Latest Odisha News

BREAKING NEWS

Browsing Category

ରାଜନୀତି

ଦିଲ୍ଲୀରେ ହ୍ୟାଟ୍ରିକ୍ ମାରିବ ଆପ୍ !

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଦଖଲ କରିବ କି ଆମ ଆଦମୀ ପାର୍ଟି ! ଦଳ ଗଠନ ପରଠୁ ସବୁଠୁ ବଡ଼ ପରୀକ୍ଷା ଦେଉଛି ଆପ୍ । ଦୁଇଥର ପ୍ରଚଣ୍ଡ ବିଜୟ ପରେ ଏଥର ବିଜୟର ହ୍ୟାଟ୍ରିକ ମାରିବାକୁ ଉଦ୍ୟମ କରୁଛି ଆପ୍ । ଦିଲ୍ଲୀରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେଉଛି । ଦୁର୍ନୀତି…

ନାମାଙ୍କନ ଭରିଲେ କେଜ୍ରିଓ୍ବାଲ; କହିଲେ, ‘ଲୋକଙ୍କ ଉପରେ ପୂରା ବିଶ୍ବାସ’

ନୂଆଦିଲ୍ଲୀ: ପାଖେଇ ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ । ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ନୂଆଦିଲ୍ଲୀ ପ୍ରାର୍ଥୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ନିଜର ଦଳୀୟ ନେତାଙ୍କ ସମର୍ଥନରେ…

ଦିଲ୍ଲୀରେ ରାହୁଲଙ୍କ ଏଣ୍ଟ୍ରି…କଂଗ୍ରେସକୁ କେତେ ଫାଇଦା?

ନୂଆଦିଲ୍ଲୀ: କମ୍ପୁଛି ଦିଲ୍ଲୀ ପ୍ରଚାର ମଇଦାନ । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମୁହାଁମୁହିଁ। ଦିଲ୍ଲୀ ଦଙ୍ଗଲରେ ଏଣ୍ଟ୍ରି ମାରିଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧୀ । ତେବେ ପ୍ରଶ୍ନ ଉଠୁଛି, ଦିଲ୍ଲୀରେ କଂଗ୍ରେସକୁ କେତେ ଫାଇଦା ଦେବ ରାହୁଲଙ୍କ କ୍ୟାମ୍ପେନିଂ?…

ଦିଲ୍ଲୀରୁ ଫେରି ସିଧା ପୂର୍ବ ସରକାରଙ୍କୁ ନିଶାନା କଲେ ମୁଖ୍ୟମନ୍ତ୍ରୀ, କହିଲେ ‘ହୀନ ମାନସିକତା….’

ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ । ଏଥିପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ ଲାଗୁ କରିବା ପାଇଁ ନୂଆଦିଲ୍ଲୀରେ ଚୁକ୍ତି ପତ୍ର…

ଦିଲ୍ଲୀ ପୋଲିସକୁ ଇସିଆଇଙ୍କ ନିର୍ଦ୍ଦେଶ: ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ହେବ ଆକ୍ସନ

ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ନିଆଯିବ ଆକ୍ସନ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଟଙ୍କା ବାଣ୍ଟିବା ମାମଲାରେ ତାଙ୍କ ବିରୋଧରେ ଆକ୍ସନ ନେବାକୁ କହିଛି ଇସିଆଇ। ତାଙ୍କ ବିରୋଧରେ…

ଦିଲ୍ଲୀ ବିଧାନସଭା ନିର୍ବାଚନ: କାହିଁକି ଆଜି ନାମାଙ୍କନ ଦାଖଲ କଲେନି ଆତିଶୀ ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଆଜି ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରି ନାହାନ୍ତି। ସମସ୍ତ ପ୍ରସ୍ତୁତି ସରିବା ସହ ଆମ ଆଦମୀ ପାର୍ଟି (ଆପ)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟ ନେତା ମାନେ ନାମାଙ୍କନ ଭରିବା ନେଇ ଉପସ୍ଥିତ ଥିଲେ। କିନ୍ତୁ ଶେଷରେ…

କାହିଁକି ଦିଲ୍ଲୀ ଜିତିପାରୁନି ବିଜେପି?

ନୂଆଦିଲ୍ଲୀ: ୨୭ବର୍ଷ ହେଲା ଦିଲ୍ଲୀରେ କ୍ଷମତାଠୁ ଦୂରରେ ରହିଛି ବିଜେପି । ସୁଷମା ସ୍ବରାଜ ଥିଲେ ଦିଲ୍ଲୀରେ ବିଜେପିର ଶେଷ ମୁଖ୍ୟମନ୍ତ୍ରୀ । ୧୯୯୮ମସିହାରେ ମାତ୍ର ୫୨ଦିନ ପାଇଁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ଏହାପରଠୁ ଲଗାତର ୬ଟି ବିଧାନସଭା ନିର୍ବାଚନ ହାରିଛି ବିଜେପି । ୧୯୯୮, ୨୦୦୩ ଓ…

‘ନିଜ ଗୋଡ ନିଜେ ଟାଣୁଛନ୍ତି ଦିଲ୍ଲୀ ସରକାର’: ବର୍ଷିଲେ କୋର୍ଟ

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ନିର୍ବାଚନ ଥିବା ବେଳେ ଏବେ ସିଏଜି ରିପୋର୍ଟ ନେଇ ଆପ୍ ଶାସିତ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ହାଇକୋର୍ଟ । ଆପ୍ ସିଏଜି ରିପୋର୍ଟ ଦେବାରେ ପଛଘୁଞ୍ଚା ଦେବାପରେ ସରକାରଙ୍କ ସଚ୍ଚୋଟତା ଉପରେ ଏବେ ପ୍ରଶ୍ନ ସୃଷ୍ଟି କରିଛି । ଏପରି କରି ଆପଣ…

‘୩୭୦ ଉଚ୍ଛେଦ ନହୋଇଥିଲେ ବି ଜାରି ରହିଥାନ୍ତା ଜମ୍ମୁ-କାଶ୍ମୀରର ବିକାଶ ଧାରା’

ଶ୍ରୀନଗର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଗସ୍ତରେ ଥିବା ବେଳେ ଗଣ୍ଡେରବଲ ଜିଲ୍ଲାରେ ସୋନାମାର୍ଗ ସୁଡ଼ଙ୍ଗର ଉଦଘାଟନ କରିବେ । ଏନେଇ ନିଜର ମତ ଦେଇ ଜମ୍ମୁ-କାଶ୍ମୀର ବିକାଶ ସହ ୩୭୦ ଧାରା ଉଚ୍ଛେଦ ଯୋଡାଯିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । …

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରଚାର ମଇଦାନରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀ ବିଧାନସଭା ପ୍ରଚାର ମଇଦାନକୁ ଓହ୍ଲାଇବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଉତ୍ତରପୂର୍ବ ଦିଲ୍ଲୀର ସିଲମପୁର ଅଞ୍ଚଳରେ କରିବେ ପ୍ରଚାର। ଦିଲ୍ଲୀରେ ଗତ ତିନୋଟି ବିଧାନସଭା ନିର୍ବାଚନରେ ​​ପରାଜିତ ହୋଇଥିବା କଂଗ୍ରେସ ଏଥର ପୂର୍ଣ୍ଣ ଶକ୍ତିର ସହିତ ନିର୍ବାଚନ…