Latest Odisha News

BREAKING NEWS

ଡିସେମ୍ବର ୨୦ରେ ଟ୍ବିନସିଟିର କେଉଁସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା; ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ଡ଼ିସେମ୍ବର ୨୦  ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।

ଜାଣନ୍ତୁ, ଭୁବନେଶ୍ୱର, ଢେଙ୍କାନାଳ ଓ କଟକର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୨୦.୧୨.୨୦୧୯)

ଭୁବନେଶ୍ୱର

ଚନ୍ଦକା, ପଟିଆ, କଲରାହଙ୍ଗା, ପତ୍ରଗୁଡ଼ିକ, ସୁନ୍ଦରପୁର, କୁଜି ମହଲ (ସକାଳ ୮ଟାରୁ ଦିନ ୧୨ଟା ଯାଏଁ)

ନୀଳାଦ୍ରୀ ବିହାର, ଲୁମ୍ବିନୀ ବିହାର, ବସ୍ତି, କୈଳାଶ ବିହାର (ଦିନ ୧୦ଟାରୁ ଦ୍ୱିପ୍ରହର ୨ଟା ଯାଏଁ)

କଳ୍ପନା ଅଞ୍ଚଳ, ବିଜେବି ନଗର, ଶବର ସାହ. ଲକ୍ଷ୍ମୀସାଗର ଓ ଏମଆଇଜି କଲୋନୀ (ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ)

କଟକ

କଲ୍ୟାଣୀନଗର ଓ ରାଜେନ୍ଦ୍ର ନଗର (ଦିନ ୧୦ଟାରୁ ଦ୍ୱିପ୍ରହର ୨ଟା ଯାଏଁ)

ଖୁଣ୍ଟୁନି, ଗୋଡିଝରିଆ, ବଡମ୍ବା ଓ ନରସିଂହପୁର (ସକାଳ ୭ଟାରୁ ଦିନ ୧୨ଟା ୩୦ମି. ଯାଏଁ)

ଟାଙ୍ଗି (ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ)

ଢେଙ୍କାନାଳ

ଢେଙ୍କାନାଳ, କାମାକ୍ଷାନଗର, ମଠକାରଗୋଲ, ହିନ୍ଦୋଳ ରୋଡ୍, ନିଆଳପ୍ରସାଦ ଓ କାଶିପୁର (ସକାଳ ୮ଟାରୁ ଦିନ ୩ଟା ଯାଏଁ)

ଭାପୁର ଓ ଦେଉଳସାହି (ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ)

Leave A Reply

Your email address will not be published.