Latest Odisha News

ଭାରତଠାରୁ ୬୦୦ କିଲୋମିଟର ଦୂରରେ ଚୀନ କୃତ୍ରିମ ଦ୍ୱୀପ ତିଆରି କରୁଛି

ନୂଆଦିଲ୍ଲୀ: ଚୀନ ପୁନର୍ବାର ଆଉ ଏକ ଭୁଲ କରୁଛି । ଭାରତକୁ ଅସୁବିଧାରେ ପକାଇବା ପାଇଁ ଭାରତ ମହାସାଗର ମଧ୍ୟରେ ଏକ କୃତ୍ରିମ ଦ୍ୱୀପ ପ୍ରସ୍ତୁତ କରୁଛି । ଲକ୍ଷାଦ୍ୱୀପଠାରୁ ୬୦୦ କିଲୋମିଟର ଦୂରରେ ଏହି ଦ୍ୱୀପ ପ୍ରସ୍ତୁତ ହୋଉଥିବା ସାଟେଲାଇଟ ଇମେଜରୁ ଜଣା ପଡିଥିଲା । ଦ୍ୱୀପକୁ ସମ୍ପୂର୍ଣ୍ଣ ଭାବେ ସାମରିକ ଘାଟି ରୂପେ ପ୍ରସ୍ତୁତ କରୁଛି ।

BjdElectrycity

ଏଠାରୁ ଭାରତର ପ୍ରାୟ ସମସ୍ତ ଅଂଚଳକୁ ଚୀନ ଟାର୍ଗେଟ କରିପାରିବ । ଯୁଦ୍ଧ ପରିସ୍ଥିତିରେ ଚୀନ ଯୁଦ୍ଧ ବିମାନ ଭାରତରେ ପହଂଚିବାକୁ ମାତ୍ର ୨୦ରୁ ୨୫ ମିନିଟ ସମୟ ନେବ । ୨୦୧୮ ତୁଳନାରେ ଏଥର ଦ୍ୱୀପକୁ ୪ଗୁଣା ଅଧିକ ବୃଦ୍ଧି କରିଛି । ମାଲଡିଭସର ପୂର୍ବ ରାଷ୍ଟ୍ରପତି ଚୀନକୁ ୧୬ଟି ଦ୍ୱୀପ ଲିଜ୍ ଆକାରରେ ଦେଇଥିଲା । ଯାହାକୁ ଏବେ ଚୀନ ଭାରତ ବିରୋଧରେ ସାମରିକ ଘାଟି ଭାବେ ପ୍ରସ୍ତୁତ କରୁଛି ।

Leave A Reply

Your email address will not be published.