ଭୁବନେଶ୍ୱର: ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଟିମ୍ଙ୍କ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏହି କେନ୍ଦ୍ରୀୟ ଟିମ୍। ଖଣିଜ ପାଣ୍ଠିର କରିବେ ସମୀକ୍ଷା।
୨ ଜଣିଆ କେନ୍ଦ୍ରୀୟ ଟିମ୍ ମଙ୍ଗଳବାରଠାରୁ ୨୩ ତାରିଖ ଯାଏ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ। କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ନେଇ ସମୀକ୍ଷା କରିବ ଟିମ୍। ଏହାସହ କେନ୍ଦୁଝରରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
Comments are closed.