Latest Odisha News

BREAKING NEWS

Browsing Category

ରାଜନୀତି

ସୀମାପାର ଆତଙ୍କବାଦ ବନ୍ଦ ନହେବା ଯାଏଁ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ: ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେରେ ବସିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ। ଏହି ଆକ୍ରମଣରେ ୯ ଜଣ ଆତଙ୍କବାଦୀଙ୍କ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏକ ବଡ଼ ବୟାନ…

ଟ୍ରମ୍ପଙ୍କୁ ୪୦୦ ନିୟୁତ ଡଲାର ମୂଲ୍ୟର ଗିଫ୍ଟ ଦେବ କତାର 

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାତାର ଗସ୍ତ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ତାଙ୍କୁ କାତାରର ଶାସକ ପରିବାର ପକ୍ଷରୁ ୪୦୦ ନିୟୁତ ଡଲାର ମୂଲ୍ୟର ଏକ ବିଳାସପୂର୍ଣ୍ଣ ବୋଇଂ 747-8 ଜମ୍ବୋ ଜେଟ୍ ଉପହାର ସ୍ୱରୂପ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏନେଇ ଡୋନାଲ୍ଡ ଟ୍ରମ୍ପ…

ମା’ ଓ ଭଉଣୀଙ୍କ ସିନ୍ଦୂର ଉଜାଡ଼ିଥିଲେ ଆତଙ୍କବାଦୀ, ଭାରତୀୟ ସେନା ସିଧା ହେଡକ୍ୱାର୍ଟର ଉଡାଇଦେଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଅପରେସନ ସିନ୍ଦୂର ହେଉଛି ଭାରତର ଲୋକଙ୍କ ଭାବନାର ପ୍ରତିଫଳନ। ଆଜି ସନ୍ଧ୍ୟାରେ ମୋଦି କହିଥିଲେ ଯେ ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦର ଗଡ଼କୁ ଧ୍ୱଂସ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ…

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେ ଭାରତ-ପାକିସ୍ତାନ ଉତ୍ତେଜନା ଉପରେ କିଛି କହିବେ ବୋଲି ଆଶା କରାଯାଉଛି। ପାକିସ୍ତାନ ସହିତ ଚାଲିଥିବା ସଂଘର୍ଷ ଉପରେ ପ୍ରଧାନମନ୍ତ୍ରୀ ମୋଦି କଡ଼ା ନଜର ରଖିଥିବା ବେଳେ ତିନି ସଶସ୍ତ୍ର…

୧୯୭୧ ଯୁଦ୍ଧ ଅଲଗା ଥିଲା; ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଏଭଳି କହିଲେ ଶଶି ଥରୁର

ନୂଆଦିଲ୍ଲୀ: ୧୯୭୧ ମସିହାରେ ହୋଇଥିବା ଯୁଦ୍ଧକୁ ବର୍ତ୍ତମାନ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ତୁଳନା କରାଯାଉଛି। ଏଥିସହିତ ସୋସିଆଲ ମିଡିଆରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ମଧ୍ୟ ତୁଳନା…

ଭାରତ ଉପରେ ପ୍ରତି ଆକ୍ରମଣ କରିପାରେ ପାକ୍, ଏଭଳି ନିର୍ଦ୍ଦେଶ ଦେଲେ ଶହବାଜ୍ ଶରିଫ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସେନା। ଯାହାପରେ ବୁଧବାର  ପାକିସ୍ତାନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତୀୟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଆଲୋଚନା…

ବିଜୁ ବାବୁଙ୍କୁ ସମ୍ମାନ ଜଣାଇଲା ଋଷ; ଦୂତାବାସରେ ସ୍ମାରକୀ ଫଳକ ଉନ୍ମୋଚିତ

ଭୁବନେଶ୍ୱର: ନାଜିବାଦ ବିରୁଦ୍ଧରେ ଋଷ ବିଜୟର ୮୦ ତମ ବାର୍ଷିକୀ ଉତ୍ସବ ପାଳନ କରୁଛି। ଏହି ଅବସରରେ ଓଡ଼ିଆ ବୀର ପୁଅ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇଛି ଋଷ। ତେବେ ବିଜୟ ଉତ୍ସବ ପାଇଁ ମେ ୯ ତାରିଖରେ ମସ୍କୋରେ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବ। ଦ୍ଵିତୀୟ…

ନରୱେ ସମେତ ଏହି ୩ ଦେଶ ଗସ୍ତ ବାତିଲ କଲେ ମୋଦି

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ମିଶାଇଲ ଆଟାକ କରିଛି ଭାରତ। ଏହି ଆକ୍ରମଣକୁ ଅପରେସନ ସିନ୍ଦୂର ନାମ ଦିଆଯାଇଛି। ସୂଚନା ଅନୁଯାୟୀ, ମଙ୍ଗବାର- ବୁଧବାର ମଧ୍ୟରାତ୍ରରେ ହୋଇଥିବା ଏହି ଆକ୍ରମଣରେ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ହିନ୍ଦୁ ବିରୋଧୀ’ କାହିଁକି କହିଲେ ବିଜେପି ସାଂସଦ

ଭୁବନେଶ୍ୱର: ମୁର୍ଶିଦାବାଦ ହିଂସାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ 'ହିନ୍ଦୁ ବିରୋଧୀ' କହିବା ସହ ତାଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶାର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ…

ପାକିସ୍ତାନର ‘False Flag’ କାହାଣୀକୁ ଜାତିସଂଘର ଭତ୍ସନା

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଆତଙ୍କବାଦକୁ ନେଇ ପାକିସ୍ତାନକୁ କଡା ନିନ୍ଦା କରାଯାଇଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ନେଇ UN ସଦସ୍ୟମାନେ ସନ୍ଦେହ କରୁଛନ୍ତି ଯାହାକୁ ପାକିସ୍ତାନ ପ୍ରତ୍ୟାଖାନ କରୁଅଛି। UN ପାକିସ୍ତାନର ଫଲ୍ସ ଫ୍ଲାଗ୍…