ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।
ଏହି ପରୀକ୍ଷାରେ ମୋଟ ୧୩ ଜଣ ଛାତ୍ରଛାତ୍ରୀ ମୋଟ ୫୦୦ ମାର୍କରୁ ୪୯୯ ରଖି ଟପ୍ପର ହୋଇଛନ୍ତି।
Total pass percentage in CBSE Class-10th Exams is 91.1 %; Trivandrum (99.85%), Chennai (99%), Ajmer (95.89%) are top three regions. pic.twitter.com/JBpHZGF0q1
— ANI (@ANI) May 6, 2019
ସିବିଏସଇ ଦଶମ ପରୀକ୍ଷା ଫଳରେ ପୁଅଙ୍କ ବଦଳରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି । ପୁଅଙ୍କ ପାସ୍ ହାର ୯୦.୧୪ ପ୍ରତିଶତ ଥିବା ବେଳେ ଝିଅଙ୍କ ପାସ୍ ହାର ୯୨.୪ ପ୍ରତିଶତ ରହିଛି।
ସିବିଏସଇର ଅଫିସିଆଲ୍ ୱେବସାଇଟରେ ଛାତ୍ରଛାତ୍ରୀମାନେ cbseresults.nic.in ରେଜଲ୍ଟ ଦେଖିପାରିବେ।
Comments are closed.