Latest Odisha News

BREAKING NEWS

Browsing Category

ରାଜନୀତି

ବଢୁଛି ସମ୍ପର୍କ ! ସଂସଦରେ ବିଜେଡିକୁ ଖୁବ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ରାଜ୍ୟସଭାରରେ ଶୃଙ୍ଖଳା ରକ୍ଷାକରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ବିଜୁଜନତା ଦଳ ଓ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) କୁ ପ୍ରଶଂସା କରିଛନ୍ତି। ରାଜ୍ୟସଭାର ୨୫୦ତମ ଅଧିବେଶନକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଓଡିଶା ଓ…

ବିଧାନସଭାରେ ପୁଣି ବିରୋଧିଙ୍କ ହଟ୍ଟଗୋଳ, ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ କାଳୀନ ଅଧିବେଶନ ଜାରି ରହିଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧିମାନେ ସୋମବାର ଦିନ ଶାସକ ଦଳକୁ ଘେରିବା ସହ ଗୃହରେ ହୋହାଲ୍ଲା କରିଛନ୍ତି । ବିରୋଧିଙ୍କ ହୋହାଲ୍ଲା ଫଳରେ ବାଚସ୍ପତି ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଆଜି…

ସୋମବାରଠୁଁ ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନ: ୧୦ଟି ମୁଖ୍ୟ ଦାବି ଉପସ୍ଥାପନ କରିବାକୁ ବିଜେଡ଼ି ପ୍ରସ୍ତୁତ

ଭୁବନେଶ୍ୱର: ସୋମବାରଠୁଁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ବାଲିଯାତ୍ରାକୁ ଜାତୀୟ ଐତିହ୍ୟ ମାନ୍ୟତା ତଥା ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ସମ୍ପର୍କୀତ ଦାବି ସମେତ ୧୦ ଦାବି ସଂସଦରେ ଉପସ୍ଥାପନ କରିବାକୁ ବିଜୁ ଜନତା ଦଳ ପ୍ରସ୍ତୁତ ହେଉଛି ।…

ଶିବସେନା ଓ କଂଗ୍ରେସ ସହଯୋଗରେ ସରକାର ଗଢିବାକୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦୃଢୋକ୍ତି

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ଏବେବି ସଙ୍କଟଜନକ ଅବସ୍ଥା ଦେଇ ଗତି କରୁଛି ।ବିଜେପି-ଶିବସେନା ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରି ମଧ୍ୟ ସରକାର ଗଠନ କରିବାକୁ ସକ୍ଷମ ହୋଇ ପରି ନାହିଁନ୍ତି । ସମସ୍ତ ଦଳକୁ ରାଜ୍ୟପାଳ ନୂଆ ସରକାର ଗଠନ କରିବାକୁ ଡକାଇଥିଲ ମଧ୍ୟ ସମସ୍ତ ଦଳ ନିଜ…

ପିଇଓ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ କାଳୀନ ଅଧିବେଶନ ଜାରି ରହିଥିବା ବେଳେ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବିରୋଧିମାନେ ଗୁରୁବାର ଦିନ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି । ଆଜି ଗୃହ ଆରମ୍ଭ ହେବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଶ୍ନକାଳ ଆରମ୍ଭ କରିଥିଲେ । ଏହାପରେ…

ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ପଚାରିଲେ “ସାର୍ ! ଆପଣ ଖୁସି ତ?”, ଉତ୍ତରରେ ନବୀନ କ’ଣ କହିଲେ ଜାଣନ୍ତୁ…

ଭୁବନେଶ୍ୱର: ଆଜି ଥିଲା ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନ । ଏହି ପ୍ରଥମ ଦିନ ଗୃହ ଆରମ୍ଭ ହେବା ପରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ରହିଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ତାରା ବାହିନୀପତି ଏକ କଥାଛଳରେ “ସାର୍ ! ଆପଣ ଖୁସି ତ?”…

ସୁପ୍ରିମକୋର୍ଟଙ୍କ ରାୟ: କର୍ଣ୍ଣାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଲଢିପାରିବେ ନିର୍ବାଚନ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ଜଣ ବିଧାୟକଙ୍କ ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚୂଡ଼ାନ୍ତ ଶୁଣାଣିର ରାୟ ପ୍ରକାଶ କରିଛନ୍ତି । ଏହି ରାୟ ଅନୁଯାୟୀ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ଓ ଜେଡ଼ିଏସର ୧୭…

ମହାରାଷ୍ଟ୍ରରେ ଲାଗୁହେଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଉପୁଜିଥିବା ରାଜନୈତିକ ସଙ୍କଟ ଯୋଗୁଁ କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଦିନ ରାଜ୍ୟରେ ୩୬୫ ଧାରା ଲାଗୁ ନିମନ୍ତେ ଗୃହୀତ ପ୍ରସ୍ତାବକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯାହାଫଳ ସ୍ୱରୂପ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁହୋଇଛି । ପଞ୍ଜାବ ଗସ୍ତରୁ…

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ; ଏନସିପିଠାରୁ ସମର୍ଥ ପାଇବା ପରେ କଂଗ୍ରେସକୁ ଅପେକ୍ଷା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ କରିବାକୁ ପୂର୍ଣ୍ଣ ବହୁମତ ପାଇଥିଲେ ମଧ୍ୟ ଏହି ମେଣ୍ଟ ସରକାର ଗଠନ କରିବା ଅନିଶ୍ଚିତ ହୋଇପଡ଼ିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଜୋରଦାର ଯୋଜନା ପ୍ରସ୍ତତି ଆରମ୍ଭ…

ବିଧାନସଭା ଅଧିବେଶନ: ସରକାରଙ୍କୁ ‘ସ୍ମିତାରାଣୀ ମୃତ୍ୟୁ ଘଟଣା’ ଓ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ପ୍ରସଙ୍ଗରେ ଘେରାଉ…

ଭୁବନେଶ୍ୱର: ଆସନ୍ତା ବୁଧବାରଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ବିରୋଧୀ ବିଜେପି ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ ସରକାରଙ୍କୁ ଘେରାଉ କରିବ ବୋଲି ସୋମବାର ଦିନ ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଯେଉଁ ଦୁଇଟି ପ୍ରସଙ୍ଗକୁ ନେଇ ଭାରତୀୟ…