Latest Odisha News

BREAKING NEWS

ଅମିତ ଶାହଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ଲୋକଙ୍କ ପାଇଁ କରାଯାଇଥିବା କାମ ସମ୍ପର୍କରେ ସେ ଅମିତ ଶାହଙ୍କୁ ଅବଗତ କରିଥିଲେ । ଏଥି ସହ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଏବଂ ଓଡିଶା ରାଜ୍ୟର ବିଭିନ୍ନ ବିଷୟ ସମ୍ୱନ୍ଧରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.