ମାଲକାନଗିରି:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ । ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କଲେ ରାଜ୍ୟ ସରକାର । ହେଲେ ସେତୁ ଉଦଘାଟନର ଦୁଇ ବର୍ଷ ପରେ ଶାସକଙ୍କଠୁ ପ୍ରଶାସକ ସମସ୍ତେ ବିକାଶର ବଡ ବଡ କଥା କହୁଥିବା ବେଳେ କଣ ରହିଛି ଚିତ୍ରକୋଣ୍ଡାର ବାସ୍ତବ ଚିତ୍ର ?? ଆସନ୍ତୁ ଦେଖିବା ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ ।
BREAKING NEWS
- ୯ ଜିଲ୍ଲାରେ ଗଞ୍ଜେଇ ଚାଷ, ୨୪ ଦିନରେ ନଷ୍ଟ ହେଲାଣି ୨୩୭୫ ଏକର ଜମି
- କାଲିଠୁ ବିଧାନସଭା, ସର୍ବଦଳୀୟ ବୈଠକରେ ସାମିଲ ହେଲେ ସବୁ ଦଳ
- ‘ଯାହାଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନେ ସଂସଦ କାମରେ ବାଧା ସୃଷ୍ଟି କରୁଛନ୍ତି’
- ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା: ଦଲାଲ ଦମ୍ପତି ଗିରଫ
- ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା: ତଦନ୍ତ ପାଇଁ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍
- ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲ ଗଲା ‘ଜିନତ୍’
- ଆଜି ସର୍ବଦଳୀୟ ବୈଠକ, କାଲିଠୁ ବିଧାନସଭା ଶୀତ ଅଧିବେଶନ
- ମସଜିଦ ସର୍ଭେ ବେଳେ ହିଂସା: ପଥରମାଡ଼ରେ ୪ ମୃତ, ଇଣ୍ଟରନେଟ ସେବା ବନ୍ଦ
- ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ
- ସୃଷ୍ଟି ହେଲା ଲଘୁଚାପ, ଆସୁଛି ବାତ୍ୟା!
Comments are closed.