Latest Odisha News

BREAKING NEWS

Browsing Category

ରାଜନୀତି

ମଧ୍ୟ ଭୁବନେଶ୍ୱର ଆସନ: ବିଜେଡ଼ିର ଆଶାୟୀଙ୍କ କଳିରୁ ଫାଇଦା ଆଶାରେ ବିଜେପି

ଭୁବନେଶ୍ୱର: ରାଜ୍ୟରେ ମେଣ୍ଟକୁ ନେଇ ପୂର୍ଣ୍ଣଛେଦ ପଡ଼ିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେଡ଼ିର ପ୍ରଣବ ପ୍ରକାଶ ଦାସ ସେମାନଙ୍କ ସୋସିଆଲ ମିଡ଼ିଆରେ ଏନେଇ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି। ଫଳରେ ଏବେ ଟିକଟ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଛି। ସେପଟେ ମଧ୍ୟ ଭୁବନେଶ୍ୱର…

କେଜ୍ରିୱାଲଙ୍କ ଗିରଫ ଘଟଣା, ମିଥ୍ୟା ଅଭିଯୋଗରେ ଫସାଇଥିବା ବିଜେପି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ଆମ୍ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ବନ୍ଧରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି । ଏହି ତଥ୍ୟରୁ ଭାରତୀୟ ଜନତା ପାର୍ଟି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି କେଜ୍ରିୱାଲଙ୍କୁ…

ପ୍ରଥମ ନିର୍ବାଚନ: ଯେବେ ନେହରୁଙ୍କ ନିର୍ବାଚନୀ ସଭାରେ ଜନ୍ମ ନେଇଥିଲା ଶିଶୁ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ହୋଇଯାଇଛି। ସମସ୍ତ ଦଳ ନିଜ ନିଜ ଢଙ୍ଗରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏଥର ପ୍ରାୟ ୯୭ କୋଟି ଭୋଟର ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ବାଛିବାକୁ ଯାଉଛନ୍ତି। ଦେଶର ଏହି ପର୍ବରେ ଯଥାସମ୍ଭବ ଅଂଶଗ୍ରହଣ କରିବାକୁ ଭାରତର ନିର୍ବାଚନ ଆୟୋଗ…

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ, କଂଗ୍ରେସ ସରକାରକୁ ଆସିଲେ କରିବ ଏହି କାର୍ଯ୍ୟ

ଭୁବନେଶ୍ଵର: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଜାରି କରିଛି ଗ୍ୟାରେଣ୍ଟି କାର୍ଡ । ୨୦୨୪ରେ କ୍ଷମତାକୁ ଆସିଲେ କଂଗ୍ରେସ ଏହି ଗ୍ୟାରେଣ୍ଟି ଉପରେ କାମ କରିବ ବୋଲି ଲୋକଙ୍କୁ ଜଣାଇଛି । ୨୪ ବର୍ଷର ବିଜେଡି ଶାସନ ଏବଂ ୯ ବର୍ଷର ବିଜେପି…

ରାଜନୀତିକୁ ଫେରିବେ କି ଗୋବିନ୍ଦା! ଜାଣନ୍ତୁ କେଉଁ ଦଳରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିଥିବା ଅଭିନେତା ଗୋବିନ୍ଦା ପୁଣି ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ରଙ୍ଗିଲା ରାଜା'ରେ ଶେଷ ଥର ପାଇଁ ନଜର ଆସିଥିଲେ । ସେବେଠାରୁ ତାଙ୍କୁ ବଡ ପରଦାରେ ଆଉ ଦେଖିବାକୁ ମିଳିନଥିଲା ।…

କାହିଁକି ହେଲାନି ବିଜେଡି-ବିଜେପି ମେଣ୍ଟ?

ଭୁବନେଶ୍ୱର: ବିଜେଡି-ବିଜେପି ମେଣ୍ଟ ଆଲୋଚନା ଫେଲ୍ । କାହିଁକି ହେଲାନି ମେଣ୍ଟ ? ଶଙ୍ଖ-ପଦ୍ମ ଏକାଠି ନହେବା ପଛରେ କାରଣ କଣ ? ମେଣ୍ଟ ହଁକୁ ନା କରିବା ପଛରେ କିଏ ? ଏକାଠି ନୁହେଁ ଏକା ଏକା ଚବିଶ ନିର୍ବାଚନ ଲଢିବେ ବିଜେଡି ଓ ବିଜେପି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି ରାଜ୍ୟ…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଦିଲ୍ଲୀପ ରାୟ ନିର୍ବାଚନ ଲଢିବାକୁ କୋର୍ଟରେ କଲେ ଆବେଦନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି। କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ନିର୍ବାଚନ ନଲଢିବା ଉପରେ ରୋକ୍ ଲାଗିଛି। ଏହାପରେ ଦିଲ୍ଲୀ ହାଇକୋର୍ଟରେ ନିର୍ବାଚନ ଲଢିବା ପାଇଁ ଏକ ଆବେଦନ କରିଛନ୍ତି। ୧୯୯୯…

ଦିଲ୍ଲୀ ଅବକାରୀ ଦୁର୍ନୀତିରେ କେଜ୍ରିଓ୍ବାଲ ‘କିଙ୍ଗପିନ୍’, ୬ ଦିନିଆ ହେପାଜତରେ ନେଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ ହେପାଜତରେ ନେଇଛି। ନିମ୍ନ ଅଦାଲତଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ମଦ ନୀତି ସହ ଜଡିତ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଗୁରୁବାର…

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ, କେଉଁ ନାରାରେ ମୈଦାନକୁ ଓହ୍ଲାଇବେ ଦୁଇ ଦଳ?

ଭୁବନେଶ୍ୱର: ମାସ ଆରମ୍ଭରୁ ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିଲା। ଏବେ କିନ୍ତୁ ମାସ ଶେଷ ହେବାର ସପ୍ତାହକ ପୂର୍ବରୁ ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିଛି। ତେଣୁ ଆସନ୍ତାକାଲିଠୁ ନିର୍ବାଚନ ବେଳେ ଯେଉଁଭଳି ଭାବେ ପ୍ରଚାର ସରଗରମ ହୁଏ ସେହିଭଳି ଓଡ଼ିଶାରେ ଦେଖିବାକୁ ମିିଳିବ।…

ନିର୍ବାଚନ ବେଳେ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଖବର ସେୟାର କଲେ ତ୍ରାହି ନାହିଁ, ଗଠନ ହେଲା ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର: ଲୋକସଭା ନିର୍ବାଚନ ସମୟରେ ସୋଶିଆଲ ମିଡିଆରେ ଭୁଲ ତଥ୍ୟ ସେୟାର ହେବା ନେଇ ନିର୍ବାଚନ କମିଶନଙ୍କ ଚେତାବନୀର ଜବାବରେ ଓଡ଼ିଶା ପୁଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ୟୁନିଟ୍ ଗଠନ କରିଛି। କ୍ରାଇମବ୍ରାଞ୍ଚର ଆଇଜି ଶେଫିନ ଅହମ୍ମଦଙ୍କୁ ଏହି…