର ଦଳୀୟ କାର୍ଯ୍ୟରେ ଲଗାଉଛି । ନିର୍ବାଚନ ଆସିଲେ ପ୍ରଶାସନ ଅଧିକାରୀମାନେ ବିଜେଡିର କର୍ମୀଭଳି…

ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ: ବିଜେଡି

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି,…

ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଦେବେଶ; କହିଲେ,’ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ କରିବି’

ଭୁବନେଶ୍ବର: ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେବେଶ ଆଚାର୍ଯ୍ୟଙ୍କ ନାଁ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି । ଏହାକୁ ମିଶାଇ କ୍ରମାଗତ ତିନି ଥର ହେବ ଦେବେଶ ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢିବେ । ଏନେଇ ବରଗଡ଼ ନିର୍ବାଚନ ମଣ୍ଡଳୀର…

‘ପୁଣି କ୍ଷମତାକୁ ଆସିଲେ ଯୁବକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବ ବିଜେଡି ସରକାର’

ଭୁବନେଶ୍ବର: ଆଗକୁ ନିର୍ବାଚନ, ଏଥିପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜୁ ଜନତା ଦଳ । ଏନେଇ ଆଜି ଶଙ୍ଖ ଭବନରେ ଦଳ ପକ୍ଷରୁ ବିସ୍ତୃତ ଆଲୋଚନା ଚାଲିଛି । ଏନେଇ ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ । ଚଳିତ ନିର୍ବାଚନରେ ଯୁବ ଗୋଷ୍ଠୀର ଭୋଟ ହାତେଇବାକୁ ରଣନୀତି କଣ…

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ୍ଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏୟାର ଇଣ୍ଡିଆ ବିମାନ ଲିଜ୍ ସହ ଜଡିତ ୮୪୦ କୋଟି ଟଙ୍କା ଠକେଇ ଅଭିଯୋଗରେ ହୋଇଥିବା ମାମଲା ବନ୍ଦ କରିଛି ସିବିଆଇ। ଅଧିକାରୀମାନେ ଗୁରୁବାର କହିଛନ୍ତି ଯେ 'କୌଣସି ଭୁଲ କରିବାର…

ମୁଖତାର ଅନସାରୀ ମୃତ୍ୟୁ ଘଟଣା: ‘ମୁଁ ଆଜି ନ୍ୟାୟ ପାଇଲି’ କହିଲେ ପୂର୍ବତନ ବିଧାୟକ କୃଷ୍ଣାନନ୍ଦଙ୍କ…

ଲକ୍ଷ୍ନୌ: ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ପୋଲିସ ସମଗ୍ର ରାଜ୍ୟରେ ନିଷେଧାଦେଶ ଜାରି କରିଛି। ବୃନ୍ଦା, ମଉ, ଗାଜିପୁର ଏବଂ ବାରାଣାସୀ ଭଳି ଜିଲ୍ଲାରେ ପୋଲିସ ଟିମ୍ ପାଟ୍ରୋଲିଂ କରୁଛନ୍ତି। ଅନସାରୀଙ୍କ ମୃତ୍ୟୁ ପରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରତିକ୍ରିୟା ମିଳୁଛି l…