ଟାଙ୍ଗୀ: ବାତ୍ୟା ଗୁଲାବ ପ୍ରଭାବରେ ଅଶାନ୍ତ ଚିଲିକା ବାତ୍ୟା ଗୁଲାବ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ବିତ୍ପାତ । କିଛି ସ୍ଥାନରେ ମାଟି ଧସି ଯାଇଥିବା ବେଳେ କିଛି ସ୍ଥାନରେ ବର୍ଷ ଯୋଗୁ ବେହାଲ ସ୍ଥିତି ଉପୁଜିଛି । ସେହିଭଳି ବାତ୍ୟା ଯୋଗୁ ଚିଲିକା ବି ଅଶାନ୍ତ ହୋଇପଡିଛି । ଜୁଆର ଆସିବା ଯୋଗୁ ମାଆ କାଳିଜାଇ ବେଢାରେ ଲହଡି ଭାଙ୍ଗୁଛି ପାଣି । କାଳିଜାଇଙ୍କ ମନ୍ଦିରରେ ପାଣି ପଶିଯାଇଥିବା ବେଳେ ଚିଲିକା ଆଖପାଖରେ ଲୋକଙ୍କୁ ସୁରକ୍ଷା ନେଇ ଅଲଗା ସ୍ଥାନାନ୍ତର କରାଯାଉଛି । ସେହିଭଳି ଲଗାଣ ବର୍ଷା ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।
BREAKING NEWS
- ୯ ପଞ୍ଚାୟତର ହିତାଧିକାରୀଙ୍କ ଭତ୍ତାରେ ଅନିୟମିତତା; ରାସ୍ତା ଅବରୋଧ କରି ପ୍ରତିବାଦ
- Dua steals spotlight: ପୂରା ବାପାଙ୍କ କାର୍ବନ କପି ଝିଅ ଦୁଆ…ଫଟୋଶୁଟ୍ରେ ମମ୍ମି-ପାପାଙ୍କ ମଝିରେ ଚୋରି କରିନେଲେ ସବୁ ଲାଇମଲାଇଟ୍!
- Online Fraud: ପାର୍ସଲ ଖୋଲି ଉଡ଼ିଗଲା ଯୁବକଙ୍କ ହୋସ୍! ଅର୍ଡର କରିଥିଲେ କ’ଣ…ଆସିଲା କ’ଣ…
- କଟକର ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
- ଆସୁଛି ଆଉ ଏକ ଲଘୁଚାପ, ୧୨ ଯାଏଁ ପ୍ରବଳ ବର୍ଷା
- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ
- ATCରେ ତ୍ରୁଟି, ବ୍ରିଟେନରେ ୧୦୦୦ ବିମାନ ବାତିଲ
- ବନ୍ୟା ପରେ ନେପାଳରେ ଭୂକମ୍ପ, ତୀବ୍ରତା ୫.୦…
- ଫାୟାର ସେଫ୍ଟି ନିୟମ ନମାନିଲେ ବନ୍ଦ ହେବ କୋଚିଂ ସେଣ୍ଟର…
- ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର

Comments are closed.