Latest Odisha News

BREAKING NEWS

CBI ଏବଂ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ : CBI ଏବଂ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି  । ଜାତୀୟ ତଦନ୍ତକାରୀ ବ୍ୟୁରୋ (CBI) ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ (ED)ର ନିର୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ଏ ନେଇ ଅଧ୍ୟାଦେଶ ଜାରି କରିଛନ୍ତି । ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିର ପ୍ରମୁଖମାନଙ୍କ କାର୍ଯ୍ୟକାଳ ୨ ବର୍ଷ ରହୁଥିଲା ଯାହାକି ଏଣିକି ୫ ବର୍ଷ ହେବ ।

BjdElectrycity

ବର୍ତ୍ତମାନ ଯାଏଁ କେନ୍ଦ୍ରୀୟ ଏଜେନ୍ସି ମୁଖ୍ୟମାନଙ୍କ କାର୍ଯ୍ୟକାଳ ୨ବର୍ଷ ରହିଛି । କେବଳ ଆକସ୍ମିକ ବିୟୋଗ କିମ୍ବା ଅନ୍ୟ କୌଣସି ଅପରାଧିକ ମାମଲାକୁ ଛାଡି ଅନ୍ୟ କୌଣସି କାରଣ ପାଇଁ କାର୍ଯ୍ୟକାଳ ପୂର୍ବରୁ ସେମାନଙ୍କ ହଟାଯାଇପାରିବ ନାହିଁ । କେନ୍ଦ୍ର ସରକାର ଚାହିଁଲେ କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ ବଢାଇ ପାରିବେ ।

Leave A Reply

Your email address will not be published.