Latest Odisha News
Browsing Category

ରାଜନୀତି

ଆତଙ୍କବାଦର କୌଣସି ଧର୍ମ ନାହିଁ; ଏହା ସାରା ବିଶ୍ଵ ପାଇଁ ବିପଦ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱ ସମ୍ମୁଖରେ ପାକିସ୍ତାନର ପର୍ଦ୍ଦାଫାସ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ୭ଟି ପ୍ରତିନିଧିମଣ୍ଡଳ ଗଠନ କରାଯାଇଛି। ଏଥିରେ ସମସ୍ତ ଦଳର ୫୧ ଜଣ ନେତା ଏବଂ ୮୫ ଜଣ ରାଷ୍ଟ୍ରଦୂତ ମୋଟ୍ ୩୨ଟି ଭିନ୍ନ ଭିନ୍ନ…

ଟୋକିଓ ଗସ୍ତରେ ଅପରାଜିତା ଷଡଙ୍ଗୀ, ବିଦେଶରେ ପାକିସ୍ତାନର ମୁଖା ଖୋଲିଲେ ପ୍ରତିନିଧି…

ନୂଆଦିଲ୍ଲୀ: 'ଅପରେସନ ସିନ୍ଦୁର’ର ସର୍ବଦଳୀୟ ସାଂସଦ ଟିମ୍ ଗୁରୁବାର ଟୋକିଓରେ ପହଞ୍ଚି ଏଡୋଗାୱାଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ଅଭିଯାନକୁ ଆରମ୍ଭ କରିଛନ୍ତି। ପରେ ଜାପାନର ବୈଦେଶିକ ମନ୍ତ୍ରୀ ତାକେଶୀ ଇଞ୍ଛାୟାଙ୍କୁ ଏହି ପ୍ରତିନିଧି ଦଳ…

ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ଭାବେ ପଦୋନ୍ନତି ଦେଲା ପାକିସ୍ତାନ

ଇସଲାମାବାଦ: ଆଜି ପର୍ଯ୍ୟନ୍ତ ଯେତେଥର ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ହୋଇଛି ସେତେଥର ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହା ସତ୍ତ୍ୱେ ମଧ୍ୟ ପାକିସ୍ତାନୀ ସେନା ନିଜ ୟୁନିଫର୍ମ ଉପରେ ଗୋଟେ ପରେ ଗୋଟେ ପଦକ ବଢ଼ାଇବାରେ ଲାଗିଛି। ତେବେ ଏହା ମଧ୍ୟରେ ପାକିସ୍ତାନୀ ସେନା…

ଭାରତ-ପାକିସ୍ତାନ ସୀମାରେ ରିଟ୍ରିଟ୍ ସେରିମୋନି ଆରମ୍ଭ, ଜୟ ହିନ୍ଦ୍ ନାରାରେ କମ୍ପିଲା ପରିବେଶ 

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଯୋଗୁଁ ଅମୃତସରର ଅଟାରୀ-ୱାଘା ସୀମାରେ ରିଟ୍ରିଟ୍ ସେରିମୋନିକୁ ବନ୍ଦ କରିଦିଆଯାଇଥିଲା। ତେବେ ପରିସ୍ଥିତି ସାମାନ୍ୟ ସ୍ୱାଭାବିକ ହେବା ପରେ ମଙ୍ଗଳବାର…

ସାଂସଦ ଗୌରବ ଗୋଗୋଇଙ୍କୁ ନିମନ୍ତ୍ରଣ କରିଥିଲା ଆଇଏସଆଇ: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଗୌହାଟୀରେ ଏକ ସରକାରୀ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୌରବ ଗୋଗୋଇ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ନିମନ୍ତ୍ରଣରେ…

ନିଜର ପଦ ଫେରିପାଇଲେ ଆକାଶ ଆନନ୍ଦ; ବିଏସପିର ଉତ୍ତରାଧିକାରୀ ନେଇ ସ୍ପଷ୍ଟ କଲେ ମାୟାବତୀ

ଲକ୍ଷ୍ନୋ :ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ପୁଣିଥରେ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ମୁଖ୍ୟ ଜାତୀୟ ସଂଯୋଜକ କରିଛନ୍ତି । ଆକାଶ ଆନନ୍ଦ ଦଳରେ ତାଙ୍କର ପ୍ରତିଷ୍ଠା ଏବଂ ସ୍ଥାନ ଫେରି ପାଇଛନ୍ତି । ଆଜି ଦଳର ଅନେକ ବରିଷ୍ଠ ନେତାଙ୍କ ଏକ ବୈଠକରେ…

ବିହାରରେ ନୀତିଶଙ୍କ ଦଳ ହାଇଜାକ୍! ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ: ଯଦିଓ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ତା ପୂର୍ବରୁ ଏଠାକାର ରାଜନୀତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ରାଜନୈତିକ ରଣନୀତିଜ୍ଞ ଏବଂ ଜନ ସୂରାଜ ସଂଯୋଜକ ପ୍ରଶାନ୍ତ କିଶୋର ଜେଡିୟୁ ଏବଂ ବିହାରର ପ୍ରଶାସନିକ ବ୍ୟବସ୍ଥା ଉପରେ ଆକ୍ରମଣ କରିଛନ୍ତି।…

କଂଗ୍ରେସର ନୂଆ ପଦାଧିକାରୀଙ୍କ ତାଲିକା, ଜାଣନ୍ତୁ କାହାକୁ କେଉଁ ଦାୟିତ୍ଵ…

ଭୁବନେଶ୍ୱର: କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କୋଷାଧ୍ୟକ୍ଷ, ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ। ଯାହାପରେ ଶନିବାର ଦିନ ୩୦ ଜଣିଆ ନୂତନ ପଦାଧିକାରୀ ଦଳ ନିଯୁକ୍ତ କରିଛି…

ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? ଆସିଲା ବରିଷ୍ଠ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? କଂଗ୍ରେସ ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି ନେତା? ବିଜେଡି ନେତାଙ୍କ ଆଇପିଏଲ୍ ଉଦାହରଣକୁ ନେଇ ରାଜ୍ୟ ରାଜନୀତିରେ ଜୋର ଧରିଲା ଚର୍ଚ୍ଚା। ଏବେ ଭୂପିନ୍ଦର ସିଂଙ୍କ ଆସିଲା ବିସ୍ଫରକ ବୟାନ। ସେ କହିଛନ୍ତି, ଏବେ ଆଇପିଏଲ ଚାଲିଛି। ଭଲ…

ମେ ୧୮ ଯାଏଁ ପାକିସ୍ତାନ-ଭାରତ ଯୁଦ୍ଧବିରତି ପାଇଁ ସହମତି: ପାକ୍ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଯୁଦ୍ଧବିରତିକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାର ଗୁରୁବାର ସଂସଦରେ କହିଛନ୍ତି ଯେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦୁଇ ଦେଶର ସେନା ମଧ୍ୟରେ ଫୋନ ଯୋଗେ ଆଲୋଚନା ପରେ ଏହି ନିଷ୍ପତ୍ତି…