Latest Odisha News

BREAKING NEWS

ଉହାନ୍‌ର ୧୧.୨୩ ନାଗରିକଙ୍କ ହେଲା କରୋନା ଟେଷ୍ଟ

ନୂଆଦିଲ୍ଲୀ: ଚୀନ୍‌ର ଉହାନ୍ ସହରରେ ସମସ୍ତ ନାଗରିକଙ୍କ ମଧ୍ୟରୁ ୧୧.୨୩ ଜଣଙ୍କର କରୋନା ଟେଷ୍ଟ କରାଯାଇଛି। କରୋନାଭାଇରସ୍ ପ୍ରଥମେ ୨୦୧୯ରେ ଉତ୍ପନ୍ନ ହୋଇଥିଲା ଏବଂ ବର୍ତ୍ତମାନ ଉହାନ ସହରରେ ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢିଯାଇଛି।

ସହରର ୧୨ ମିଲିୟନରୁ ଅଧିକ ଲୋକଙ୍କ ମଧ୍ୟରୁ ୧୧.୨୩ ଲୋକଙ୍କର ପରୀକ୍ଷା କରାଯାଇଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ଶନିବାର କହିଛନ୍ତି।

ନ୍ୟୁକ୍ଲିୟିକ୍ ଏସିଡ୍ ପରୀକ୍ଷା ପାଇଁ ଉହାନର ୧୧.୨୩ ମିଲିୟନରୁ ଅଧିକ ନମୁନା ସଂଗ୍ରହ କରିଛନ୍ତି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି।

Leave A Reply

Your email address will not be published.