Latest Odisha News

ଆତଙ୍କବାଦୀଙ୍କୁ ଫଣ୍ଡିଂ ବନ୍ଦ ହେଲେ ଆତଙ୍କବାଦ ଲୋପ ପାଇବ: ଏନଆଇଏ ଡ଼ିଜି

ଭୁବନେଶ୍ୱର: ଆତଙ୍କବାଦୀଙ୍କୁ ଦିଆଯାଉଥିବା ଫଣ୍ଡିଂ କମିଲେ ଆତଙ୍କବାଦ ଏକ ପ୍ରକାର ବନ୍ଦ ହୋଇଯିବ ବୋଲି ଗୁରୁବାର ଦିନ ଏଠାରେ ଜାତୀୟ ତଦନ୍ତ କମିଶନର ନିଦେ୍ର୍ଧଶକ ଯୋଗେଶ ଚନ୍ଦ୍ର ମୋଦୀ କହିଛନ୍ତି ।

ଆଜି ପୋଲିସ ଭବନଠାରେ ଓଡ଼ିଶା ପୋଲିସ ପକ୍ଷରୁ ଅନୁÂିତ ହେଉଥିବା ଆତଙ୍କବାଦ ଦମନ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଛନ୍ତି ଏନଆଇଏ ନିଦେ୍ର୍ଧଶକ ଶ୍ରୀ ମୋଦୀ ।

ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ପୂର୍ବତଟର ଓଡ଼ିଶା ରାଜ୍ୟ । ଓଡ଼ିଶାର ଜଳପଥ ଦେଇ ବିଦେଶୀ ଆତଙ୍କବାଦୀଙ୍କୁ ପ୍ରବେଶ କରିବାକୁ ଏକ ପ୍ରକୃଷ୍ଟ ରାସ୍ତା, ତେଣୁ ଏଥିପ୍ରତି ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଏନଆଇଏ ଡ଼ିଜି ଆହୁରି ମଧ୍ୟ କହିଛନ୍ତି ଯେ, ମାଓବାଦୀଙ୍କୁ ଫଣ୍ଡିଂ ବନ୍ଦ କରାଗଲେ ହିଂସାତ୍ମକ କାର୍ଯ୍ୟକଳାପ ସହିତ ଆତଙ୍କବାଦ କମିଯିବ । ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ପରି ରାଜ୍ୟରେ ଆତଙ୍କରାଜ କରୁଥିବା ଏହି ଗୋÂୀଗୁଡ଼ିକର ଫଣ୍ଡିଂ ବନ୍ଦ କରାଯିବାର କଡ୍ଡା ପଦକ୍ଷେପ ଗ୍ରହଣ କରାଯିବ ।

ଆତଙ୍କବାଦ ଦମନ ବିରୋଧରେ ଏହି ପୋଲିସ କର୍ମଶାଳାରେ ଓଡ଼ିଶା ପୋଲିସ ମହାନିଦେ୍ର୍ଧଶକ ବି କେ ଶର୍ମା ମଧ୍ୟ ଯୋଗଦେଇଥିଲେ ।

Comments are closed.