Latest Odisha News

BREAKING NEWS

Browsing Category

ରାଜନୀତି

ପାଇକ ବିଦ୍ରୋହ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ବହିରୁ ପାଇକ ବିଦ୍ରୋହକୁ ବାଦ ଦିଆଯିବା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏନସିଇଆରଟି ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ତାଙ୍କ ଦାବିକୁ ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି…

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲୀପ ରାୟ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲାରେ କୋର୍ଟରେ ଶୁଣାଣି ହେବା ପୂର୍ବରୁ ସେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ସେ ସକାଳେ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ…

ତୁଟୁନି କ୍ଷମତା ଲୋଭ; ୯୨ ବର୍ଷ ବୟସରେ ପୁଣି ନିର୍ବାଚନ ଲଢ଼ିବେ…

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବୟସ୍କ ରାଷ୍ଟ୍ରମୁଖ୍ୟ ହେଉଛନ୍ତି କାମେରୁନର ରାଷ୍ଟ୍ରପତି ପାଉଲ୍ ବିୟା। ଯାହାଙ୍କ ବୟସ ୯୨ ବର୍ଷ। ଖାସ୍ କଥା ହେଉଛି ସେ ଏ ବୟସରେ ମଧ୍ୟ ରାଜନୀତିରୁ ଅବସର ନେବାକୁ ଚାହୁଁନାହାଁନ୍ତି। ସେ ଅକ୍ଟୋବର ୨୦୨୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପୁଣି ଥରେ…

ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ନିଜର ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିସହିତ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଡାକ୍ତରଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।…

ଛାତ୍ର କଂଗ୍ରେସ ସଭାପତି ଦୁଷ୍କର୍ମ ମାମଲାରେ ଗିରଫ, ଭକ୍ତ ଦାସଙ୍କ ଇସ୍ତଫା ଦାବି କରି ଘେରିଲା ଏବିଭିପି

ଭୁବନେଶ୍ବର: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ବର ଥନା ପୋଲିସ ତାଙ୍କୁ ଗିରଫ କରିଛି। ଏହି ଘଟଣାକୁ ଗୁରୁତର ସହ ନେଇ ଜାତୀୟ ଛାତ୍ର କଂଗ୍ରେସ (NSUI) ଉଦିତଙ୍କୁ ସଭାପତି ପଦ ଓ ଦଳରୁ ନିଲମ୍ବିତ କରିଛି। ଏହାସହ ପ୍ରଦେଶ କଂଗ୍ରେସ ଏହି…

ଜୁଲାଇ ୨୩-୨୬ରେ ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ଚାରି ଦିନିଆ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବାଣିଜ୍ୟ, ନିବେଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ ବୋଲି ବିଶ୍ୱାସ କରାଯାଉଛି।…

୩୫୦୦ କୋଟିର ମଦ ଦୁର୍ନୀତି ମାମଲାରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାର୍ଜସିଟ୍

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ପୋଲିସ ୩୫୦୦ କୋଟି ଟଙ୍କାର ମଦ ଦୁର୍ନୀତି ନେଇ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍‌ରେ ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ପ୍ରତି ମାସରେ ହାରାହାରି ୫୦ ରୁ ୬୦ କୋଟି ଟଙ୍କା ଲାଞ୍ଚ ନେବାର ଅଭିଯୋଗ…

ବିଜେପିର ନୂଆ ଅଧ୍ୟକ୍ଷ ଘୋଷଣାକୁ ଅପେକ୍ଷା, ହଠାତ ଦିଲ୍ଲୀରେ ୩ ଶୀର୍ଷ ନେତାଙ୍କୁ ଯୋଗୀଙ୍କ ସାକ୍ଷାତ ବଢ଼ାଇଲା ଭିନ୍ନ…

ନୂଆଦିଲ୍ଲୀ: ସାରା ଦେଶ ଅପେକ୍ଷା କରିଛି ଶାସକ ଦଳ ବିଜେପିର ନୂଆ ଅଧ୍ୟକ୍ଷ କିଏ ହେବେ? ତାରିଖ ପରେ ତାରିଖ ଗଡ଼ି ଚାଲିଛି ହେଲେ କିଏ ହେବେ ଅଧ୍ୟକ୍ଷ ସେ ନେଇ କୌଣସି ନିର୍ଯାସକୁ ଆସିପାରିନି କି ମୋହର ମାରିପାରୁନି ବିଜେପିର କୋର କମିଟି। ସେହିପରି ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ…

ମହାରାଷ୍ଟ୍ରକୁ ଆସିଲେ ସମୁଦ୍ରରେ ବୁଡ଼ାଇ ମାରିବୁ; ନିଶିକାନ୍ତ ଦୁବେ ଓ ରାଜ ଠାକରେ ମୁହାଁମୁହିଁ  

ମୁମ୍ବାଇ: ମହାରାଷ୍ଟ୍ରରେ ହିନ୍ଦୀ ଭାଷାଭାଷୀଙ୍କୁ ଟାର୍ଗେଟ କରିବାକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ଏବଂ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଦୁବେଙ୍କ 'ସେମାନଙ୍କୁ ପିଟିବେ' ଜବାବରେ ରାଜ ଠାକରେ କହିଛନ୍ତି ଯେ,…

ଏଣିକି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବେ ସାଂସଦ; ମେନୁରେ ସାମିଲ ମାଣ୍ଡିଆ, ଜଅ…

ନୂଆଦିଲ୍ଲୀ: ସଂସଦରେ କାର୍ଯ୍ୟଭାର ବଢ଼ାଇବା ପରେ ବର୍ତ୍ତମାନ୍ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାଂସଦ, ଅଧିକାରୀ ଏବଂ ଭିଜିଟରଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ଯାଉଛନ୍ତି। ବର୍ତ୍ତମାନ୍ ସାଂସଦ ର କ୍ୟାଣ୍ଟିନ ରେ ଅନେକ ସ୍ୱାସ୍ଥ୍ୟ କର ଖାଦ୍ୟ ଉପଲବ୍ଧ ରହିବା ନେଇ ସୂଚନା ମିଳିଛି।…