Latest Odisha News

BREAKING NEWS

କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ , ଜଳସେଚନ ପ୍ରକଳ୍ପ କାମର ତଦାରଖ କଲେ

କେନ୍ଦୁଝର : କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ୍ । ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ । ମୁଖ୍ୟତଃ ଦୁଇ ହଜାର ୪ଶହ ୩୮ କୋଟି ଟଙ୍କାରେ ନିର୍ମାଣା ଧିନ କାନପୁର ଜଳ ସେଚନ ପ୍ରକଳ୍ପ ଓ ଅନ୍ୟ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ।

କେନ୍ଦୁଝର ଯୋଡା ବାସୁଦେବପୁରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାମ ଚାଲିଛି ସେ ସବୁ ଦେଖିଥିଲେ ।ଏହି ସମୟରେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ହେଲିପ୍ୟାଡ ଯୋଗେ ମୁଖ୍ୟ ଶାସନ ସଚିବ ଓ ଫାଇବ ଟି ସଚିବ କାନପୁର ଡ୍ୟାମ ଅଞ୍ଚଳରେ ପହଁଞ୍ଚିଥିଲେ ।

Leave A Reply

Your email address will not be published.