Latest Odisha News

BREAKING NEWS

ଘୁଞ୍ଚିଲା ଫିଲ୍ମ ‘ଚେହ୍‌ରେ’ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ଘୁଞ୍ଚିଲା ଫିଲ୍ମ ‘ଚେହ୍‌ରେ’ର ରିଲିଜ ଡେଟ୍‌। ସମଗ୍ର ଦେଶରେ କୋଭିଡ-୧୯ ମାମଲା ସଂଖ୍ୟା ବୃଦ୍ଧି ହେତୁ ଅମିତାଭ ବଚ୍ଚନ, ଇମ୍ରାନ ହାସମି ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଳ୍ମ ‘ଚେହ୍‌ରେ’ ରିଲିଜ ତାରିଖ ସ୍ଥଗିତ ରଖାଯାଇଛି।

ଏହି ଫିଲ୍ମର ନିର୍ମାତାମାନେ ଏକ ବିବୃତ୍ତି ଜାରି କରି ପ୍ରଶଂସକମାନଙ୍କୁ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ଏପ୍ରିଲ ୯ ରେ ରିଲିଜ ହେବାର ଥିଲା। ମହାରାଷ୍ଟ୍ର ହେଉଛି ଭାରତର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ। ଚେହେରର ନିର୍ମାତା ଏପର୍ଯ୍ୟନ୍ତ ନୂତନ ରିଲିଜ୍ ତାରିଖ ଘୋଷଣା କରିନାହାଁନ୍ତି।

Leave A Reply

Your email address will not be published.