Latest Odisha News

BREAKING NEWS

Browsing Tag

CESU

ରାଜଧାନୀର ଏହିସବୁ ଅଞ୍ଚଳରେ ଆସନ୍ତାକାଲି ୮ ଘଣ୍ଟା ପାଇଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ଭୁବନେଶ୍ୱର: ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ପକ୍ଷରୁ ରାଜଧାନୀର କିଛି ଅଞ୍ଚଳରେ ଶନିବାର ଦିନ ବିଦ୍ୟୁତ କାଟ ହେବା ନେଇ ଏକ ନୋଟିସ ଜାରି କରାଯାଇଛି । ମରାମତି କାର୍ଯ୍ୟ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସେସୁ ପକ୍ଷରୁ ସୂଚନା ମିଳିଛି । ସେସୁ ପକ୍ଷରୁ…

୮୦୦ ବିଦ୍ୟୁତ୍ ଉପଭୋକ୍ତାଙ୍କର ବିଜୁଳି କାଟିଲା ସେସୁ

ଭୁବନେଶ୍ୱର: ସେସୁ ପକ୍ଷରୁ ନିକଟ ଅତୀତରେ ବକେୟା ବିଦ୍ୟୁତ୍ ପଇଠ ଲାଗି ଚେତାବନୀ ଦିଆଯାଇଥିବା ରେଳେ ଗୁରୁବାର ଦିନ ପାଖାପାଖି ୮୦୦ ଉପଭୋକ୍ତାଙ୍କର ବିଜୁଳି ଲାଇନ୍ କାଟି ଦିଆଯାଇଛି । ଏଥିସହିତ ୩ କୋଟି ଟଙ୍କା ବକେୟା ବିଦ୍ୟୁତ୍ ବିଲ୍ ମଧ୍ୟ ଆଦାୟ କରାଯାଇଛି । ଏହାବ୍ୟତିତ କଲେକ୍ସନ କାଉଣ୍ଟର…

ସରିଲା ସେସୁ ସମୟସୀମା: ଆରମ୍ଭ ହେଲା ବିଦ୍ୟୁତ କାଟ୍

ଭୁବନେଶ୍ୱର:ବିଦ୍ୟୁତ ବିଲ୍ ପୈଠ କରିବା ଲାଗି ବୁଧବାର ଥିଲା ଉପଭୋକ୍ତାଙ୍କ ଲାଗି ଶେଷଦିନ । ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଗୁରୁବାର ଠାରୁ ଫେଜ୍ ଅନୁଯାୟୀ ଦେୟ ପୈଠ କରିନଥିବା ଉପଭୋକ୍ତାଙ୍କ ଲାଇନ୍ କାଟିବା ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା…

ଜାନୁଆରୀ ୩ ଓ ୪ ତାରିଖରେ ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା

ଭୁବନେଶ୍ୱର: ମରାମତି କାର୍ଯ୍ୟ ପାଇଁ ଜାନୁଆରୀ ୩ ଓ ୪ ତାରିଖରେ ଭୁବନେଶ୍ୱର ଓ କଟକ ଏହିସବୁ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା ହୋଇଛି । ଜାନୁଆରୀ ୩ ତାରିଖ ସକାଳ ୭ଟାରୁ ୧୨ଟା(ଭୁବନେଶ୍ୱର) : ପଟିଆ , କାନନବିହାର, ରଘୁନାଥପୁର , ତାରିଣୀ ବିହାର,…

ଡିସେମ୍ବର ୨୦ରେ ଟ୍ବିନସିଟିର କେଉଁସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା; ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ଡ଼ିସେମ୍ବର ୨୦  ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।…

ପୁରୀ, ଭୁବନେଶ୍ୱର ଓ ନୟାଗଡରେ ଆଜି ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର, ନୟାଗଡ ଓ ପୁରୀ ଜିଲ୍ଲାରେ ସୋମବାର ଦିନ ତଥା ଡିସେମ୍ବର ୧୬ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ…

ମହଙ୍ଗା ପଡ଼ିଲା ଇନଭର୍ଟର୍ କମ୍ପାନୀଙ୍କ ସହ ସଉଦା; ଲାଞ୍ଚନେବା ଅଭିଯୋଗରେ ୬ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: ନିକଟରେ ଏକ ସମାଚାର ଏଜେନ୍ସି ଦ୍ୱାରା କରାଯାଇଥିବା ଷ୍ଟ୍ରିଙ୍ଗ ଅପରେସନ୍ ପରେ ଓଡିଶା ସରକାର ୨ଟି ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକୋମ୍)ର ୬ଜଣ କନିଷ୍ଠ ଇଞ୍ଜିନିୟର (ଜେଇ)ଙ୍କୁ ନିଲମ୍ବିତ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପଇସା ନେଇ ଅବୈଧ ଭାବେ ବିଦ୍ୟୁତ୍ କାଟ୍…

ଶୁକ୍ରବାର ଦିନ ଭୁବନେଶ୍ୱର ଓ କଟକରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତାକାଲି ତଥା ନଭେମ୍ବର ୧୫ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ଜାଣନ୍ତୁ, ଭୁବନେଶ୍ୱର ଓ କଟକର କେଉଁସବୁ ସ୍ଥାନରେ ଶୁକ୍ରବାର ଦିନ ବନ୍ଦ ରହିବ ବିଦ୍ୟୁତ୍ ସେବା ଭୁବନେଶ୍ୱର: ରାମ…

ଭୁବନେଶ୍ୱରରେ ଆଜି ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିସିଡିଡି-୧ ଅନ୍ତର୍ଗତ ନୟାପଲ୍ଲୀ-ନୂଆସାହି, ୟୁନିଟ୍-୮ ଡିଏଭି, ୟୁନିଟ୍-୫, ରାଜ୍ୟ ଅତିଥି ଭବନ ଓ ଆଖପାଖ ଅଞ୍ଚଳରେ ରବିବାର ଦିନ ବିଦ୍ୟୁତ୍ ସରାବରାହ ବନ୍ଦ ରହିବ । ଆଜି ସକାଳ ୮ଟାରୁ ଦିନ ୧ଟା ଯାଏଁ ଜରୁରୀକାଳୀନ ମରାମତି କାର୍ଯ୍ୟ ଲାଗି ଏହିସବୁ…